Browsing Tag

sundargarh administartion

ଛୁଆକଁର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସର ଚେଷ୍ଟା

ଛୁଆ ମାନକଁର ସୁରକ୍ଷା ଲାଗି ସୁନ୍ଦରଗଡ଼ ପୁଲିସ ଆଡୁ ଗୁଟେ ସୁନ୍ଦର ଚେଷ୍ଟା । ‘ଆମ ଖୁସି ଆମ ସୁରକ୍ଷା’ ନାଁନେ ଗୁଟେ ପ୍ରକଳ୍ପର ଶୁଭାରମ୍ଭ ହେଇଛେ । ରାଜଗାଙ୍ଗପୁର ପୁଲିସ ଷ୍ଟେସନ୍‌ନେ ଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ ଡିଆଇଜି କବିତା ଜଲାନ । ଏସ୍‌ପି ସାଗରିକା ନାଥ ବି କାର୍ଯ୍ୟମକ୍ରମନେ…

ଡୁମେରଜୋର ବ୍ୟାଙ୍କ୍ ଲୁଟ୍ ଘଟନାନେ ତିନ୍ ଗିରଫ୍‌

ସୁନ୍ଦରଗଡ଼ କୁଆଁରମୁଣ୍ଡା ଫାଣ୍ଡି ଡୁମେରଜୋର ଏସବିଆଇ ବ୍ୟାଙ୍କ ଲୁଟ୍ ଘଟନାନେ ୩ ଜନକୁଁ ଗିରଫ କଲା ପୁଲସ୍ । ଘଟନାନେ ଆହୁରି ୯ ଜନ୍ ଅଭିଯୁକ୍ତ ଫେରାର ଥିବାର ବେଲକେ ପୁଲିସ୍ ଇମାନକୁଁ ଖୁଜୁଛେ । ଗିରଫ ହେଇଥିବାର ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଗୋବିନ୍ଦପୁର ଫଟାଟାଙ୍ଗରର ମୁନା ମାଝୀ,…

୨୦ ବରଷ୍ ବାଦ୍ ନିଜର ଘରକେ ଫିରଲେ ବିରଜୁ

୨୦ ବରଷ୍ ବାଦ୍ ନିଜର ମାଁ ମାଏଟ୍ ସୁନ୍ଦରଗଡ଼ର କୁତ୍ରାକେ ଫିରଲେ ବିରଜୁ କୁଲୁ । ପାକିସ୍ତାନର ଗୁଟେ ଜେଲନେ ଗଲା ୨୦ ବରଷ୍ ହେଲା ବନ୍ଦୀ ହେଇକିନା ରହିଥିଲେ ବିରଜୁ । ଗାଁନେ ପୁହୁଁଞ୍ଚିଲା ବାଦ୍ କୁତ୍ରା ବିଡ଼ିଓ ଆରୁ ବିରଜୁକଁର କୁଟୁମ୍ ଗାଁର ଲୋକ୍ ତାକୁଁ ସ୍ୱାଗତ ଜନେଇଥିଲେ । ଖୋବ୍ ଜଲଦି…