Browsing Tag

bestmakeupmodel

ସର୍‌ଗୁ ଉତରି ଆଏଲେ କାଏଁ ଅପସରା ?

ଅଲ ଈଣ୍ଡିଆ ହେୟର୍ ଏଣ୍ଡ୍ ବ୍ୟୁଟିସିଆନ୍ ଆସୋସିଏସନ୍ ଆଡୁ ପଶ୍ଚିମ୍ ଓଡିଶାର୍ ବରଗଡ୍ ଜିଲ୍ଲା ନେ ମେକ୍‌ଅପ୍ ୱାର୍କସପ୍ କରାଯାଇଛେ । ଯେନ ଦେଶର୍ ସବୁ ଆଡୁ ନାଁ କରା ମେକଅପ୍ ଆର୍ଟିଷ୍ଟ୍ ଆର୍ ବ୍ୟୁଟିସିଆନ୍ ମାନେ ଯୋଗ୍ ଦେଇଥିଲେ । ବରଗଡର୍ ଇମ୍ପେରିଆଲ୍ କଲେଜନେ ହେଇଥିଲା । ଯେନଥିକି ଗିନିଜ୍…

ବେଷ୍ଟ୍‌ ‘ମେକ୍‌ଅପ’ମଡେଲ୍‌ ର ଟାଇଟଲ ଜିତଲେ ସମ୍ବଲପୁର ଟୁକେଲ ମୀମାଂସା

ସମ୍ବଲପୁର ର ମୀମାଂସା ରଥ ଅପେରା ରିକ୍ରିଏସନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ନଭେମ୍ବର ୧ ତାରିଖ ଦିନ ଆୟୋଜିତ କରାଯାଇଥିବାର ଇଣ୍ଟରନେସନଲ ଫେସନ ଶୋ'୨୦୨୦ ନେ ବେଷ୍ଟ ମେକ୍‌ଅପ୍‌ ମଡେଲ ର ଟାଇଟଲ ଜିତିକରି ଆମର ରାଏଜ ଆର ଦେଶ ର ଗୌରବ ବଢେଇଛନ । କରୋନା ମହାମାରି ଲାଗି ଇ ପ୍ରତିଯୋଗିତା ର୍ଭଚୁଆଲି…