Browsing Tag

mass murder

ରାଉରକେଲାନେ ଦୁର୍ବୃତ୍ତ ମାନକଁର୍ ଆକ୍ରମଣନେ ହୋଟେଲ୍ ବେବ୍‌ସାୟୀ ର ଜୀବନ୍ ଗଲା

ରାଉର୍‌କେଲା ନେ ଜଣେ ହୋଟେଲ୍ ବେବସାୟୀକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିବାର୍ ବେଲ୍‌କେ ତକୁଁ ଚିକିତ୍ସାଧୀନ୍ ଅବସ୍ଥା ନେ ରାଉର୍‌କେଲାର୍ ଆଇ ଜି ଏଚ୍ କେ ନିଆ ଯାଇଥିଲା । କାଲି ରାତି ନେ ସେ ତାକଁର୍ ସ୍କୁଟି ଥି ଘର୍‌କେ ଆସୁଥିବାର୍ ବେଲ୍‌କେ ସେନ ତାହାକୁଁ ଦୁର୍ବୃତ୍ତ ମାନେ ଆକ୍ରମଣ…

ପାଟଣାଗଡ଼ ଗଣହତ୍ୟା ମାମଲା

ପାଟଣାଗଡ଼ ସଅଁରାପଡ଼ା  ଗଣହତ୍ୟା ମାମଲାର ମାଷ୍ଟମାଇଣ୍ଡକେ ଧରବାର୍ ଜୋରଦାର୍ ଚେଷ୍ଟା ମୂଲ୍ କରି ଦେଇଛେ ବଲାଙ୍ଗିର ପୁଲିସ । ମରିଥିବାର ବୁଲୁ ଜାନୀକଁର ଘର ପାଶର ଗଙ୍ଗୁୱା ମାଝୀକଁର ହାତ୍ ଇ ଘଟନାନେ ଥିବାର ନେଇ କରି ପୁଲିସ ସନ୍ଦେହ କରୁଛେ । ଯାର ଆଧାରନେ ଗଲା ହପ୍ତେ ହେଲା ପୁଲିସ ତନାଘନା…