ସମ୍ବଲପୁର ବନିଛେ କରୋନା ହଟସ୍ପଟ୍‌

ଗଲା ହପ୍ତେ ଭିତରେ ରାଜ୍ୟର ସମ୍ବଲପୁରନେ ସବୁନୁ ଅଏତକା ପଜିଟିଭ୍ ଚିହ୍ନଟ୍ ହେଇଛନ୍‌

0

ସମ୍ବଲପୁର ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ରା ବଢି ବଢି ଚାଲିଛେ । ପହେଲା ଭିସୁଟ୍ କଲେଜନୁ କେତନି ଛାତ୍ର ଛାତ୍ରୀକଁର ପଜିଟିଭ୍ ରିପୋର୍ଟ ଆସିଥିବାର ବେଳକେ ଫେର୍ ଇହାଦେ ଜିଲ୍ଲାନେ ଆର୍ ୧୬ ଜନକୁଁ କରୋନା ହେଇଥିବାର ନେଇକରି ଜନାପଡିଛେ । ରାଜ୍ୟନେ ଇହାଦେ ସବୁନୁ ବେଶୀ କରୋନା ରୋଗୀ ସମ୍ବଲପୁର ଜିଲ୍ଲାନୁ ଚିହ୍ନଟ ହେଇଛନ୍ । ଗଲା ୭ ଦିନ୍ ଭିତରେ ଯଦି କରୋନା ସ୍ଥିତି ଦେଖମା ତାହାଲେ ସମ୍ବଲପୁରନେ ହିଁ ଅଏତକା କରୋନା ରୋଗୀ ଚିହ୍ନଟ୍ ହେଇଛନ୍ । ଇହାଦେ ଜିଲ୍ଲାନେ ମୋଟ୍ ୧୦୦୭୦ କରୋନା ରୋଗୀ ବାହାରିଛନ୍ । ଜିଲ୍ଲାର ବୁର୍ଲା ଅଂଚଲନୁ ସବୁନୁ ଅଏତକା କରୋନା ରୋଗୀ ରହିଥିବାର ଦେଖବାର ଲାଗି ମିଲିଛେ । ଫି ଦିନ୍ ଜିଲ୍ଲାନେ କରୋନା ପଜିଟିଭ୍ ବଢୁଥିବାରନୁ ଲୋକକଁର ଭିତରେ ଡର୍ ଦେଖବାର ଲାଗି ମିଲିଛେ । କରୋନା ଟିକାକରଣ ଚାଲିଥିଲେ ଭିଲ୍ କରୋନା ରୋଗୀକଁର ସଂଖ୍ୟା ବଢବାରଟା ଚିନ୍ତା ବଢେଇଛେ ।

Leave A Reply

Your email address will not be published.