Browsing Tag

BRITAIN

ଭାରତନେ ବ୍ରିଟେନ୍ ନୂଆଁ ଷ୍ଟ୍ରେନ୍‌

ବ୍ରିଟେନନେ ଦେଖାଦେଇଥିବାର ନୂଆଁ ଭୂତାଣୁ ଇହାଦେ ଭାରତନେ ଭିଲ୍ ଦେଖାଦେଇଛେ । ଗଲା କିଛି ଦିନ୍ ତଲେ ଭାରତକେ ବ୍ରିଟେନ୍‌ନୁ ଫିରିଥିବାର କେତେ ଜନ୍‌କଁର ଭିତରେ ଇ ଭୂତାଣୁ ଦେଖବାକେ ମିଲିଛେ । କରୋନାର ନୂଆଁ ଷ୍ଟ୍ରେନ୍‌କେ ନେଇକରି ଇହାଦେ ଦୁଶରା ଦେଶ ମାନକେ ଭିଲ୍ ଚିନ୍ତା ବଢବାରନେ ଲାଗିଛେ ।…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀ ବଢାଲେ ଚିନ୍ତା

କରୋନା ଲାଗି ଇହାଦେ ତକ୍ କେନସି ଭ୍ୟାକ୍ସିନ୍ ନାଇଁ ବାହାରି ଥିବାର ବେଲକେ ଇହାଦେ ଇତାର ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ଚିନ୍ତା ବଢିଛେ । ଇ ନୂଆଁ ଷ୍ଟ୍ରେନ୍ ରାଜ୍ୟନେ ଭିଲ୍ ମୁଡଦୁଖାର କାରଣ ବନିଛେ । ଧୀରେ ଧୀରେ କରୋନା ପ୍ରଭାବ ରାଜ୍ୟନେ କମି ଆସୁଥିବାର ବେଲକେ ଇହାଦେ ଚିନ୍ତା ବଢେଇଛେ…

ବ୍ରିଟେନ୍‌ନୁ ଆସିଥିବାର ଯାତ୍ରୀକଁରନେ କରୋନା

ବ୍ରିଟେନ୍‌ନେ ଫେର୍ କରୋନା ସଂକ୍ରମଣ ବଢିଥିବାର ବେଲେ ଲକ୍‌ଡାଉନ୍ ଘୁଷଣା କରାଯାଇଛେ । କରୋନା ଭୂତାଣୁର ଆର ଗୁଟେ ନୂଆଁ ଷ୍ଟ୍ରେନ୍ ରୋଗୀ ପାଶେ ଦେଖବାରକେ ମିଲିଛେ । ଯେନଥିର ଲାଗି ଫେର୍ ଚିନ୍ତା ବଢିଛେ । ସେଆଡେ ଏନ୍ତା ସ୍ଥିତିନେ ଭାରତ ଆରୁ ବ୍ରିଟେନ୍ ବିମାନ୍ ଉଡାଣ ବନ୍ଦ କରାଯାଇଛେ । ଆଏବାର…

ଡିସେମ୍ବର ୩୧ତକ୍ ବ୍ରିଟେନ୍‌ନୁ ଆସୁଥିବାର ସବୁ ଫ୍ଲାଇଟ୍ ବନ୍ଦ୍‌

ଫେର୍ ଡରାଲାନ କରୋନା ବେମାର । ବ୍ରିଟେନ୍‌ନେ କରୋନା ଫିରିଥିବାର ବେଲକେ ଇଥର ଗୁଟେ ନୂଆଁ ଭୂତାଣୁ ଥିବାର କହିଛନ୍ ବିଶେଷଜ୍ଞ । ଯେନଟାକି ଆଘରର ଚିହ୍ନଟ୍ ଭୂତାଣୁନୁ ବେଶୀ ପ୍ରଭାବଶାଲୀ । ଆରୁ ଇହାଦେ ଇଟାକେ ନେଇକରି ଚିନ୍ତା ବଢିଛେ ବ୍ରିଟେନ୍ ସରକାରକଁର । ସଂକ୍ରମଣ ଅଟକାବାର ଲାଗି ସରକାର…

‘ଫାଇଜର’୍ ଟିକାକେ ଆମେରିକାର ହଁ

ବ୍ରିଟେନ୍ ଆରୁ କାନାଡା ଉତାରୁ ଆମେରିକାନେ ଫାଇଜର ଭ୍ୟାକସିନ୍‌କେ ମିଲଲା ଅନୁମତି । କରୋନା ଟିକା ଲାଗି ଆମେରିକା ଫାଇଜର କମ୍ପାନୀକେ ଅନୁମତି ଦେଇଥିଲେ । ଫାଇଜର ଭ୍ୟାକ୍ସିନ୍‌କେ ଆଘୋନୁ ଫୁଡ୍ ଆଣ୍ଡ ମେଡିସିନ୍ ଆଡମିନିଷ୍ଟ୍ରେସନ୍ ଆଡୁ କେତନି ଆଲୋଚନା ବାଦ୍ ଅନୁମତି ଦିଆଯାଇଛେ । ଇ କମିଟିନେ…

ଇଂଲଣ୍ଡନେ ଟିକାକରଣ୍ ମୁଲ୍‌

ଇଂଲଣ୍ଡନେ ଆରମ୍ଭ ହେଲା ଟିକାକରଣ । କରୋନା ଭ୍ୟାକ୍ସିନ୍ ‘ଫାଇଜର’ର ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାରନୁ ମୁଲ୍ ହେଇଛେ । କରୋନା ଭ୍ୟାକ୍ସିନ୍ ଫାଇଜର ଟିକା ଦିଆଯିବାର ଆରମ୍ଭ ହେଇଛେ । ପହେଲା କରି ଜନେ ୯୦ ବରଷ୍‌ର ବୁଢୀ ମହିଲାକୁଁ ଟିକା ଦିଆଯାଇଛେ । ଗଲା ହପ୍ତାନେ ଇଂଲଣ୍ଡର ଡ୍ରଗ୍ସ…