Browsing Tag

covisheild

ଭାରତନୁ କରୋନା ଟିକା ଘିନବା ଶ୍ରୀଲଙ୍କା

ଭାରତନେ ଇହାଦେ କରୋନା ଟିକାକରଣ ପ୍ରକ୍ରିୟା ମୁଲ୍ ହେଇଛେ । କୋଭାକ୍ସିନ୍ ଆରୁ କୋଭିସିଲ୍ଡ ଟିକା ପହେଲା ଖେପେ କରୋନା ଯୋଦ୍ଧାକୁଁ ଦିଆଯାଉଛେ । ଭାରତର ନିଜସ୍ୱ ଜ୍ଞାନନେ ତିଆର କରାଯାଇଥିବା ପୁନେ ସିରମ୍ ଇନଷ୍ଟିଚ୍ୟୁଟ୍ ଆରୁ ଭାର ବାୟୋଟିକ୍ ଆଡୁ ଟିକା ଦିଆଯାଉଛେ । ସେଆଡେ ଭାରତରୁ ୨-୩ ମିଲିୟନ୍…

‘କୋଭିସିଲ୍ଡ‌’ ଟିକା ନେଲେ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ‘ର ସିଇଓ ଆଦର୍ ପୁନାୱାଲା

ଆଜି ସାରା ଦେଶ୍ ନେ ଟିକାଦାନ୍ ପ୍ରକ୍ରିୟା ଆରମ୍ଭ ହେଇଥିବାର୍ ବେଲ୍‌କେ ସବୁ ଆଡେ ଟିକା ଦାନ୍ କରାଯାଇଛେ । ଦେଶ୍ ନେ କୋଭିସିଲ୍ଡ ଆର୍ କୋଭେକ୍ସିନ୍ ଟିକା କେ କରୋନା ଟିକା ହିସାବେ ଟିକା ଦାନ୍ କରାଯାଇଛେ । ଟିକା ଦାନ୍ ନେ ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର୍ ପୁନାୱାଲା ତାକଁର୍ କମ୍ପାନୀ…

ସମ୍ବଲପୁର୍ ଆସ୍‌ଲା କରୋନା ଟିକା କୋଭିସିଲ୍ଡ

କରୋନା ଟିକା କୋଭିସିଲ୍ଡ ବୁଧୁବାର୍ ଦିନ ସମ୍ବଲପୁର୍ କେ ପହଂଚିଛେ । ଟିକା ଦାନ୍ ଲାଗି ସମ୍ବଲପୁର୍ ଜିଲ୍ଲା ପ୍ରଶାସନ୍ ଆଡୁ ସବୁ ପ୍ରକାରର୍ ବେବସ୍ଥା କରାଯାଇଛେ । ସମ୍ବଲପୁର୍ କେ ବୁଧୁବାର୍ ଦିନ ୭୫୦୦ ଡୋଜ୍ ଆସିଥିବାର୍ ସୂଚନା ମିଲିଛେ । ଆଏବାର୍ ୧୬ ତାରିଖ୍ ଦିନ ସମ୍ବଲପୁର ଜିଲ୍ଲା ର୍ ୭ ଟା…