ଆଏବାର ୩ ଦିନ୍ ତକ୍ ବିଜଲି, ବର୍ଷା !

ରାଜ୍ୟର ଭିନ୍ ଭିନ୍ ଜାଗାନେ ଆଏବାର ୩ ଦିନ୍ ବିଜଲି ସାଙ୍ଗେ ବର୍ଷା ସମ୍ଭାବନା

0

ଆଏବାର ୨୪ ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନେ ବିଜଲି ମାରବାର ସାଙ୍ଗେ ଗୁଟେ ଯୁଡେ ଜାଗାନେ ବର୍ଷା ହେବାର ସମ୍ଭାବନା ରହିଛେ । ଆଏବାର ତିନ୍ ଦିନ୍ ତକ୍ ଏନ୍ତା ପାଗ୍ ଲାଗି ରହିପାରେ । ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାନେ ବର୍ଷା ହେଇପାରେ । ଇଟାନେଇକରି ଭୁବନେଶ୍ୱର ପାଏନପାଗ ବିଭାଗ ଆଡୁ ସୂଚନା ଦିଆଯାଇଛେ । ପାଣିପାଗ ବିଭାଗ ଆଡୁ ଇ ସବୁ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛେ । ଗଲାକାଲି ରାଜ୍ୟନେ ସବୁନୁ ଅଏତକା ତାପମାତ୍ରା ଭୁବନେଶ୍ୱରନେ ରେକର୍ଡ କରାଯାଇଥିବାର ବେଲକେ ଇଠାନେ ୩୫.୬ ଡିଗ୍ରୀ ପାରା ରେକର୍ଡ କରାଯାଇଛେ । ସେନ୍ତା ଫୁଲବାଣୀ ଆରୁ ବୌଦ୍ଧନେ ସବୁନୁ କମ୍ ୧୩ ଡିଗ୍ରୀ ପାରା ରେକର୍ଡ କରାଯାଇଛେ ।

Leave A Reply

Your email address will not be published.