Browsing Tag

MAHANADI RIVER POLLUTED

ପ୍ରଦୁଷଣ୍‌ ଭିତ୍‌ରେ ଝାରସୁଗୁଡା ଜିଲ୍ଲା

ଝାରସୁଗୁଡା ଜିଲ୍ଲା ନେ ବହୁତ୍‌ ବହୁତ୍‌ କାରଖାନା ମାନେ ତିଆରି କରାଯାଉଥିବାର୍‌ ନୁ ସେନର୍‌ ପରିବେଷ ଉପରେ ଇହାଦେ କାହାରିର୍‌ ଆଖି ନାଇ ଯିବାର୍‌ । ଶିଲ୍ପ ନା ଥି ଜଙ୍ଗଲ୍‌ କେ କାଟି ଦିଆଯାଉଛେ । ସବୁନୁ କମ୍‌ ଜଙ୍ଗଲ୍‌ ରହିଥିବାର୍‌ ଜିଲ୍ଲା ହିସାବେ ଝାରସୁଗୁଡା ଜିଲ୍ଲା ର ନା ଆସୁଛେ ।…

ବିଷାନ୍ ହେଲାନ ମହାନଦୀ ପାଏନ୍

ମହାନଦୀ ପାଏନ୍ ମଏଲା । ସୋନପୁର ଜିଲ୍ଲା ବିନକା ଦେଇକରି ଯାଇଥିବାର ମହାନଦୀର ପାଏନ୍ ଇହାଦେ ଖରାପ୍ ହେବାରନେ ଲାଗଲାନ୍ । ସହରର ସବୁ ମଏଲା କଚରା ପାଏନନେ ମିଶିକରି ଇତାକେ ବିଷାନ୍ କରିଦେଲାନ । ଉପରମୁଡୁ ତଲମୁଡ୍ ତକ୍ ପାଏନ୍ ମଏଲା ହେଉଥିବାର ବେଲକେ ଇତାକେ ଲାଖ୍ ଲାଖ୍ ଲୋକ୍ ଫିଦିନ୍ ବେଭହାର…