ପାକିସ୍ତାନର ଦୁହି ଟୁକେଲକୁଁ ଫିରାବାର୍‌ ଚେଷ୍ଟା

ସୁରେ ପଲେଇଆସିଥିଲେ ଭାରତ ସୀମାକେ

0

ପାକିସ୍ତାନ୍‌ର ଅଧିନ୍‌ନେ ଥିବାର୍‌ କାଶ୍ମୀର୍‌ନୁ ଭାରତ୍‌ ର ଜାମ୍ମୁ କାଶ୍ମୀର୍‌ ର ପୁଂନଚ୍‌ ଅଂଚଲ୍‌ କେ ଭୁଲ୍‌ଥି ପଲେଇ ଆସିଥିଲେ ଦୁଇଟା ନାବାଲିକାକୁଁ ନିୟନ୍ତ୍ରଣ ରେଖା ପାସେ ଭାରତୀୟ ଯବାନ୍‌ ମାନେ ଦେଖିଥିଲେ । ଫର୍‌ୱାର୍ଡ କଠୁଆ ତହସିଲ୍‌ର ଆଦ୍ଦାସପୁର୍‌ନେ ସେ ଦୁହି ଟୁକେଲ ମାନକଁର୍‌ ସୁରକ୍ଷା କେ ନେଇକରି ଭାରତ୍‌ ର ଯବାନ୍‌ ଧ୍ୟାନ ଦେଇଥିଲେ । ସେମାନକଁର୍‌ ଭିତ୍‌ରୁ ଜନେ ୧୭ ବୟସିଆ ଲୈବା ଜାବୈର୍‌ ଏବଂ୧୩ ବୟସିଆ ସାନା ଜାବୈର୍‌ । ହେଲେ ଦୁହି ଜନକୁଁ ତାକଁର୍‌ ଦେଶ୍‌କେ ଫେରାବାର୍‌ ଉଦ୍ୟମ୍‌ କରାଯାଉଛେ ।

 

ସେଆଡେ ଜାମ୍ମୁ କାଶ୍ମୀର୍‌ ର ଶ୍ରୀନଗର୍‌ ନେ ଥିବାର୍‌ ପୁଲିସ୍‌ ଚେକ୍‌ ପଏଣ୍ଟ୍‌ ନେ ଆତଙ୍କ୍‌ବାଦୀ ମାନେ ଗୁଲିମାଡ୍‌ କରିଛନ୍‌ ଯେନଥି ଜନେ ପୁଲିସ୍‌ କନେଷ୍ଟବଲ୍‌ ଆର୍‌ ଜନେ ସାଧାରଣ ନାଗରିକ୍‌ ଖଣ୍ଡିଆ ଖାବ୍‌ରା ହେଇଥିବାର୍‌ ଜନା ପଡିଛେ । ଇ ଘଟନା ଟା ପୁରନା ସହରର୍‌ ସାଜଗରିପୋର୍‌ନେ ହେଇଥିବାର୍‌ ସେନର୍‌ ସରକାରୀ ଅଧିକାରୀ ମାନେ ସୁଚନା ଦେଇଛନ୍‌ ।

Leave A Reply

Your email address will not be published.