ଭିଏସ୍‌ଏସ୍ ବିମାନ୍ ବନ୍ଦର୍‌ନେ ଲାଗୁ ହେଲା କଟକନା

0

କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍‌ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍‌କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍‌ନୁ ସେଥିର୍ ଲାଗି ଆମର୍ ଦେଶ୍ ଆର୍ ରାଏଜ୍‌ର ସୁରକ୍ଷା କେ ନେଇକରି କଡାକଡି ହିସାବେ କେନ୍ଦ୍ର ଆର୍ ରାଜ୍ୟ ସରକାରକଁର୍ ଆଡୁ ପଦକ୍ଷେପ୍ ନିଆଯାଉଛେ ।

ଝାରସୁଗୁଡା ନୁ ଦିଲ୍ଲୀ, କଲିକତା, ହାଇଦ୍ରାବାଦ୍ ,ରାଏପୁ୍‌ର୍ , ଭୁବନେଶ୍ୱର୍ କେ ଉଡାଯାହାଜ ଚାଲୁଥିବାର୍‌ନୁ ବିଦେଶ୍ ନୁ ଆସୁଥିବାର୍ ଯାତ୍ରୀ ମାନକଁର୍ ଉପରେ କଡା ନଜର୍ ରଖାଯାଇଛେ । ତାର୍ ସାଙ୍ଗେ ସେମାନକଁର୍ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଧ୍ୟାନ୍ ଦିଆଯିବା ବଲିକରି ରାଜ୍ୟ ସରକାର୍ ନିଷ୍ପତ୍ତି ନେଇଛନ୍ । ରାଜ୍ୟସରକାର୍ ଝାରସୁଗୁଡା ବିମାନ୍ ବନ୍ଦର୍ ସେଥିର୍ ଲାଗି ସବୁ ବେବ୍‌ସ୍ଥା କରା୍‌ଯାଉ ବଲିକରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁଁ କହିଛନ୍ । ବିଦେଶ୍ ନୁ ଆସୁଥିବାର୍ ଲୋକମାନକଁର୍ ଝାରସୁଗୁଡା ଭିଏସ୍‌ଏସ୍ ବିମାନ୍ ବନ୍ଦର୍ ଜିଲ୍ଲା ପ୍ରଶାସନ୍ ଆଡୁ କଡାକଡି ହିସାବେ ଯାଂଚ୍ ଆରମ୍ଭ୍ କରାଯାଇଛେ ।

Leave A Reply

Your email address will not be published.