Browsing Tag

electionnews

ଆମେରିକାର୍‌ ନୁଆ ରାଷ୍ଟ୍ରପତି ‘ଜୋ ବାଇଡେନ୍‌ ‘

ରିପବ୍ଲିକାନ୍‌ ପାର୍ଥି ଡୋନାଲ୍ଡ ଟ୍ରମ୍ପ୍‌କୁଁ ହରେଇକରି ଜୋ ବାଇଡେନ୍‌ ନୁଆ ରାଷ୍ଟ୍ରପତି ହେବେ ବୋଲି ଘୋଷନା କରାଯାଇଛେ । ପେନସାଲଭାନିଆନେ ବାଇଡେନ୍‌ ଜିତବାର୍‌ ଉତାରୁ ସେ ନିଜର ଜିତ୍‌ ଘୋଷନା କରିଛନ୍‌ । ତାର ସାଙ୍ଗେ ଭାରତର ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ହେବେ ଯିଏକି…

ଆମେରିକାର ରାଷ୍ଟ୍ରପତି ନିର୍ବାଚନ୍ : ଟ୍ରମ୍ପ୍ ଆର୍ ବାଇଡେନ୍ କଁର ଭିତରେ କଡା ଟକ୍କ‌ର୍

କରୋନା ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗନତି ଆରମ୍ଭ ହେଇଯାଇଛେ । ଶେଷଖବର ଅନୁସାରେ ମୋଟ୍ ୫୩୮ଟା ଇଲେକ୍ଟୋରାଲ କୋଲେଜ୍ନୁ ରିପବ୍ଲିକାନ୍ ପାର୍ଥି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇହାଦେ ତକ୍ ୧୭୪ ଭୋଟ ପାଇଥିବାର ବେଲେ ଜୋ ବାଇଡେନ୍ ୨୨୩ ଭୋଟ ନେ ଆଗେ ରହିଛନ । ହେଲେ ଇହାଦେ…