Browsing Tag

lower suktel project

ପଶ୍ଚିମ ଓଡ଼ିଶା ଗସ୍ତନେ ୫-ଟି ସଚିବ

ପଶ୍ଚିମ ଓଡ଼ିଶା ଗସ୍ତନେ ୫-ଟି ସଚିବ ଭିକେ ପାଣ୍ଡିଆନ । ବରଗଡ଼ ଆରୁ ବଲାଙ୍ଗିର ଗସ୍ତ କରିଛନ୍ ୫-ଟି ସଚିବ । ଇ ଅବସରନେ ବରଗଡ଼ ପାଇକମାଲ ନୃସିଂହନାଥ ମନ୍ଦିର ବୁଲି ଦେଖବାର ସାଙ୍ଗେ ଇଠାନେ ହେଉଥିବାର ବିକାଶମୁଖି କାମ୍‌ର ସମୀକ୍ଷା କରବେ । ସେଆଡେ ବଲାଙ୍ଗିର ହରିଶଙ୍କର ମନ୍ଦିର ଯାଇକରି ଭିନ୍ ଭିନ୍…

ବଲାଙ୍ଗିରନେ ଅସିତ୍ ତ୍ରିପାଠୀ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲା ଉତାରୁ ଅସିତ ତ୍ରିପାଠୀକଁର ପହେଲା ବଲାଙ୍ଗିର ଗସ୍ତ । ଗସ୍ତ ସମିଆଁନେ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ ଅସିତ୍ ତ୍ରିପାଠୀ । ଇତାର ଆଘୋନୁ ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ୍ ସଚିବ ଦାୟିତ୍ୱନେ ରହିଥିବାର ବେଲକେ ଆଗୁଆ ଅବସର…

ଅବାଦବାଥି ଲୋୟର ସୁକ୍‌ତେଲ୍

ବଲାଙ୍ଗିର ଜିଲ୍ଲାର ଜୀବନ୍‌ରେଖା କୁହାଯାଉଥିବାର ସୁକତେଲ୍ ଜଲସେଚନ୍ ପ୍ରକଳ୍ପ କାମ୍ ଇହାଦେ ଭିଲ୍ ଅଧପନ୍ତରିଆ ହେଇକରି ପଡିରହିଛେ । ଗଲା ଦୁଇ ଦଶନ୍ଧି ଧରିକରି ଇ ପ୍ରକଳ୍ପ ଲାଗି କାମ୍ କରାଯାଉଥିଲେ ଭିଲ ଇଟା ପୂରା ହେଇନାଇଁ ପାରବାର । ପହେଲାନୁ ପ୍ରକଳ୍ପକେ ନେଇକରି ବିରୋଧ ହେଇଆସୁଥିଲା ।…