Browsing Tag

elephant attack

ଗୁଟେ ରାତିଥି ଛାର୍‌ଖାର୍ କରିଦେଲେ ହାତୀ

ସୁନ୍ଦରଗଡ଼ ଜିଲ୍ଲାର ଭିନ୍ ଭିନ୍ ଅଂଚଲନେ ହାତୀ ଉତ୍‌ପାତ୍ ହେଉଥିବାର ବେଲକେ ଘର, ଦୁଆର, ଚାଷବାସ୍ ସବୁ ନଷ୍ଟ୍ କରୁଛନ୍ । ଗଲା କିଛି ଦିନ୍ ହେଲା ହିମଗିରି ବ୍ଲକ୍ ଗାଁଦାଘୋରାନେ ଗୁଟେ ୧୩ ପଟିଆ ହାତୀ ଆସିକରି ବୁଲୁଛନ୍ । ଇମାନେ ରାତି ଅଧିଆ ଆସିକରି ଚାଷ୍ କ୍ଷତି କରୁଥିବାର ଅଭିଯୋଗ କରିଛନ୍ ଇ…

କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍‌ ଧାନ ବସ୍ତା

ସବୁଆଡେ ଇହାଦେ ଚାଷୀ ମାନକଁର୍‌ ଆନ୍ଦୋଲନ ଜୋର୍‌ ଧରିଥିବାର୍‌ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍‌ ଦୁଃଖ୍‌ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍‌ ଚାଷୀ ମାନକଁର୍‌ ଇହାଦେ ନିଦ୍‌ ହଜି ଯାଇଛେ । ଇଆଡେ ନା ମିଲର୍‌ ଆସୁଛନ୍‌ ନା ପ୍ରଶାସନ ଶୁନୁଛନ୍‌ । ଖୁଲା ନେ ପଡିଛେ ବସ୍ତା ବସ୍ତା…