Browsing Tag

education

ଶିକ୍ଷାର୍ ବିକାଶ୍ ଦିଗେ ‘ମୋ କଲେଜ୍‌’

ମୋ ସ୍କୁଲ୍ ଅଭିଯାନ ଉତାରୁ ରାଏଜ୍‌ନେ ଉଚ୍ଚଶିକ୍ଷା ର୍ ଭିତ୍ତିଭୁମି ଆର୍ ପରିବେଶ୍ ର ବିକାଶ ଲାଗି ରାଜ୍ୟ ସରକାର୍ ଇହାଦେ ମୋ କଲେଜ୍ ଅଭିଯାନ ର ଶୁଭାରମ୍ଭ କରିଛନ୍ । ଶିକ୍ଷା ର ବିକାଶ୍ ଲାଗି ରାଜ୍ୟ ସରକାର୍ ଭିନ୍ ଭିନ୍ ଯୋଜନା ସବୁ ଆର୍‌ମ୍ଭ କରିଥିବାର୍ ବେଲ୍‌କେ ମୋ ସ୍କୁଲ୍ ଅଭିଯାନ୍ ଉତାରୁ…

ଫେବୃଆରୀ ୬ନୁ +୨ ଫର୍ମ ଫିଲପ୍‌

ମେ ୧୫ ତାରିଖନୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକେ ଯାଉଛେ । ଆଗକେ ପରୀକ୍ଷା ଥିବାର ବେଲକେ ଆଏବାର ୬ ତାରିଖନୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ କରାଯିବାର ନେଇକରି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଡୁ ବିଜ୍ଞପ୍ତି ଜାରି କରାଯାଇଛେ । ଫେବୃଆରୀ ୬ ତାରିଖନୁ ୧୨ ତାରିଖ ତକ୍…

ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ଆରମ୍ଭ ହେଲା ଫର୍ମଫିଲପ୍

jରାଏଜନେ ଥିବାର୍ ୨୫୦ଟା ଆଦର୍ଶ ବିଦ୍ୟାଲୟର୍ ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ ଯେନଥି ୬ କ୍ଲାସ୍ ର ନାଁ ଲେଖା ଲାଗି ସୂଚନା ଦିଆଯାଇଛେ । ନାଁ ଲେଖା ଲାଗି ଆବେଦନ୍ କର୍‌ବାର୍ ଶେଷ୍ ତାରିଖ୍ ଫେବୃଆରୀ ୨୦ ତାରିଖ୍ ଥିବାର୍ ବେଲ୍‌କେ ଆଏବାର୍ ମାର୍ଚ୍ଚ ୮ ତାରିଖ୍ ଦିନେ ପ୍ରବେଶିକା ପରୀକ୍ଷା…

ସମ୍ବଲପୁର୍ ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହେଲେ ପ୍ରଫେସର୍ ସଂଜୀବ ମିତ୍ତଲ

ସମ୍ବଲପୁର୍ ବିଶ୍ୱବିଦ୍ୟାଳୟ୍ ର କୁଳପତି ପଦ୍ ବହୁତ୍ ଦିନୁ ଖାଲି ରହିଥିବାର୍ କେ ନେଇକରି ବହୁତ୍ ଦିନୁ ଚର୍ଚ୍ଚା ଲାଗିରହିଥିବାର୍ ବେଲ୍‌କେ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଲୟର୍ ନୂଆ କୁଳପତି ହିସାବେ ପ୍ରଫେସର୍ ସଂଜୀବ୍ ମିତ୍ତଲ କୁଁ ନିଯୁକ୍ତି କରାଯାଇଛେ । ରାଜ୍ୟପାଳ ଗଣେଶି ଲାଲ୍ ତାହାକୁଁ ନୂଆ…

ଆଏବାର୍ ୧୧ନୁ ଖୁଲ୍‌ବା ସବୁ ବିଶ୍ୱବିଦ୍ୟାଲୟ

କରୋନା ମହାମାରୀ ଲାଗି ପୁରା୯ ମାସ ଧରିକରି ସବୁ ସ୍କୁଲ , କଲେଜ ବନ୍ଦ ରହିଥିଲା । ହେଲେ ଇହାଦେ ପରିସ୍ଥିତି ସୁଧରିବାର୍ କେ ନେଇକରି ଜାନୁଆରୀ ୧୧ ନୁ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ୍ ଖୁଲବା ବଲିକରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଡୁ ସୂଚନା ମିଲିଛେ । କଲେଜ୍ ଖୁଲବାର୍ ଉତାରୁ…

ବାହାରଲା ୨୦୨୧ ର ଛୁଟି ଲିଷ୍ଟ୍‌

ଇ ବରଷ କରୋନା ସଂକ୍ରମଣ କେ ଦେଖିକରି ସବୁ ସ୍କୁଲ୍‌ ମାନେ ବନ୍ଦ କରାଯାଇଥିଲା । ହେଲେ ସ୍କୁଲ୍‌ ମାନେ ବନ୍ଦ ହେବାର୍‌ନୁ ଛୁଆ ମାନକଁର୍‌ ପାଠ୍‌ପଢା ମାଡ୍‌ ଖାଇ ଯାଇଛେ । ସେଥିର୍‌ ଲାଗି ରାଜ୍ୟ ସରକାର୍‌ ଆଏବା ବଛର୍‌ ସ୍କୁଲ୍‌ ଖୁଲବାର୍‌ କେ ନେଇକରି ଇହାଦେ ତକ୍‌ ଭିଲ୍‌ ଚୁପି ଜାରି ରଖିଛନ୍‌ ।…

ଡିସେମ୍ବରନୁ ‘ମିଶନ୍ ଜିରୋ ଏଫ୍‌’

ଇ ବରଷ୍ କରୋନା ବେମାରୀ ଲାଗି ସବୁ ଶିକ୍ଷା ଅନୁଷ୍ଠାନ୍ ମାନେ ବନ୍ଦ ରହିଛେ । ଇହାଦେ ଭିଲ୍ ସଂକ୍ରମଣର ଡର୍ ରହିଥିବାର ବେଲେ ସ୍କୁଲ ଖୁଲବାର ନେଇକରି ଆଲୋଚନା ଚାଲିଛେ । ତ ଇତାର ଭିତରେ ମେଟ୍ରିକ୍ ପରୀକ୍ଷାକେ ନେଇକରି ଭିଲ୍ ଚିନ୍ତା ବଢିଛେ । ୨୦୨୦-୨୧ ମେଟ୍ରିକ୍ ପରିକ୍ଷାନେ ଛାତ୍ରଛାତ୍ରୀକଁର…

ଜିଏମ୍‌ୟୁନେ ହେବା ବୟସ୍କ ଲୁକକଁର ଉପରେ ଗବେଷଣା

ବୁଢା ଲୁକକଁର ଦିହିପାହା, ଶିକ୍ଷା, ସାମାଜିକ୍ ସ୍ଥିତି ଉପରେ ଗବେଷଣା କରବାର ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ମିଲିଛେ ଅନୁମତି । ବୃଦ୍ଧାବସ୍ଥାକେ ନେଇକରି ରାଜ୍ୟର ପହେଲା ଗବେଷଣା କେନ୍ଦ୍ର ହିସାବେ ଜିଏୟୁକେ ରାଜ୍ୟ ସରକାର ଦେଇଛନ୍ ମଞ୍ଜୁରୀ । ଗଲା ଶନିବାର ଦିନ ବନାରସ…