Browsing Tag

indian army

ସତ୍ ମାନଲା ଚୀନ୍‌

ସତ୍ ମାନଲା ଚୀନ୍ । ଗଲୱାନୀ ଘାଟିନେ ଭାରତ-ଚୀନ୍ ଝମେଲା ବେଲକେ ପିଏଲଏ ଯବାନକଁର ଜୀବନ୍ ଯାଇଥିବାର କଥାକେ ସତ୍ ବଲି କହିଛେ ଚୀନ୍‌ର ସରକାରୀ ଗଣମାଧ୍ୟମ । ଭାରତ ଆରୁ ଚୀନ୍ ଭିତରେ ଧୀରେ ଧୀରେ ବିବାଦ୍ କମତେଲ ଯାଉଥିବାର ବେଲକେ ଇହାଦେ ଗଲୱାନ ଘାଟିନେ ହେଇଥିବାର ଝମେଲିଆ ସ୍ଥିତି ବାବଦେ ଚୀନ୍…

ଭାରତ୍ ଆର୍ ଚୀନ୍ ଭିତ୍‌ରେ ବସ୍‌ବା ୯ନଂ କମାଣ୍ଡରସ୍ତରୀୟ ବୈଠକ୍‌

ଭାରତ୍ ଆର୍ ଚୀନ୍ ଭିତ୍‌ରେ ଲାଗିରହିଥିବାର୍ ସୀମା ବିବାଦ୍ ର ସମାଧାନ୍ ନାଇ ହେଇ ପାରୁଥିବାର୍ ବେଲ୍‌କେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ୮ଥର୍ ଇ ବୈଠକ୍ ବସି ସାରିଛେ ହେଲେ କଛି ସମାଧାନ୍ ନାଇ ବାହାରି । ସେଥିର୍ ଲା୍‌ଗି ୯ ମାସ୍ ଆଗରୁ ଲଦାଖ୍ ନେ ଭାରତ୍ ଆର୍ ଚୀନ୍ ଭିତ୍‌ରେ ସୀମା କେ ନେଇକରି ଲାଗି…

ସାଧାରଣତନ୍ତ୍ର ଦିବସନେ ରାଫେଲ୍‌ର ଶକ୍ତି ଦେଖବା ଦୁନିଆଁ

ଗଣତନ୍ତ୍ର ଦିବସ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛେ । କରୋନା ନିୟମ୍ ମାନିକରି ଇ ବରଷ୍ ସାଧାରଣତନ୍ତ୍ର ଦିବସ ପାଲନ୍ କରାଯିବା । ଇ ବରଷ୍ ପରେଡ୍‌ନେ ରାଫେଲ୍ ଭିଲ୍ ନିଜର ଶକ୍ତି ଦେଖାବା । ମେଡ୍ ଇନ୍ ଇଣ୍ଡିଆ ଥିମନେ ଭାରତୀୟ ବାୟୁସେନା ଇ ପରେଡନେ ଲଢୁଆ ବିମାନ୍‌କେ ପ୍ରଦର୍ଶନ୍ କରାଯିବା ।…

ଭାରତୀୟ ସେନା ଉପମୁଖ୍ୟ ହେବେ ଓଡ଼ିଆ ପୁଓ

ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଓ ଚଣ୍ଡିପ୍ରସାଦ ମହାନ୍ତି । ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଜୟବଡ଼ନେ ଚଣ୍ଡିପ୍ରସାଦ ମହାନ୍ତିକଁର ଜନମ୍ । ଇହାଦେ ସେ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ୍ ଚିଫ୍ ରହିଛନ୍ । ଇହାଦେ ଭାରତୀୟ ସେନାନେ ଉପମୁଖ୍ୟ ଥିବାର ସତିନ୍ଦର କୁମାର ସାଇନି ଆଏବାର ୩୧…

‘ଜୟ ଯବାନ୍‌’

ଜାନୁଆରୀ ୧୫ ସେନା ଦିବସ୍ । ଦେଶର ସୁରକ୍ଷା ଲାଗି ଅହରହ ସୀମାନେ ପହରା ଦେଉଛନ୍ ଆମର ବୀର ଯବାନ୍ । ଜୀବନ୍‌ର ବାଜି ଲଗେଇ କରି ଦେଶବାସୀକଁର ଲାଗି ନିଜର ସବୁକିଛି ସମର୍ପି ଦେଇଥିବାର ବୀର ଯବାନକୁଁ ସମ୍ମାନ ଦେବାର ଦିନ୍ ଯବାନ୍ ଦିବସ୍ । ସେନା ଦିବସନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା…

ପାକିସ୍ତାନ୍ ଭାଙ୍ଗଲା ଅସ୍ତ୍ରବିରତୀ ନିୟମ୍‌

ଜମ୍ମୁ- କାଶ୍ମୀର ରଜୌରି ଜିଲ୍ଲାନେ ପାକିସ୍ତାନର ଅସ୍ତ୍ରବିରତୀ ନିୟମ ଭାଙ୍ଗବାରନୁ ଜନେ ଭାରତୀୟ ଯବାନ୍ ସହିଦ ହେଇଛନ୍ । ସହିଦ୍ ଯବାନ୍ ହେଉଛନ୍ ହାବିଲଦାର ପାଟିଲ୍ ସଂଗ୍ରାମ ଶିବାଜୀ । ଜନେ ଅଧିକାରୀ କହିଛନ୍ ଡେର ରାଏତ୍ ୧ ବଜା ଆଡେ ନୌଶେରାର ଲାମ ଇଲାକା ଆଡୁ ଗୁଲି ଫୁଟିଥିଲା । ଇଥରେ ଜନେ…

ଯବାନକଁର ସାଙ୍ଗେ ଦୀଆଲି ମନାଲେ ପ୍ରଧାନମନ୍ତ୍ରୀ

ଫି ବଛର ମେତାର ଇ ବଛର ଭିଲ୍ ସୀମାନେ ଥିବାର ଆମର ବୀର ଯବାନକଁର ସାଙ୍ଗେ ଦୀଆଲି ମାନିଛନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜସ୍ଥାନର ଜୈସଲମେର ସୀମାନେ ଥିବାର ଯବାନକୁଁ ଦୀଆଲି ଶୁଭେଚ୍ଛା ଜନାବାର ସାଙ୍ଗେ ସେଠାନୁ ଦେଶବାସୀକୁଁ ସମ୍ବୋଧନ୍ କରିଥିଲେ । ୧୩୦ କୋଟି ଦେଶବାସୀକଁର ତରଫୁ ଦେଶର…

୮୮ତମ ଭାରତୀୟ ବାୟୁସେନା ଦିବସ୍‌

ଭାରତୀୟ ବାୟୁସେନା ପାଲୁଛେ ୮୮ତମ ପ୍ରତିଷ୍ଠା ଦିବସ । ଇ ଅବସରଥି ଗାଜିଆବାଦର ହିଣ୍ଡନ ଏୟାରବେସନେ ଗୁଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛେ । କାର୍ଯ୍ୟକ୍ରମଥି ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୋରିଆ ଦେଶକବାସୀଙ୍କୁ ସମ୍ବୋଧନ କରିଥିବାର ବେଲେ ଦୁଶରା ବାୟୁସେନା ଅଧିକାରୀ ମାନେ ଭିଲ ଉପସ୍ଥିତ…