Browsing Tag

ROAD ACCIDENT

ଗଛେ ପିଟିହେଲା ଇନୋଭା ଗାଡି, ଦୁର୍ଘଟଣାନେ ୩ ଜନ୍‌କଁର ଗଲା ଜୀବନ୍‌

ବଲାଙ୍ଗିର ଦେଓଗାଁ ସାଗରପାଲିନେ ସଡକ୍ ଦୁର୍ଘଟନାନେ ୩ ଜନକଁର ଜୀବନ୍ ଯାଇଛେ । ଘଟନା ଜାଗାନେ ଦୁଇ ଜନକଁର ଜୀବନ୍ ଯାଇଥିବାର ବେଲକେ ଜନକୁଁ ମେଡିକାଲନେ ସ୍ଥାନାନ୍ତର ସମିଆଁନେ ଜୀବନ୍ ଯାଇଥିବାର ନେଇକରି ଜନାପଡିଛେ । ଗାଡି ଡ୍ରାଇଭର ଅବସ୍ଥା ଗୁରୁତର ଥିବାର ବେଲକେ ତାକୁଁ ବୁର୍ଲା ମେଡିକାଲନେ…

ବାପ-ପୁଓକଁର ଗଲା ଜୀବନ୍‌

ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଜମ୍ଭେଲ ଛକ୍ ପାଶେ ବୋଲେରୋ-ବାଇକ୍ ସାମ୍ନାସାମ୍ନି । ଶୁକ୍ରବାର ଇ ଦୁର୍ଘଟନା ଘଟିଥିବାର ବେଲକେ ଦୁର୍ଘଟନାନେ ବାପ-ପୁଓକଁର ଜୀବନ୍ ଯାଇଛେ । ତରଣୀ ସେନ ବିଶି ଆରୁ ତାକଁର ପୁଓ ଶମ୍ଭୁ ବିଶିକଁର ଜୀବନ୍ ଯାଇଛେ । ସେଆଡେ ଘଟନାନେ ଜନେ ମହିଲା ଆରୁ ଗୁଟେ ୪ ମାସର…