ଭଲ୍ ହିସାବେ ସରଲା ଭୋଟିଂ

ଆଏବାର ୧୦ନେ ଜନାପଡବା ବାଲେଶ୍ୱର ତିର୍ତ୍ତୋଲ ଉପନିର୍ବାଚନ୍ ରେଜଲ୍ଟ

0

ରାଜ୍ୟନେ ଚାଲିଥିବାର ଉପନିର୍ବାଚନ୍‌ର ଶେଷ ହେଲା ମତ୍‌ଦାନ୍ । ବାଲେଶ୍ୱର ଆରୁୁ ତିର୍ତ୍ତୋଲନେ ଉପନିର୍ବାଚନ ଚାଲିଥିବାର ବେଲକେ ମଙ୍ଗବାର ଦିନ୍ ଭୋଟର ବାଛିଥିବାର ନିଜର ପ୍ରତିନିଧିକୁଁ ଦେଇଛନ୍ ଭୋଟ୍ । ଇହାଦେ ପ୍ରାର୍ଥୀକଁର ଭାଗ୍ୟ ଇଭିଏମ୍‌ନେ ସିଲ୍ ହେଇକରି ସୁରକ୍ଷିତ୍ ରହିଛେ । ଆଏବାର ୧୦ ତାରିଖ ଦିନ ଭୋଟ ଗନତି ସରଲା ଉତାରୁ ଜନାପଡବା କେନ୍ ପ୍ରାର୍ଥୀକଁର ହେବା ଜିତ୍ ।

ଗଲା କାଲି ଭୋଟିଂ ହିସାବେ ବାଲେଶ୍ୱରନେ ୭୧ ଭାଗ ଲୋକ ଭୋଟ୍ ଦେଇଥିଲେ । ସେନ୍ତା ତିର୍ତ୍ତୋଲନେ ୬୯.୯୯ ଭାଗ ଲୋକ ଭୋଟ୍ ଦେଇଛନ୍ । ଗଲା କାଲି ବେଲବୁଡା ବାଦ୍ ଭିଲ୍ କିଛି ଭୋଟର ବୁଥ୍ ଭିତରେ ରହିଯାଇଥିବାରନୁ ଭୋଟିଂ ସଂଖ୍ୟା ବଢିପାରେ । ଠିକ୍ ହିସାବେ ଦୁହି ଜାଗାନେ ଭୋଟିଂ ହେଇଥିବାର ନେଇକିନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ । କରୋନା ଗାଇଡଲାଇନ୍ ମାନିକରି ସବୁ ବୁଥ୍ ମାନକେ ଭୋଟ୍ ଦେଇଥିଲେ ମତ୍‌ଦାତା ।

Leave A Reply

Your email address will not be published.