Browsing Tag

corona effect

ଶିକ୍ଷାନୁଷ୍ଠାନ୍ ମାନକୁଁ କଡା କଡି ହେବା କରୋନା ନିୟମ୍

ଦେଶ୍‌ନେ ଇହାଦେ ଫିର୍‌ଘାଏ କରୋନା ସଂକ୍ରମଣ ବଢୁଥିବାର୍ ନେଇକରି ଭିନ୍ ଭିନ୍ ରାଏଜ୍‌ନେ ଲକ୍‌ଡାଉନ୍ ହେବା ବଲି ସୂଚନା ମିଲିଛେ । ସେନ୍ତା ଓଡିଶାନେ ବି କରୋନା ନିୟମ୍ ସବୁ କଡା କଡି ହିସାବେ ପାଲନ୍ କର୍‌ବାର୍ ଲାଗି ସରକାର୍ ନିର୍ଦ୍ଦେଶ୍ ଦେଇଛନ୍ । କରୋନ ସଂକ୍ରମଣ ବଢୁଥିବାର୍ ନେଇକରି…

ଆରମ୍ଭ ହେଲା ଦେଶ୍‌ବ୍ୟାପି ଟିକାଦାନ୍ ପ୍ରକ୍ରିୟା

ଆଏଜ୍ ସାରା ଦେଶେ ମୂଲ୍ ହେଇଯାଇଛେ କରୋନା ଟିକାଦାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ୍‌ବ୍ୟାପି ଈ ଟିକାଦାନ୍ ପ୍ରକ୍ରିୟାର୍ ଆରମ୍ଭ ନେ ଦେଶ୍ ର ଲୋକମାନକୁଁ ସମ୍ବୋର୍ଦ୍ଧନ୍ କରିଛନ୍ । ଦେଶନେ ଦୁଇ ପ୍ରକାର୍ ର୍ କରୋନା ଟିକା ପ୍ରସ୍ତୁତ୍ କରାଯାଇଥିବାର୍ ବେଲେ ଆଏଜ୍ ସେ ଟିକା ଦାନ୍…

କରୋନା ଟିକାକେ ଅନୁମତି ଦେଲା ଭାରତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍‌ହାର୍ ଲାଗି ଅନୁମତି ଦେଲେ ଭାରତ ସର୍‌କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ…

କରୋନା ବିଗଡାଲା ଖେଲ୍‌

ଆଜି ଯେନମାନେ ଅଛନ୍ ସେମାନେ କମସେ କମ୍ ବଞ୍ଚିଥିବାର୍ ତକ୍ ୨୦୨୦କେ କିହେ ନାଇଁ ପାସରନ୍ । ଯେତକି ନୁକସାନ୍ ହେଇଛେ, ତାର ହିସାବ କରବାର୍ ବି ମୁସ୍କିଲ୍ । ଜୀବନ୍ ଯାଇଛେ, ଅର୍ଥନୀତିର ଭୁଷଡିପଡିଛେ, ଏନ୍ତା କେହେନସି କ୍ଷେତ୍ର ନାଇଁନ ଯେନଟା କରୋନା ଲାଗି ପ୍ରଭାବିତ୍ ନାଇଁ ହେଇ । ଆର୍ ୨୦୨୦ନେ…

କରୋନା ଟିକାର୍‌ ନୂଆ ଗାଇଡ ଲାଇନ୍‌

କରୋନା ଟିକା ଦେବାର୍‌ ଲାଗି କେନ୍ଦ୍ର ସରକାର୍‌ ସୋମବାର୍‌ ଦିନ ନୂଆ ଗାଇଡ୍‌ ଲାଇନ ଲାଗୁ କରିଛନ । ଗାଇଡଲାଇନ୍‌ ହିସାବେ ଲୋକ୍‌ ମାନକୁଁ କରୋନା ଟିକା ଦିଆଯିବା । ପହେଲା ୩୦ କୋଟି ଲୋକମାନକୁଁ କରୋନା ଟିକା ଦିଆଯିବା ତାର୍‌ ଭିତ୍‌ରୁ ସ୍ୱାସ୍ଥ୍ୟ କର୍ମଚାରୀ , କରୋନା ୱାରିୟର ,୫୦ନୁ ଅଧିକା…