ଚାଷୀ ଲାଗି ନବୀନ ସରକାରକଁର୍‌ ନୂଆ ପଦକ୍ଷେପ୍

୧୨ଟା ନୁଆ ପ୍ରସ୍ତାବ ଉପ୍‌ରେ ଲଗାଲେ ମୋହର

0

ଚାଷୀ ମାନକଁର୍‌ ସମସ୍ୟା ର ସମାଧାନ କରବାର୍‌ କେ ଅଣ୍ଟା ଭିଡିଛନ୍‌ ଆମର୍‌ ରାଜ୍ୟ ସରକାର୍‌ । ରାଏଜ୍‌ନେ କୃଷି ଆର୍‌ କୃଷକକଁର୍‌ ବିକାଶ୍‌ ଲାଗି ରାଜ୍ୟ ସରକାର୍‌ ନୁଆ ନୁଆ ଯୋଜନା ସବୁ ଲାଗୁ କରିଥିସନ୍‌ ।ତାର୍‌ ସାଙ୍ଗେ ଆମର୍‌ ରାଏଜର୍‌ ସ୍ୱାସ୍ଥ୍ୟ ସେବା ଆର୍‌ ପିଇବାର୍‌ ପାଏନ ‌ ର୍‌ ସୁବିଧା ଉପରେ ଧ୍ୟାନ୍‌ ଦେଇଛନ୍‌ ରାଜ୍ୟ ସର୍‌କାର୍‌ ।ସେଥିର୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର୍‌ ଅଧ୍ୟକ୍ଷତାନେ ବସିଥିବାର୍‌ ରାଜ୍ୟ କ୍ୟାବିନେଟ୍‌ ବୈଠକ୍‌ ନେ ରାଏଜ୍‌ ର ୧୨ଟା ମୁଖିଆ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇଛନ୍‌ । ରାଜ୍ୟ ସରକାର୍‌ କୃଷି ଆର୍‌ ଚାଷୀ ବିକାଶ ଲାଗି ଇ ପ୍ରକାରର୍‌ ନେଇଛନ୍‌ ବଲିକରି ମୁଖ୍ୟ ଶାସନ ସଚିବ କହିଛନ୍‌ ।ଚାଷୀ ମାନକୁଁ ତାକଁର୍‌ ପରିଶ୍ରମର୍‌ ସର୍ବନିମ୍ନ ସହାୟକ ରାଶି ମିଲି ନାଇ ପାରୁଥିବାର୍‌ କେ ନେଇକରି ରାଜ୍ୟ ସରକାର୍‌ ଚାଷୀକଁର୍‌ ହକ୍‌ ଲାଗି ଅଣ୍ଟା ଭିଡିଛନ୍‌ । ଚାଷୀ ମାନକୁଁ ତାକଁର୍‌ ଉତ୍ପାଦନ ର ୨ ଗୁଣା ଦାମ୍‌ ଦିଆଯାଉ ବଲି କେନ୍ଦ୍ର ସରକାର୍‌କଁର୍‌ ପାସେ ଦାବି ରଖ୍‌ବେ ବଲି ରାଜ୍ୟ ସରକାର୍‌ ନିଷ୍ପତ୍ତି ନେଇଛନ୍‌ ।

 

ତାର୍‌ ସାଙ୍ଗେ ଜାତୀୟ କୃଷ୍‌କ କମିଶନର୍‌ ଏମଏସ୍‌ ସ୍ୱାମିନାଥନ କମିଟି ସୁପାରିସ ଲାଗୁ କରାଯିବାର୍‌ କେ ନେଇକରି ରାଜ୍ୟ ସରକାର୍‌ କେନ୍ଦ୍ର ସରକାରକୁଁ ଜନାବେ ବଲି କ୍ୟାବିନେଟ୍‌ ନେ କୁହାଯାଇଛେ । ୨୦୧୭-୧୮ ନେ ବିଧାନସଭାନେ ଚାଷି ମାନକଁର୍‌ ଧାନ ଫସଲର୍‌ ଦାମ୍‌ ଠିକ୍‌ କରାଯାଇଥିଲା । ସେଥି ଚାଷି ମାନେ ତାକଁର୍‌ ଉତ୍ପାଦନର୍‌ ଠିକ୍‌ ଟକାଁ ପାଇପାର୍‌ବେ ବଲିକରିି କୁହାଯାଇଥିଲା । ନୁଆ ଆଇନ୍‌ ସଂଶୋଧନ ହିସାବେ କୃଷି ଅଧିକାରୀ ପଦ୍‌ ଲାଗି ଉଦ୍ୟାନ କୃଷି ସ୍ନାତକ୍‌ ପାଇଥିବାର୍‌ ଛାତ୍ର ଛାତ୍ରୀ ମାନେ ବି ଯୋଗ୍ୟ ଆନ ବଲି କୁହାଯାଇଛେ । କୃଷି ଡିଗ୍ରୀ ଥିବାର୍‌ ଚାଷୀ ଆର୍‌ ଅଲଗା ଲୁକକୁଁ ରାଜ୍ୟ ସରକାରକଁର୍‌ ଆଡୁ କୃଷି ଅଧିକାରୀ ହିସାବେ ନିଯୁକ୍ତି ଦିଆଯିବା । ରାଏଜ୍‌ ନେ ସ୍ୱାସ୍ଥ୍ୟ ସେବାର୍‌ ଉନ୍ନତି ଲାଗି ଫୁଲବାଣୀ ନେ ୧୦୦ ଟା ବେଡର୍‌ ହସ୍ପିଟାଲ୍‌ ଆର୍‌ କୋରାପୁଟ୍‌ ନେ ଭେଷଜ୍‌ ମହାବିଦ୍ୟାଲୟ ନେ ୬୫୦ବେଡ ଥିବାର୍‌ ହସ୍ପିଟାଲ୍‌ ତିଆରି କରବାର୍‌ ଲାଗି ରାଜ୍ୟ ସରଜାର୍‌ ନିଷ୍ପତି ନେଇଛନ୍‌ । ଇ କାମ ମୂଲ କରାବର୍‌ ଲାଗି ରାଜ୍ୟ ସରକାର୍‌ ଏମ୍‌ଏସ୍‌ ସାପ୍ରୋଜି ପଲୋନଜୀ କମ୍ପାନୀକେ ୬୮୦ କୋଟି ଟକାଁ ଦେଇଛନ୍‌ । ବରଗଡ ବାସୀ ମାନକଁର୍‌ ପିଇବାର୍‌ ପାଏନ୍‌ ଅସୁବିଧା କେ ନେଇକରି ବରଗଡ ର ୭ଟା ବ୍ଲକ୍‌ ନେ ୭୨୪ କୋଟି ଟକାଁ ର୍‌ ବିଶୁଦ୍ଧ ପାଏନ୍‌ ସୁବିଧା ଲାଗି କ୍ୟାବିନେଟ୍‌ ନେଏ ନିଷ୍ପତ୍ତି ନେଇଛନ୍‌ । ରାଜ୍ୟ କ୍ୟାବିନେଟ୍‌ର ଓଡିଶା ସଚିବାଳୟ ସେବା ନିୟମ୍‌ ୨୦୧୬ କେ ସଂଶୋଧନ୍‌ କରାଯାଇଥିଲା ।ଯନେଥିର୍‌ ଲାଗି ଫି ବଛର୍‌ ହେଏଥିବାର୍‌ ଏଏସଓ ନିଯୁକ୍ତି ନାଇ ହେଇକରି ଓପିଏସ୍‌ସି ଆଡୁ ନିଯୁକ୍ତି କରାଯିବା ବଲି ନିଷ୍ପତି ନିଆଯାଇଛେ । ଆର୍‌ ଭିଲ୍‌ ଭିନ ଭିନ ସମସ୍ୟା ର୍‌ ସମାଧାନ୍‌ ଉପରେ ରାଜ୍ୟ କ୍ୟାବିନେଟ୍‌ ନେ ପଦକ୍ଷେପ୍ ନେଇଛନ୍‌ ରାଜ୍ୟ ସରକାର୍‌ ।

Leave A Reply

Your email address will not be published.