Browsing Tag

tractor rally

ସାଧାରଣ ଲୋକକଁର ଲାଗି ଲାଲ୍ କିଲ୍ଲା ବନ୍ଦ

ଜାନୁଆରୀ ୩୧ ତାରିଖ ତକ୍ ସାଧାରଣ ଲୁକକଁର ବୁଲାବୁଲି ଲାଗି ବନ୍ଦ ରହେବା ଲାଲ କିଲ୍ଲା । ଗଲା ଜାନୁଆରୀ ୨୬ ତାରିଖାନେ ଚାଷୀମାନେ ଲାଲକିଲ୍ଲା ଭିତରକେ ଢୁକିକରି ସଂଗଠନ୍‌ର ପତକା ଉଡେଇଥିଲେ । ନୂଆଁ କୃଷି ଆଇନ ପ୍ରତିବାଦନେ ଆନ୍ଦୋଲନ କରିଥିଲେ ଆରୁ ଲାଲ କିଲ୍ଲା ଭିତରକେ ବେରିକେଡ୍ ଭାଙ୍ଗିକରି…

ଦିଲ୍ଲୀନେ ପାରାମିଲିଟାରୀ ଫୋର୍ସ 

ଦିଲ୍ଲୀନେ ଚାଷୀ ସଂଗଠନ୍ ଆଡୁ ହେଇଥିବାର ଝମେଲା ନେଇକରି ଗୃହମନ୍ତ୍ରଳାୟ ଆଡୁ କଡା ନିଷ୍ପତ୍ତି ନିଆଯାଇଛେ । ରାଜଧାନୀନେ ପୁଲିସ ଅଟକାବାର ସତ୍ତ୍ୱେ ଚାଷୀ ସଂଗଠନ୍ ବେରିକେଡ୍ ଭାଙ୍ଗିକରି ଲାଲକିଲ୍ଲା ଭିତରକେ ଢୁକିଥିଲେ । ସାଧାରଣତନ୍ତ୍ର ଦିବସନେ ଏନ୍ତା କାଣ୍ଡ ଘଟେଇଥିବାର ବେଲକେ ଇ ଘଟନାକେ…

ଫେର୍ ଗୁଟେ ଟ୍ରାକ୍ଟର ରାଲି

ନୂଆଁ କୃଷି ଆଇନକେ ନେଇକରି ଚାଷୀ ସଂଗଠନର ବିରୋଧ୍ ଇହାଦେ ଭିଲ୍ ଜାରି ରହିଛେ । ବାରମ୍ବାର ସରକାରକଁର ସାଙ୍ଗେ ଆଲୋଚନା ହେଇଥିଲେ ଭିଲ୍ ଇନେଇକରି କେନସି ସମାଧାନ୍ ହେଇନାଇଁପାରି । ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀନେ ଟ୍ରାକ୍ଟର ରାଲି କରବା ଚାଷୀ ସଂଗଠନ୍ । ଟ୍ରାକ୍ଟର ରାଲି ଉପରେ ଯାହା…