Browsing Tag

FARMER STRIKE

‘ଟାଇମସ’୍ ପତ୍ରିକାନେ ମହିଳା ପ୍ରତିବାଦକାରୀକଁର ଚିତ୍ର

‘ଟାଇମସ’୍ ପତ୍ରିକା କଭର ପେଜନେ ଦିଲ୍ଲୀ ଚାଷୀ ଆନ୍ଦୋଳନନେ ସାମିଲ ହେଇଥିବାର ମହିଲାକୁଁ ଜାଗା । ତିନଟା ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିନେ ଧାରନାନେ ମାସ୍ ମାସ୍ ଧରିକରି ଧାରଣାନେ ବସିଛନ୍ ଚାଷୀ । ‘ଟାଇମସ’୍ ପ୍ରତିକାନେ କଭର ପୃଷ୍ଠାନେ ମହିଲାକଁର ଫଟୋ ରହିଥିବାର ବେଲକେ ମତେ ଡରେଇ…

ଆର ଦୁଇ ଦିନ୍ ଇଣ୍ଟରନେଟ୍ ସେବା ବନ୍ଦ

ଜାରି ରହିଛେ ଚାଷୀ ଆନ୍ଦୋଲନ୍ । ନୂଆ କୃଷି ଆଇନନେ ବିରୋଧ କରିକିନା ସିଂଘୁ, ଟିକ୍ରି ଆରୁ ଗାଜିପୁର୍ ସୀମାନେ ଚାଷୀ ଧାରନାନେ ଇହାଦେ ଭିଲ୍ ରହିଛନ୍ । ସେଆଡେ ଗୃହ ବ୍ୟାପାର ମନ୍ତ୍ରାଳୟ ଆଡୁ ଆହୁରି ଦୁଇ ଦିନ୍ ଇଣ୍ଟରନେଟ୍ ସେବା ସ୍ଥଗିତ୍ ରଖାଯାଇଛେ। ସରକାରୀ ନିର୍ଦ୍ଦେଶ ହିସାବେ ଲୋକମାନକଁର…

ଗାଜିପୁର୍ ସୀମାନେ ଲାଗ୍‌ଲା ୧୪୪ ଧାରା

ନୂଆଦିଲ୍ଲୀ ନେ ଚାଷୀ ଆନ୍ଦୋଲନ୍ ଜୋର୍ ଧରିଥିବାର୍ ବେଲେ ଗଣତନ୍ତ୍ର ଦିବସ୍ ଦିନ ଚାଷୀ ସଂଗଠନ୍ ଆଡୁ ହେଇଥିବାର୍ ହିଂସାକାଣ୍ଡ କେ ନେଇକରି ପ୍ରଶାସନ୍ ଆଡୁ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛେ । ଦିଲ୍ଳୀ ର ସବୁ ସୀମା ଆଡୁ ଆନ୍ଦୋଲନକାରୀ ମାନକୁଁ ହଟାବାର୍ ଲାଗି ତ୍ତଉତ୍ତରପ୍ରଦେଶ୍ ସରକାର୍ ଜିଲ୍ଲା…

ସାଧାରଣ ଲୋକକଁର ଲାଗି ଲାଲ୍ କିଲ୍ଲା ବନ୍ଦ

ଜାନୁଆରୀ ୩୧ ତାରିଖ ତକ୍ ସାଧାରଣ ଲୁକକଁର ବୁଲାବୁଲି ଲାଗି ବନ୍ଦ ରହେବା ଲାଲ କିଲ୍ଲା । ଗଲା ଜାନୁଆରୀ ୨୬ ତାରିଖାନେ ଚାଷୀମାନେ ଲାଲକିଲ୍ଲା ଭିତରକେ ଢୁକିକରି ସଂଗଠନ୍‌ର ପତକା ଉଡେଇଥିଲେ । ନୂଆଁ କୃଷି ଆଇନ ପ୍ରତିବାଦନେ ଆନ୍ଦୋଲନ କରିଥିଲେ ଆରୁ ଲାଲ କିଲ୍ଲା ଭିତରକେ ବେରିକେଡ୍ ଭାଙ୍ଗିକରି…

ବୈଠକ୍ ଉତାରୁ ବୈଠକ୍ ଚାଲିଛେ, ହେଇ ନାଇଁ ପାରବାର ସମାଧାନ୍‌

ଫେର୍ ବିଫଲ୍ ହେଲା ସରକାର ଆରୁ କୃଷି ସଂଗଠନ୍ ଭିତରେ ଆଲୋଚନା । ନୂଆଁ କୃଷି ଆଇନ୍‌କେ ନେଇକରି ଧାରନା ବସିଥିବାର ଚାଷୀ ଇହାଦେ ଭିଲ୍ ନିଜର ଜିଦ୍‌ନେ ରହିଛନ୍ । ଆଏଜ୍ ୯ ନମ୍ବର ଥର ସରକାର ଆରୁ କୃଷି ସଂଗଠନ୍ ବୈଠକ ବସିଥିଲା । ସରକାରକଁର ଆଡୁ ଆଜିର ବୈଠକନେ ଫେର୍ କୃଷି ଆଇନ୍‌ନେ ସଂଶୋଧନ କରବାର…

ଦିଲ୍ଲୀ ସୀମାନେ ହେବା ଟ୍ରାକ୍ଟର ରାଲି

ନୂଆଁ କୃଷି ଆଇନ୍‌କେ ନେଇକରି କେନସି ସମାଧାନ୍‌ର ବାଟ୍ ନାଇଁ ବାହାରି ପାରବାର । ସରକାର ଆରୁ କୃଷକ ସଂଗଠନ୍ ଭିତରେ ବାରମ୍ବାର ବୈଠକ୍ ହେଉଛେ ଆର୍ ଯେ ଯାର ଜିଦ୍‌ନେ ରହୁଛନ୍ । ଆଏବାର ଜାନୁଆରୀ ୨୬ ତାରିଖନେ ଖାଲି ହରିଆଣା ନୁହେଁ ଦିଲ୍ଲୀ ସୀମାନେ ଭିଲ୍ ରାଲି ହେବା । ଲାଲକିଲ୍ଲାନେ ହେବା ବଲି…

ସର୍ବୋଚ୍ଚ ଅଦାଲତକଁର ରାୟକେ ଚାଷୀକଁର ନାପସନ୍ଦ

ନୂଆଁ କୃଷି ଆଇନ୍ ନେଇକରି ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିକିନା ଗୁଟେ ରାୟର ଶୁଣାଣି କରିଥିଲେ । ହେଲେ କୃଷି ଆଇନ୍‌କେ ବିରୋଧ୍ କରୁଥିବାର ଚାଷୀ ସଂଗଠନ୍ ମାନେ କୋର୍ଟକଁର ରାୟକେ ସମର୍ଥନ୍ ନାଇଁ ଜନେଇ । ସର୍ବୋଚ୍ଚ ଅଦାଲତ୍ କୃଷି ଆଇନ୍‌କେ ସ୍ଥଗିତ୍ ରଖବାର ଲାଗି କେନ୍ଦ୍ରକେ ନିର୍ଦ୍ଦେଶ…

ସ୍ଥଗିତ୍ ହେବା କୃଷି ଆଇନ୍‌!

କେନ୍ଦ୍ର ନୂଆଁ କୃଷି ଆଇନ ବିରୋଧନେ ଇହାଦେ ଭିଲ୍ ଚାଷୀ ପ୍ରତିବାଦ୍ କରିଆସୁଛନ୍ । ଚାଷୀ ସଂଗଠନ୍ ଆରୁ ସରକାରକଁର ଭିତରେ ଇ ପ୍ରସଙ୍ଗନେ ବାରମ୍ବାର ବୈଠକ ହେଇଆସୁଥିଲେ ଭିଲ୍ ଇହାଦେ ତକ୍ କେନସି ସମାଧାନ୍ ନାଇଁ ହେଇପାରି । ସେଆଡେ ଇ ପ୍ରସଙ୍ଗନେ ଫେର୍‌ଘାଏ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ୍ କରିଛନ୍…

କେଭେ ହେବା ସମାଧାନ୍ ?

କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌କେ ବିରୁଧ କରିକିନା ଦେଶଭରନେ ଚାଲିଛେ ଚାଷୀ ଆନ୍ଦୋଲନ୍ । ୨୧ ଦିନ୍ ଉପରେ ପୁହୁଞ୍ଚିଛେ ଇ ଆନ୍ଦୋଲନ୍ । ନିଜର ଜିଦ୍‌ନେ ରହିଥିବାର ଚାଷୀ ଦାବି ନାଇଁ ପୁରା ହେବାର ତକ୍ ଆନ୍ଦୋଳନ୍ ଜାରି ରହେବା ବଲି ଚେତାବନୀ ଦେଇଛନ୍ । ସେଆଡେ କେନ୍ଦ୍ର ସରକାର ଭିଲ୍ କେତନି…

ବଢୁଛେ ଚାଷୀ ଅସନ୍ତୋଷ, ହେଇନାଇଁ ପାରବାର ସମାଧାନ୍‌

କେନ୍ଦ୍ରର ନୂଆଁ କୃଷି ଆଇନକେ ବିରୋଧ କରିକିନା ଇହାଦେ ଭିଲ୍ ଦେଶସାରା ଚାଲିଛେ ଚାଷୀ ଆନ୍ଦୋଲନ୍ । କୃଷ୍କ ସଙ୍ଗଠନ୍ ଆଡୁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥନେ ଚକା ଜାମ୍ କରବାର ଚେତାବନୀ ଦିଆଯାଇଛେ । ଯାର ବାଦ୍ ପୁଲିସ ଆଡୁ ସୁରକ୍ଷାକେ ବଢେଇ ଦିଆଯାଇଛେ । ସେଆଡେ ହରିୟାଣାର ଚାଷୀମାନେ ଗୁଟେ ଟୋଲ୍…