Browsing Tag

pawan kalyan

ଗରିବ ମେଧାବୀକୁଁ ‘ସୁଦକ୍ଷ’ କରାବା ରୋଜଗାରକ୍ଷମ୍

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଚେଷ୍ଟା । ଗରିବ ମେଧାବୀ ଛାତ୍ରଛାତ୍ରୀକଁର ଶିକ୍ଷା ଲାଗି ଗୁଟେ ପ୍ରୟାସ ମୁଲ କରିଛନ୍ । ମାହାଲିଆଥି ଇମାନକୁଁ ନିଯୁକ୍ତି ଭିତ୍ତିକ୍ ଶିକ୍ଷା ଯୁଗେଇ ଦିଆଯିବା । ‘ସୁଦକ୍ଷ’ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ୍ । ଇଥରେ ଯୁକ୍ତ ୨…

ରାଉରକେଲା ଏରୋଡ୍ରମ୍‌ନେ ଏଏଆଇ ଟିମ୍

ରାଉରକେଲା ବିମାନବନ୍ଦରନୁ ଉଡବା ଘରୋଇ ବିମାନ୍ । କେତେଦିନୁ ଇଠାନେ ବିମାନ୍ ଉଡବା ନେଇକରି କାମ୍ ଚାଲିଥିଲେ ଭିଲ୍ କାର୍ଯ୍ୟକାରୀ ହେଇନାଇଁ ପାରିଥାଇ । ଆଏଜ୍ ଏୟାର ଅଥରିଟି ଅଫ୍ ଇଣ୍ଡିଅରାର ଦୁଇ ଜନିଆ ଟିମ୍ ଆସିକରି ଘରୋଇ କମ୍ପାନୀ ଅଧିକାରୀ ମାନକଁର ସାଙ୍ଗେ ଆଲୋଚନା ଇନେଇକରି କରିଛନ୍ । ଇ…