Browsing Tag

rourkela police

ବାପାର ନାଁନେ ଥାନାନେ ଅଭିଯୋଗ୍‌

ମଦ ଆରୁ ଦୁଶରା କେନସି ଭି ନିଶାର ଅଭ୍ୟାସ ଥରେ ଲାଗିଗଲେ ଆଉ ନାଇଁ ଛାଡେ । ଆଉ ଇ ନିଶା ଲାଗି କେତେ ଲୁକକଁର ସଂସାର ଭାଙ୍ଗିଛେ ତାର ହିସାବ ନାଇଁ । ଏନ୍ତାକି କେତେଟା ଜାଗାନେ ଲୁକକଁର ଜୀବନ୍ ଭିଲ୍ ଯାଉଛେ । ଆରୁ ସବୁନୁ ଖରାପ୍ ହେଲା ଘରେ କେହି ସଦସ୍ୟ ମଦ୍ ପାଏନ୍ ନିଶା କରିକିନା ଉତ୍ପାତ୍ ହେଲେ…

ବିନା ହେଲମେଟ୍‌ଥି ଘରୁ ନାଇଁ ବାହାରୁନ୍‌, ପଡବା ଫାଇନ୍‌

ବିନା ହେଲମେଟଥି ଘରୁ ନାଇଁ ବାହାରୁନ୍ । ଯଦି ବାହାରୁଛନ୍ ତ ଫାଇନ୍ ଗନବାର ଲାଗି ରେଡି ହେଇଯାଉନ୍ । କାଣା ହେଲା ଯେ କି ଇହାଦେ ହେଲମେଟ୍ ନାଇଁ ପିନ୍ଧଲେ କି ଟ୍ରାଫିକ୍ ନିୟମ୍ ନାଇଁ ମାନଲେ ରାସ୍ତାନେ କଟା ଯିବା ଫାଇନ୍‌ । ଖାଲି ହେତିକ୍ ନୁହେଁ ବିନା ହେଲମେଟ୍‌ନେ ଗଲେ ଡ୍ରାଇଭିଂ ଲାଇସେନ୍ସ…