ଡିସେମ୍ବର ୩୧ତକ୍ ବ୍ରିଟେନ୍‌ନୁ ଆସୁଥିବାର ସବୁ ଫ୍ଲାଇଟ୍ ବନ୍ଦ୍‌

ବ୍ରିଟେନ୍‌ନେ ଫେର୍ ଫିରିଛେ କରୋନା, ନୂଆଁ ଭୂତାଣୁ ଥିବାର କହିଛନ୍ ବିଶେଷଜ୍ଞ

0

ଫେର୍ ଡରାଲାନ କରୋନା ବେମାର । ବ୍ରିଟେନ୍‌ନେ କରୋନା ଫିରିଥିବାର ବେଲକେ ଇଥର ଗୁଟେ ନୂଆଁ ଭୂତାଣୁ ଥିବାର କହିଛନ୍ ବିଶେଷଜ୍ଞ । ଯେନଟାକି ଆଘରର ଚିହ୍ନଟ୍ ଭୂତାଣୁନୁ ବେଶୀ ପ୍ରଭାବଶାଲୀ । ଆରୁ ଇହାଦେ ଇଟାକେ ନେଇକରି ଚିନ୍ତା ବଢିଛେ ବ୍ରିଟେନ୍ ସରକାରକଁର । ସଂକ୍ରମଣ ଅଟକାବାର ଲାଗି ସରକାର କେତନି ପଦକ୍ଷେପ୍ ନେଇଛନ୍ ଆରୁ ପୁରନା ନିୟମ୍ ଫେର୍ କଡାକଡି କରିଛନ୍ ।

ଡିସେମ୍ବର ୩୧ ତାରିଖ ତକ୍ ଲକ୍‌ଡାଉନ୍ ଘୁଷଣା କରାଯାଇଛେ । ଇତାର ସାଙ୍ଗେ ଡିସେମ୍ବର ୩୧ ତକ୍ ବ୍ରିଟେନ୍‌କେ ଆସବାକେ ଥିବାର ସବୁ ଫ୍ଲାଇଟ୍ ଭିଲ୍ ବନ୍ଦ୍‌ କରାଯାଇଛେ ଭାରତ ସରକାରକଁର ଆଡୁ । ଭାଇରସ୍ ଯେନ୍ତା ନାଇଁ ବଢବା ସେଥିର ଲାଗି ବ୍ରିଟେନର୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ମନିଟରିଂ ଗ୍ରୁପ୍‌ର ଜରୁରୀ ବୈଠକ ଡକାଯାଇଛେ । ଇ ବୈଠକନେ କରୋନାର ନୂଆଁ ଷ୍ଟ୍ରେନ୍‌କେ ନେଇକରି ଆଲୋଚନା କରାଯିବାର ଅଛେ । ଆଏଜ୍ ରାତି ୧୨ ବଜାନୁ ଭାରତକେ ଆସୁଥିବାର ଫ୍ଲାଇଟ୍ ଉପରେ କଟକଣା ଲାଗୁ କରାଯାଇଛେ । ଡିସେମ୍ବର ୩୧ ତକ୍ କେନସି ଫ୍‌ଲାଇଟ୍ ବ୍ରିଟେନ୍‌ନୁ ଭାରତକେ ନାଇଁ ଆସେ ।

ସେଆଡେ ୧୨ ବଜା ଆଘୋନୁ ଆସୁଥିବାର ସବୁ ଯାତ୍ରୀକଁର ଆରଟିପିସିଆର ଟେଷ୍ଟ୍ କରାଯିବାର ଉପରେ ବାଧ୍ୟତାମୂଳକ କରାଯାଇଛେ । କରୋନାର ଇ ନୂଆଁ ଭୂତାଣୁ ବ୍ରିଟେନ୍ ସାଙ୍ଗେ ଡେନ୍‌ମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆରୁ ଦକ୍ଷିଣ ଆଫ୍ରିକାନେ ଭିଲ୍ ଦେଖାଦେଇଥିବାର ନେଇକରି ଜନାପଡିଛେ । କରୋନା ଲାଗି ବ୍ରିଟେନ୍‌ନେ ସ୍ଥିତି ଠିକ୍ ନାଇଁ ଥିବାର ବେଲକେ କୋଭିଡ୍ ନିୟମ ଫେର୍ ଲାଗୁ ହେଇଛେ ।

ଆଗକେ ଖ୍ରୀଷ୍ଟମାସ୍ ଥିବାରନୁ ଭିଲ୍ କରୋନା ନିୟମ୍ ଉପରେ ଅଏତକା ଗୁରୁତ୍ୱ ଦିଆଯାଉଛେ । ବଡଦିନ୍ ଆରୁ ନୂଆଁବରଷ୍ ମନାବାର ଉପରେ ରୋକ୍ ଲଗେଇଛନ୍ ସରକାର । ଫେର୍ କରୋନା ଲହର ଦେଖାଦେଇଥିବାର ବେଲକେ ଇଟା ଦୁଶରା ଦେଶ୍ ମାନକଁର ଲାଗି ଭିଲ୍ ମୁଡ ଦୁଖା ବନିଛେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍ ଆଡୁ ଇତାର ମୁକାବିଲା ଲାଗି ଚିନ୍ତା କରାଯାଉଛେ । ବ୍ରିଟେନ୍‌ନେ କରୋନା ଟିକା ପ୍ରକ୍ରିୟା ମୁଲ ହେଇସାରିଥିଲେ ବି ଇହାଦେ ଫେର୍ କରୋନା ଲହର ସମସ୍ୟା ବଢେଇଛେ ।

Leave A Reply

Your email address will not be published.