Browsing Tag

ncb

କମେଡି କୁଇନ୍‌ ଭାରତିକୁଁ ଏନସିବିର୍‌ ଜେରା

ସୁଶାନ୍ତ ସିଂ ରାଜପୁତକଁର୍‌ ମରବାର୍‌ ଉତାରୁ ବହୁତ୍‌ଟେ ବଲିଉଡ ସୁପରଷ୍ଟାର୍‌କଁର୍‌ ଡ୍ରଗ୍ସ୍‌ ଲିଂକ୍‌ ର କଥା ସାମନା୍‌ କେ ଆସିଥିଲା । ଆର୍‌ ସେମାନ୍‌କୁ ଇ ନେଇକରି ଏନସିବି୍‌ ପଚରାଉଚରା କରିଥିଲା । ଦୀପିକା ପାଦୁକନ୍‌ ,ଶ୍ରଦ୍ଧା କପୁର୍‌ ,ସାରା ଅଲ୍ଲୀ , ରକୁଲ୍‌ ପ୍ରିତ୍‌ ଲେଖେ ବଡ ବଡ…

ଏନସିବି ହାତେ ଟେଲି ଅଭିନେତ୍ରୀ

ବଲିଉଡନେ ଡ୍ରଗ୍ସ ଲିଙ୍କ ବାଦ୍ ଟେଲି ଇଣ୍ଡଷ୍ଟ୍ରୀନେ ଭିଲ ଡ୍ରଗ୍ସ ଲିଙ୍କ ଭଟାକେ ଆସିଛେ । ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଡ୍ରଗ୍ସ ଘିନୁଥିବାର ବେଲେ ଏନସିବି ହାତେ ଧରା ପଡିଛନ୍ । ଡ୍ରଗ୍ସ ଛଡା ଗଂଞ୍ଜେଇ ଭିଲ ତାଙ୍କର ପାଶୁ ଜବତ କରିଛେ ଏନସିବି ।ମାମଲାନେ ମୁମ୍ବାଇର ବର୍ସୋଭା ସହରର…

ସୁଶାନ୍ତ ମୃତ୍ୟୁ ମାମଲାର ବଡ଼ ଖୁଲାସା

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇ ଥିଲା ନା ସେ ଆତ୍ମହତ୍ୟା କରିଥିଲେ ଏବେ ଏ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛି ଏମ୍ସ ରିପୋର୍ଟ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର ଚାଲିଥିବାବେଳେ ପରିବାର ପକ୍ଷରୁ କୁହାଯାଇଥିଲା ଯେ…