Browsing Tag

kuchinda

କୁଚିଣ୍ଡା ନେ ଉଦ୍‌ଘାଟନ୍ ହେଲା ନୂଆ ବସଷ୍ଟାଣ୍ଡ୍

ସମ୍ବଲପୁର୍ ଜିଲ୍ଲା କୁଚିଣ୍ଡା ବ୍ଲକ୍‌ନେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ୍ କରାଯାଇଛେ । ଆର୍ ତାର୍ ସାଙ୍ଗେ କୁଚିଣ୍ଡା ଅଂଚଲ୍ ନେ ସ୍ମାର୍ଟ ପାର୍କ ତିଆରି ଲାଗି ଭିତ୍ତି ଭୂମି ଥାପ୍‌ନା କରାଯାଇଛେ । ଉଦ୍‌ଘାଟନି ଉତ୍ସବ୍ ନେ ଆଇନ୍ ମନ୍ତ୍ରୀ ପ୍ରତାପ୍ ଜେନା ମୁଖ୍ୟ ଅତିଥି ହିସାବେ ଯୋଗ୍ ଦେଇଥିଲେ ।…

କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍‌ ଧାନ ବସ୍ତା

ସବୁଆଡେ ଇହାଦେ ଚାଷୀ ମାନକଁର୍‌ ଆନ୍ଦୋଲନ ଜୋର୍‌ ଧରିଥିବାର୍‌ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍‌ ଦୁଃଖ୍‌ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍‌ ଚାଷୀ ମାନକଁର୍‌ ଇହାଦେ ନିଦ୍‌ ହଜି ଯାଇଛେ । ଇଆଡେ ନା ମିଲର୍‌ ଆସୁଛନ୍‌ ନା ପ୍ରଶାସନ ଶୁନୁଛନ୍‌ । ଖୁଲା ନେ ପଡିଛେ ବସ୍ତା ବସ୍ତା…

ବାହାରେ ଝାଡା ବସଲେ ଦେବାକେ ପଡବା ଫାଇନ୍‌

ପ୍ରହସନ୍ ବନିଛେ ପରିବେଶ ସ୍ୱଚ୍ଛତା ପ୍ରସଙ୍ଗ୍ । ଖାଲି ସୋସିଆଲ ମିଡିଆନେ ଦୁଇ ତିନଟା ଫଟୋ ପୋଷ୍ଟ ଆରୁ ବଡ ବଡ କଥା କହିକରି ସାରି ଦିଆଯାଉଛେ ଏଡେ ବଡ୍ କଥାକେ । ନିଜେ ନିଜର ପରିବେଶକେ ସାଫ୍ ସୁତର ରଖବାର ବଦଲେ ଲୋକ୍ ଖାଲି ଇଠାନେ ଦୋଷ୍ ଲଦାଲଦି ହେଇକରି ଚୁପ୍ ରହିଯାଉଛନ୍ । ଆମର ପରିବେଶ୍‌କେ…