Browsing Tag

harishankar

ହରିଶଙ୍କର-ନୃସିଂହନାଥ ମନ୍ଦିରନେ ହେବା ରୋପୱେ

ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ ଆଏଜ୍ ୫-ଟି ସଚିବ ଆର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବଲାଙ୍ଗିର ଆରୁ ବରଗଡ ଜିଲ୍ଲା ଗସ୍ତ କରିଥିବାର ବେଲକେ ପାଇକମାଲନେ ନୃସିଂହନାଥ ମନ୍ଦିର ବୁଲି ଦେଖିଛନ୍ । ବରଗଡ଼ ସତିଭଟା ଏୟାରଷ୍ଟ୍ରିପ୍‌ନେ ପୁହୁଞ୍ଚିଲା ଉତାରୁ ସେଠାନୁ ନୃସିଂହନାଥ ମନ୍ଦିରକେ…

ହରିଶଙ୍କର ଲାଗି ଇଣ୍ଟିଗ୍ରେଟେଡ୍ ମାଷ୍ଟରପ୍ଲାନ୍‌

ବଦଲିବା ହରିଶଙ୍କର ଆର ନରସିଂହନାଥର ରୂପ୍ । ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ସ୍ଥଲ୍ ଆରୁ ଐତିହାସିକ୍ ପୀଠ୍ ମାନକେ ସଜଡାବାର ଲାଗି ଚେଷ୍ଟା ମୁଲ କରିଛନ୍ ରାଜ୍ୟ ସରକାର । ଇ ସବୁ ଜାଗା ମାନକୁ ସୁନ୍ଦର ହିସାବେ ସଜାବାର ସାଙ୍ଗେ ଇତାର ବିକାଶ ଦିଗନେ କାମ୍ ମୁଲ୍ ହେଇଛେ । ପର୍ଯ୍ୟଟକ୍ ମାନର୍କର ଲାଗି…

ହରିଶଙ୍କରକେ ଚାଲବା ପର୍ଯ୍ୟଟନ୍ ବସ୍‌

ରାଜ୍ୟ ସରକାର ପର୍ଯ୍ୟଟନ୍ କ୍ଷେତ୍ରର ବିକାଶ ଲାଗି କାମ୍ ମୁଲ କରିଛନ୍ । ସୋନପୁର କୋଟସମଲାଇନେ ଥିବାର ପାତାଳି ଶ୍ରୀକ୍ଷେତ୍ର ଉତାରୁ ଇହାଦେ ହରିଶଙ୍କରର ପୀଠ୍‌ର ଭିତ୍ତିଭୂମିର ବିକାଶ ଲାଗି କାମ ମୁଲ ହେଇଛେ । ଇଥିର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ କୋଟି ଟଙ୍କା ମଂଜୁର କରିଛନ୍ ।…