Browsing Tag

sambalpur culture

ମାଁ’ର୍ ଦର୍ଶନ୍ ଲାଗି ଲାଗ୍‌ଲା ଭକତ୍ ମାନକଁର୍ ଭିଡ୍

ଜାନୁଆରୀ ୩ ତାରିଖ୍ ନୁ ସମଲେଇ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ମନ୍ଦିର୍ ନେ ଭକତକଁର୍ ଭିଡ ଜମୁଛେ । କରୋନା ମହାମାରୀ ଲାଗି ସମଲେଇ ମନ୍ଦିର୍ ୯ ମାସ୍‌ଟେ ବନ୍ଦ ରହିଥିଲା ସେ ନେଇକରି ମା କଁର୍ ଦର୍ଶନ ବନ୍ଦ କରାଯାଇଥିବାର୍ ନୁ ଇହାଦେ ମନ୍ଦିର୍ ଖୁଲିଥିବାର୍‌୍ ବେଲ୍‌କେ ଭକତ୍‌କଁର୍ ଗହଲି…

ନୂଆ ବରଷ ଲାଗି  ମନ୍ଦିର୍ ବାହାରେ ଭକତକଁର୍ ଭିଡ୍

ନୂଆ ବରଷ ଲାଗି ସମ୍ବଲପୁରେ ମନ୍ଦିର୍ ମାନକଁର୍ ବାହାରେ ଭକତକଁର୍ ଭିଡ୍ ଦେଖିକେ ମିଲିଥିଲା । କରୋନା ଲାଗି ମନ୍ଦିର୍ ସବୁ ବନ୍ଦ ରହିଥିବାର୍ ବେଲେ ଭକତ୍ ମାନେ ମନ୍ଦିର୍ ବାହାରେ ଦୀପ୍ ଜାଲିକରି ଭଗବାନକୁଁ ପ୍ରାର୍ଥନା କରିଥିଲେ । ସେନ୍ତା ସମ୍ବଲପୁର୍ ର ସମଲେଇ ମନ୍ଦିର୍ ୩ ତାରିଖ୍ ନୁ…

ଫିର୍‌ ଚାଲ୍‌ବା ସମ୍ବଲପୁରୁ ସିଟି ବସ୍

ଲକ୍‌ଡାଉନ ଉତାରୁ ସମ୍ବଲପୁରେ ଚାଲୁଥିବାର୍ ସିଟି ବସ୍ ମାନେ ବନ୍ଦ୍ ହେଇଯାଇଥିଲା । ଆଗରୁ ସମ୍ବଲପୁରର୍ ପାଖର୍ ଆଖର୍ ଯାଗା ମାନକୁଁ ଗୁଟେ ଦୁଇଟା ସିଟି ବସ୍ ଚାଲୁଥିବାର୍ ବେଲେ ମଝିନେ କେନସି କାରଣ୍ ଲାଗି ସେଟା ବନ୍ଦ୍ ହେଇଯାଇଥିଲା । ସେଥିର୍‌ଲାଗି ସମ୍ବଲପୁର୍ ଜିଲ୍ଲାନେ ଲୋକ୍ ମାନକଁର୍…

ଗନ୍ଧରେଲ୍‌ ଡେମ୍‌ ହେବା ପର୍ଯ୍ୟଟନ ସ୍ଥଳୀ

ବଲାଙ୍ଗୀରନେ ବହୁତ୍‌ ସୁନ୍ଦର ସୁନ୍ଦର ପର୍ଯ୍ୟଟନ ଜାଗାମାନେ ରହିଥିବାର୍‌ ବେଲେ ସେନର୍‌ ଗନ୍ଧରେଲ୍‌ ଡେମ୍‌କେ ପର୍ଯ୍ୟଟନ ସ୍ଥଳୀ ରୂପେ ତିଆରି କରାଯିବା । ବଲାଙ୍ଗୀର୍‌ ର ସଦେଇପାଲି ପଂଚାୟତ୍‌ ଗନ୍ଧରେଲ୍‌ ଡେମ୍‌କେ ନୂଆ ପର୍ଯ୍ୟଟନ ସ୍ଥଳୀ କରବାର୍‌ ଲାଗି ସେନର୍‌ ବିଧାୟକ୍‌ ନରସିଂହ ମିଶ୍ର ସେ…

ସୋନପୁରନେ କରୋନା ଶେଷ୍

ସୋନପୁର୍‌ ଜିଲ୍ଲା ଇହାଦେ ପୁରାପୁରି ହିସାବେ କରୋନା ମୁକ୍ତ ଜିଲ୍ଲା ହେଇଛେ । ଯେନ ଜନେ ହେଲେ ବି କରୋନା ପଜିଟିଭ୍‌ ଚିନ୍ନଟ୍‌ ନାଇ ହେଇ । ସୋନପୁର୍‌ ଜିଲ୍ଲା ନେ ଟୋଟାଲ୍‌ ୪୬୭୬ ଜନ କରୋନା ସଂକ୍ରମିତ୍‌ ହେଇଥିଲେ ଆର୍‌ ୨୧ ଜନ ମରିଥିବାର୍‌ ଆଗରୁ ଖବର୍‌ ଆସିଥିଲା । ହେଲେ ଇହାଦେ ବାକି…