Browsing Tag

bjd govt

ବାହାରିଲା ନବୀନକଁର ମନ୍ତ୍ରୀ ମଣ୍ଡଳର୍ ସଦସ୍ୟକଁର ସମ୍ପତ୍ତି ଲିଷ୍ଟ୍‌

ସରକାରୀ ବେବସ୍ଥାନୁ ଦୁର୍ନୀତି ହଟାବାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଟେ ବଡ ଘୋଷଣା କରିଥିଲେ । ବିଜେଡି ପ୍ରତିଷ୍ଠା ଦିବସନେ ମୁଖ୍ୟମନ୍ତ୍ରୀ ସବୁ ନେତା, ମନ୍ତ୍ରୀନୁ ନେଇକରି ସରକାରୀ କର୍ମଚାରୀକଁର ସମ୍ପତ୍ତି ର ଲିଷ୍ଟ ସର୍ବସାଧାରଣନେ ବାହାର କରାଯିବାର ନେଇକରି ଘୋଷଣା କରିଥିଲେ ।…

ଜରୁରୀ ପ୍ରସ୍ତାବନେ ବାଜଲା ମୋହର

ରାଜ୍ୟ କ୍ୟାବିନେଟ ବୈଠକନେ କେତେଟା ଜରୁରୀ ପ୍ରସ୍ତାବନେ ମୋହର ଲଗାଲେ ରାଜ୍ୟ ସରକାର । ୨୦୨୦ର ଶେଷ୍ କେବିନେଟ୍ ବୈଠକନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇକରି ଭିନ୍ ଭିନ୍ ପ୍ରସ୍ତାବନେ ମୋହର ଲଗେଇଛନ୍ । ସରକାରୀ ସ୍କୁଲ ମାନକେ ପଢୁଥିବାର ଛାତ୍ରଛାତ୍ରୀକଁର ଲାଗି ବଡ ଉପହାର ଦେଇଛନ୍…

ସୁନ୍ଦର ହେବା ସୁବର୍ଣ୍ଣପୁର

ଆଏବାର ଦିନେ ସୋନପୁର ଆହୁରି ସୁନ୍ଦର ସହର ହେଇକରି ବନବା । ଇଥିର ଲାଗି ରାଜ୍ୟ ସରକାର କେତେନି ଚେଷ୍ଟା କରୁଛନ୍ । ଗଲାକାଲି ବିଜେଡିର ୨୪ ନମ୍ବର ପ୍ରତିଷ୍ଠା ଦିବସନେ ସେନପୁରନେ ହେଉଥିବାର ସଭାନେ ଯୋଗ ଦେଇକରି କହିଛନ୍ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ । ସୁବର୍ଣ୍ଣପୁର…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ ଲାଗି ଅସିତ ତ୍ରିପାଠୀକୁଁ ଦାୟିତ୍ୱ

ନୂଆଁ ବରଷ୍‌ନେ ରାଜ୍ୟର ଉଚ୍ଚପ୍ରଶାସନିକ୍ ସ୍ତରନେ ବଣ୍ଟାଗଲା ଦାୟିତ୍ୱ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଜ ପଦରୁ ଡିସେମ୍ବର ୩୧ ତାରିଖନେ ଅବସର ନେବାକେ ଯାଉଛନ୍ । ସେଆଡେ ଅସିତ ତ୍ରିପାଠୀକଁର ଉତାରୁ ୧୯୮୬ ବ୍ୟାଚ୍‌ର ଆଇଏସଏସ ଅଫିସର ତଥା ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର…

ଏମଏସଏମଇ ଲାଗି ମୁଖ୍ୟମନ୍ତ୍ରୀକଁର କୋଭିଡ୍ ପେକେଜ୍‌

କରୋନା କାଲନେ ଇତାର ମୁକାବିଲା ଆରୁ ଅର୍ଥନୀତିକେ ଠିକ୍ କରବାର ଲାଗି ରାଜ୍ୟ ସରକାର ଆର ଗୁଟେ ପଦକ୍ଷେପ ନେଇଛନ୍ । ଆଏଜ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ ଲାଗି ୧୮୯.୪୨ କୋଟି ଟଙ୍କାର ପେକେଜ୍ ଘୁଷନା କରିଛନ୍ । ରାଜ୍ୟନେ ଥିବାର ଅଣୁ,କ୍ଷୁଦ୍ର, ଆରୁ ମଧ୍ୟମ ବର୍ଗର ଉଦ୍ୟୋଗୀକଁର ଲାଗି…