Browsing Tag

odisha bidhansabha

ଆଜିନୁ ରାଜ୍ୟ ବଜେଟ୍ ଅଧିବେଶନ୍‌

ଆଜିନୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ୍ । ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲକଁର ଅଭିଭାଷଣନୁ ଆରମ୍ଭ ହେଇଛେ ଇ ବଛରର ପହେଲା ବଜେଟ୍ ଅଧିବେଶନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ଆଏଜ୍ ଅଧିବେଶନ୍‌ନେ ଉପସ୍ଥିତ ରହିଥିଲେ । ପହେଲା ରାଜ୍ୟପାଳକୁଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।…

୧୭ନେ ସର୍ବଦଳୀୟ ବୈଠକ୍‌

ବିଧାନସଭା ଅଧିବେଶନ୍ ଲାଗି ସର୍ବଦଳୀୟ ବୈଠକ ଡକେଇଛନ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆଏବାର ୧୭ ତାରିଖନେ ବୈଠକ ବସବାର ନେଇକରି ଜନାପଡିଛେ । ଇଥିରେ ବିରୋଧୀ ଦଳ ନେତା, ସଂସଦୀୟ ବେପାର ମନ୍ତ୍ରୀ, ସରକାରୀ ଦଲର ମୁଖ୍ୟ ସଚେତକ ଆରୁ କଂଗ୍ରେସ ବିଧାୟକ ଦଳର ନେତା ଉପସ୍ଥିତ୍ ରହେବେ । ଆଗକେ…

୧୮ନୁ ରାଜ୍ୟ ବିଧାନସଭା ବଜେଟ୍‌

ଆଏବାର ୧୮ ତାରିଖନୁ ବସବା ରାଜ୍ୟ ବିଧାନସଭା ବଜେଟ୍ । ବିଧାନସଭାର ବଜେଟ୍ ଅଧିବେଶନ୍ ବସବାର ନେଇକରି ବିଜ୍ଞପ୍ତି ପ୍ରକାଶ ପାଇଛେ । ଇ ଅଧିବେଶନ୍ ଲାଗି ୩୧ଟା କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛେ । ଇତାର ପହେଲା ଦିନ୍ ରାଜ୍ୟପାଳ ଗଣେଷୀ ଲାଲ ଅଭିଭାଷଣ ରଖବେ ଆରୁ ଫେବୃଆରୀ ୨୦ ତକ୍ ଧନ୍ୟବାଦ୍…