ଆଜି ବସ୍‌ବା କେନ୍ଦ୍ର ବଜେଟ୍

0

ଆଜି ସକାଲର୍ ୧୧ ବଜେ ୨୦୨୧-୨୦୨୨ ର କେନ୍ଦ୍ର ବଜେଟ୍ ଉପସ୍ଥାପନ୍ କରବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ବସୁଥିବାର୍ ବଜେଟ ଉପ୍‌ରେ ସବୁ ଲୁକକଁର ଆସ୍ ରହିଥିବାର୍ ବେଲ୍‌କେ କୋଭିଡ ସେସ୍‌, ଧନୀ ମାନକଁର୍‌୍ ଉପ୍‌ରେ ଟେକ୍ସ୍ ବଢବା , ଆମଦାନୀ ବଢବାର୍ ଆର୍ ଇତ୍ୟାଦି ଜିନିଷ୍ ର ଚର୍ଚ୍ଚା ହେବା ବଲିକରି ସମ୍ଭାବନା ଭିଲ୍ ରହିଛେ । ସଂସଦ୍ ନେ ଇ ବଜେଟ୍ ଉପସ୍ଥାପନ୍ କରାଯାଉଛେ । ଇ ବରଷ୍ ପେପର୍ ଲେସ୍ ବଜେଟ୍ କରାଯିବା । ଆଜିର୍ ବଜେଟ୍ ଉପସ୍ଥାପନା ର୍ ଲାଇଭ୍ ଲୋକମାନେ ଲୋକସଭା ଟିଭି କି ସୋସିଆଲ୍ ମିଡିଆ ନେ ଦେଖି ପାର୍‌ବେ । ଦେଶ୍‌ନେ କୋଭିଡ ଉତାରୁ ଦେଶର୍ ଅର୍ଥନୀତି ର ପୁନର୍‌ଉଦ୍ଧାର୍ ହେବା ବଲିକରି ସମସ୍ତେ ଆସ୍ ରଖିଛନ୍ । ଆମର୍ ରାଏଜର୍ ବି କେତେଟା ପ୍ରସ୍ତାବକେ ବଜେଟ୍ ନେ ସାମିଲ୍ କରାଯାଉ ବଲି ଓଡିଶାର୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀକଁର୍ ଆଗଆଡେ ଦାବି ରଖିଛନ୍ ।

Leave A Reply

Your email address will not be published.