Browsing Tag

bjp govt

ସ୍ଥଗିତ୍ ହେବା କୃଷି ଆଇନ୍‌!

କେନ୍ଦ୍ର ନୂଆଁ କୃଷି ଆଇନ ବିରୋଧନେ ଇହାଦେ ଭିଲ୍ ଚାଷୀ ପ୍ରତିବାଦ୍ କରିଆସୁଛନ୍ । ଚାଷୀ ସଂଗଠନ୍ ଆରୁ ସରକାରକଁର ଭିତରେ ଇ ପ୍ରସଙ୍ଗନେ ବାରମ୍ବାର ବୈଠକ ହେଇଆସୁଥିଲେ ଭିଲ୍ ଇହାଦେ ତକ୍ କେନସି ସମାଧାନ୍ ନାଇଁ ହେଇପାରି । ସେଆଡେ ଇ ପ୍ରସଙ୍ଗନେ ଫେର୍‌ଘାଏ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିଛନ୍…

ଡିସେମ୍ବର ୩୦ନେ ଚାଷୀ ସଂଗଠନ ସାଙ୍ଗେ କେନ୍ଦ୍ରର ବୈଠକ

କେନ୍ଦ୍ରର ନୂଆଁ କୃଷି ଆଇନ୍‌କେ ବିରୋଧ୍ କରିକିନା ଇହାଦେ ଭିଲ୍ ସିଂଘୁ ସୀମାନେ ଧାରନାନେ ବସିଛନ୍ ହଜାର ହଜାର ଚାଷୀ । ବାରମ୍ବାର ସରକାର ଆରୁ ଚାଷୀକଁର ଭିତରେ ବୈଠକ ଆରୁ ଆଲେଚନା ହେଇଥିଲେ ଭିଲ୍ କେନସି ସମାଧାନ୍ ଇହାଦେ ତକ୍ ବାହାରି ନାଇଁପାରି । ସେଆଡେ କେନ୍ଦ୍ର ସରକାର ଆରଘାଏ ଚାଷୀ ସଂଗଠନ୍…

ନାଇଁ ବସେ ଶୀତ୍ ଅଧିବେଶନ୍ 

ଇ ବରଷ୍ ସଂସଦର ଶୀତ ଅଧିବେଶନ୍ ନାଇଁ କରାଯାଏ । କରୋନା ଡର୍ ଲାଗି ଶୀତ୍ ଅଧିବେଶନ୍ ବନ୍ଦ କରବାର ଲାଗି ନିଷ୍ପତ୍ତି ନିଆଯାଇଥିବା ନେଇକରି ଜନାପଡିଛେ । ଜାନୁଆରୀନେ ଯାଇକରି ଏକାଥରେ ବଜେଟ୍ ଅଧିବେଶନ୍ କରାଯିବା ନେଇକରି ସହମତି ମିଲିଥିବାର ସୂଚନା ରହିଛେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ…

ଆଏଜ୍ ଭାରତ୍ ବନ୍ଦ୍‌

କେନ୍ଦ୍ର ସରକାରକଁର ଶ୍ରମିକ, ଚାଷୀ ଆରୁ ଜନବିରୁଧୀ ନୀତି ବିରୁଧନେ କେନ୍ଦ୍ରୀୟ ଟେଡ୍ ୟୁନିୟନ୍ ଆଡୁ ଆଏଜ୍ ୨୪ ଘଣ୍ଟିଆ ହଡ୍‌ତାଲ ଡକରା ଦେଇଛନ୍ । ସଖାଲର ୬ ବଜାନୁ ମୁଲ ହେଇଥିବାର ଇ ହଡତାଲ୍ ୨୪ ଘଣ୍ଟା କରାଯିବା । ରାଜ୍ୟର ଭିନ୍ ଭିନ୍ ଜାଗାନେ ଭିଲ୍ ବନ୍ଦର ଅସର ଦେଖବାକେ ମିଲିଛେ । ବନ୍ଦ ଲାଗି…