ଗାଜିପୁର୍ ସୀମାନେ ଲାଗ୍‌ଲା ୧୪୪ ଧାରା

ଜୋର୍ ଧରିଛେ ଚାଷୀ ଆନ୍ଦୋଲନ୍

0

ନୂଆଦିଲ୍ଲୀ ନେ ଚାଷୀ ଆନ୍ଦୋଲନ୍ ଜୋର୍ ଧରିଥିବାର୍ ବେଲେ ଗଣତନ୍ତ୍ର ଦିବସ୍ ଦିନ ଚାଷୀ ସଂଗଠନ୍ ଆଡୁ ହେଇଥିବାର୍ ହିଂସାକାଣ୍ଡ କେ ନେଇକରି ପ୍ରଶାସନ୍ ଆଡୁ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛେ । ଦିଲ୍ଳୀ ର ସବୁ ସୀମା ଆଡୁ ଆନ୍ଦୋଲନକାରୀ ମାନକୁଁ ହଟାବାର୍ ଲାଗି ତ୍ତଉତ୍ତରପ୍ରଦେଶ୍ ସରକାର୍ ଜିଲ୍ଲା ପ୍ରଶାସନ୍ କେ ନିର୍ଦ୍ଦେଶ କରାଯାଇଛେ । ଦିଲ୍ଲୀ-ଟିକ୍ରି , ଦିଲ୍ଲୀ-ଗାଜିପୁର୍ ,ଦିଲ୍ଲୀ-ସିଂଘୁ ସୀମା ରାସ୍ତା କେ ଆନ୍ଦୋଳନକାରୀ ସବୁ ଅବରୋଧ କରିଥିବାର୍ ନୁ ଗାଜିପୁର୍ ପ୍ରଶାସନ୍ ଆଡୁ ୧୪୪ ଧାରା ଲଗାଯାଇଛେ । ଜାନୁଆରୀ ୨୬ ର ହିଂସାକାଣ୍ଡ ଉତାରୁ ବହୁତ୍‌ଟେ ଚାଷୀ ନିଜର୍ ନିଜର୍ ଘର୍‌କେ ଫେରି ଯାଇଛନ୍ । ଆନ୍ଦୋଲନ୍ ହେବାର୍ ନୁ ସେ ଅଂଚଳ ର ଲୋକମାନେ ଆନ୍ଦୋଲନକାରୀ ମାନକୁଁ ହଟାବାର୍ ଲାଗି ଦାବି କରିଛନ୍ । ଦିଲ୍ଲୀ-ଗାଜିପୁର୍ ସୀମା ନେ ଆନ୍ଦୋଲ୍‌କାରୀ ମାନକୁଁ ଗିରଫ୍ କର୍‌ବାର୍ ଲାଗି ପୁଲିସ୍ ଆଡୁ ଚେତାବନି ଦିଆଯାଇଛେ । ସେଆଡେ କୃଷି ଆଇନ୍ ପ୍ରତ୍ୟାହାର୍ ନାଇକରିକିନା ଯଦି ସରକାର୍ କିଛି ଅଲ୍‌ଗା ବାଟ୍ ବାଛବେ ତାହେଲେ ସେମାନେ ଆତ୍ମହତ୍ୟା କର୍‌ବେ ବଲିକରି ରାକେଶ୍ ଟିକାୟତ୍ କହିଛନ୍ ।

Leave A Reply

Your email address will not be published.