ରାଜ୍ୟନେ ଫେର୍ କମ୍‌ଲା ପାରା

ଓଡ଼ିଶାର ୬ଟା ଜାଗନେ ୧୦ ଡିଗ୍ରୀ ତଲେ ରହିଛେ ପାରା

0

ଗଲା ୨୪ ଘଣ୍ଟାନେ ରାଜ୍ୟର ସବୁ ଜିଲ୍ଲାନେ ପାଗ୍ ଶୁଖଲା ରହିଥିଲା । ଇହାଦେ ଫେର୍ ଘାଏ ଭିନ୍ ଭିନ୍ ଜାଗାନେ ଥଣ୍ଡା ଅନୁଭୂତ୍ ହେବାରନେ ଲାଗିଛେ । ରାଜ୍ୟର ୬ଟା ଜାଗାନେ ୧୦ ଡିଗ୍ରୀ ତଲେ ପାରା ରହିଛେ । ସୂଚନା ହିସାବେ କନ୍ଧମାଲ ଜିଲ୍ଲାର ଜି. ଉଦୟଗିରି ଠାନେ ସବୁନୁ କମ୍ ପାରା ୩.୨ ଡିଗ୍ରୀ, ଫୁଲବାଣୀନେ ୫.୫ ଡିଗ୍ରୀ ଆରୁ ଦାରିଙ୍ଗବାଡି ଠାନେ ରାଏତ୍ ୬.୫ ପାରା ଡିଗ୍ରୀ ରେକର୍ଡ କରାଯାଇଛେ । ଦୁଶରା ଆଡେ କୋରାପୁଟନେ ରାତିନେ ପାରା ୯.୫ ଡିଗ୍ରୀ ଆରୁ ଭବାନୀପାଟଣାନେ ୯.୮ ଡିଗ୍ରୀ ଥିବାର ଜନାପଡିଛେ । ଭୁବନେଶ୍ୱରନେ ୧୩.୦ ଆରୁ କଟକନେ ୧୨.୬ ଡିଗ୍ରୀ ପାରା ରେକର୍ଡ କରାଯାଇଛେ ।

Leave A Reply

Your email address will not be published.