Browsing Tag

veer surendra sai airport

ଝାରସୁଗୁଡ଼ାନୁ ଚେନ୍ନାଇ ଉଡବା ବିମାନ୍‌

ଯୁଡି ହେଉଛେ ଝାରସୁଗୁଡ଼ା । ଉଡ଼ାଣ ଯୋଜନା ଆଡୁ ଗୁଟେ ଉତାରୁ ଗୁଟେ ରାଜ୍ୟ ସହରକେ ସାଙ୍ଗେ ଯୁଡି ହେଉଛେ ଝାରସୁଗୁଡ଼ା ଆର ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ ଏତକର ୍ଣକ୍ଟ୍ରନ୍ନାଇକେ ଉଡବା ବିମାନ । ଆଏବାର ୨୮ ତାରିଖନୁ ଇ ସୁବିଧା ଯୁଗେଇ ଦିଆଯିବା ଯାତ୍ରୀକୁଁ ।…

ବୀର୍ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚିତ୍‌

ବୀର୍ ସୁରେନ୍ଦ୍ର ସାଏକଁର ଜନମ୍ ଦିନନେ ଉନ୍ମୋଚନ୍ ହେଲା ତାକଁର ପ୍ରତିମୂର୍ତ୍ତି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁହୁଞ୍ଚିକରି ମାଟିର ବୀର୍ ପୁଓ ସୁରେନ୍ଦ୍ର ସାଏକଁର ପ୍ରତିମୂର୍ତ୍ତି ଉନ୍ମୋଚନ୍ କରିଛନ୍ ଆଏଜ୍ । ୧୪ ଫୁଟ୍ ଉଚ୍ଚା…