ଆଏଜ୍‌ନୁ ମୂଲ ହେଲା ‘ନଅ’ ଆର୍ ‘ଏଗାର’ କ୍ଲାସ ପାଠ୍‌ପଢା

0

ରାଏଜ୍ ନେ ଇହାଦେ ୧୦କ୍ଲାସ୍ ଆର୍ ୧୨ କ୍ଲାସ୍ ର ପାଠପଢା ଆରମ୍ଭ ହେଇଯାଇଥିବାର୍ ବେଲେ ଆଜିନୁ ସବୁ ସ୍କୁଲ୍ କଲେଜ୍ ନେ ନଅ କ୍ଲାସ୍ ଆର୍ ଏଗାର କ୍ଲାସ୍ ର ପାଠପଢା ଆଏଜନୁ ମୂଲ୍ ହେଉଛେ । ଯେନଟା କି ଏପ୍ରିଲ୍ ୩୦ ତାରିଖ୍ ତକ୍ ଚାଲବା । କୋଭିଡ କଟକଣା ଭିତ୍‌ରେ ସବୁ ସ୍କୁଲ୍ ନେ ପାଠ୍‌ପଢା ହେବା । ସୋମବାର୍ ନୁ ଶନିବାର୍ ସକାଲର୍ ୮.୩୦ ନୁ ୧୦.୩୦ ଦୁଇ ଘଣ୍ଟା ପାଠପଢା ହେବା । ନିୟମ୍ ଅନୁସାରେ ସ୍କୁଲ୍ ଆରମ୍ଭ ହେବାର୍ ୩୦ ମିନିଟ୍ ଆଗରୁ ସବୁ ସ୍କୁଲ୍ ର ଶିକ୍ଷକ ,ଶିକ୍ଷୟତ୍ରୀ ସ୍କୁଲ୍ ନେ ପହଁଚିବେ । ‘ଏପ୍ରିଲ୍‌’ ନେ ସବୁ ପାଠପଢା ଶେଷ୍ ହେବା ତାର୍ ଉତାରୁ ‘ମେ’ ମାସ୍ ନୁ ପରୀକ୍ଷା ସବୁ ଆରମ୍ଭ ହେବା ବଲିକରି ସୂଚନା ମିଲିଛେ । କୋଭିଡ ଗାଇଡ୍‌ଲାଇନ୍ ଭିତ୍‌ରେ ସବୁ ନିୟମ୍ କେ ମାନିକରି ସ୍କୁଲ୍ ମାନକୁଁ ପାଠପଢା ହେବା ବଲିକରି ଶିକ୍ଷା ବିଭାଗ୍ ଆଡୁ ସୂଚନା ମିଲିଛେ ।

Leave A Reply

Your email address will not be published.