Browsing Tag

odisha culture

ବଦ୍‌ଲିଯିବା କୋଣାର୍କର୍ ରୂପ୍‌ରେଖ୍

ରାଜ୍ୟ ସରକାର୍ ପୁରୀ କେ ଗୁଟେ ବିଶ୍ୱ ଐତିହ ସହର୍ ବନାବାର୍ ଲାଗି ତାର୍ ବିକାଶ୍ କାମ୍ ର ଯୋଜ୍‌ନା ଆରମ୍ଭ କରିଛନ୍ । ପୁରୀ ର କୋଣାର୍କ କେ ଆନ୍ତର୍ଜାତୀୟ୍ ରୂପ୍‌ରେଖ୍ ଦେବାର୍ ଲାଗି ରାଜ୍ୟ ସରକାରକଁର୍ ଆଡୁ ନିଲିଆ ନକ୍ସା ବନା ଯାଇଛେ । ୧୯୮୪ ମସିହା ନେ ୟୁନେସ୍କୋ ଆଡୁ କୋଣାର୍କ କେ ବିଶ୍ୱ…

୨୧ନୁ ବିନା କୋଭିଡ ରିପୋର୍ଟ ଥି ଜଗନ୍ନାଥ୍‌କୁଁ ଦର୍ଶନ୍ କର୍‌ବେ ଭକତ୍

କରୋନା କଟକଣା ଭିତ୍‌ରେ ପୁରୀ ର ଜଗନ୍ନାଥ୍ ମନ୍ଦିର୍ ଖୁଲିଥିବାର୍ ବେଲ୍‌କେ ଆଏବାର୍ ୨୧ତାରିଖ୍ ନୁ କୋଭିଡ୍ ରିପୋର୍ଟ ନାଇ ଦେଖାଲେ ବି ମନ୍ଦିର୍ ଭିତର୍‌କେ ଅନୁମତି ମିଲ୍‌ବା ବଲିକରି ପୁରୀ ଜିଲ୍ଲାପାଳକଁର୍ ଆଡୁ ସୂଚନା ମିଲିଛେ । ଇ ନେଇକରି ପୁରୀ ଜିଲ୍ଲାପାଳକଁର୍ ଅଧିନ୍‌ଥି ବସିଥିବାର୍…

ମନ ଢୁଲିଆକଁର ଗୁଲଗୁଲା

ଶେଷେ କଲାକାରକଁର ଦୁଃଖ୍ ବୁଝଲା ପ୍ରଶାସନ୍ ଆରୁ ଚିକିତ୍ସା ଲାଗି ଦିଆଗଲା ସାହାଜ୍ । ବରପାଲି ଟୁଙ୍ଗବନ୍ଦଲି ଦଣ୍ଡ ନାଚର ମୁଖ୍ୟ କଳାକାର ତଥା ଢୁଲିଆ ମନ୍ ଲୁହା ବନେ ଦିନ୍ ହେଲା ବେମାରନେ ପଡିଥିଲେ । ହେଲେ ପାଶେ ପଏସାପତର ନାଇଁ ଥିବାର ବେଲକେ ଛୁଆପିଲା ଭିଲ୍ କେହି ନାଇଁ ବୁଝଲେ କଥା । ଭଙ୍ଗା…

ଅନଲାଇନ୍ ନେ ବିକ୍ରି ହେଉଛେ ଓଡିଶାର୍ ହସ୍ତତନ୍ତ

ଓଡିଶାର୍ ହସ୍ତକଲାର୍ ଚାହିଦା ଇହାଦେ ସାରା ଦେଶ୍ ଆର୍ ସାରା ବିଶ୍ୱନେ ବଢିଚାଲିଛେ । ସେଥିର୍ ଲାଗି ବଲିକରି ଭିନ୍ ଭିନ୍ ‘ଇ କମର୍ସ ' ସାଇଟ୍ ମାନକୁଁ ଆମର୍ ଓଡିଶାର୍ ଭିନ୍ ଭିନ୍ ହସ୍ତକଲା ଯେନ୍ତା ସମ୍ବଲପୁରୀ ଶାଢୀ ହେଉ କି ଓଡିଶାର୍ ଆର୍ କିଛି ହସ୍ତଶିଲ୍ପ ହେଉ ସବୁ ବିକ୍ରିବଟା ହେବାର୍ ଆରମ୍ଭ…

ଜାନୁଆରି ୬ ନୁ ଖୁଲବା ନୃସିଂହନାଥ୍

କରୋନା ଲାଗି ୯ ମାସ୍ ଧରିକରି ବନ୍ଦ ରହିଥିବାର୍ ବରଗଡ ଜିଲ୍ଲାର୍ ପାଇକମାଲ୍ ର ନୃସିଂହନାଥ୍ ମନ୍ଦିର୍ ହେଲେ ଇହାଦେ ସବୁ ଧର୍ମିକ୍‌ପୀଠ ମାନେ ଖୁଲିଯାଇଥିବାର୍ ନୁ ଆଏବାର୍ ଜାନୁଆରୀ ୬ ତାରିଖ୍ ନୁ ନୃସିଂହନାଥ ମନ୍ଦିର୍ ଖୁଲବାର୍ କେ ନେଇକରି ସୂଚନା ମିଲିଛେ । କୋଭିଡ ଗାଇଡଲାଇନ୍ କେ ମାନିକରି…

କଲାହାଣ୍ଡିର୍ ବଜାଥି ଦୁଲ୍‌କିବା ଦିଲ୍ଲୀ

କଲାହାଣ୍ଡି ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍‌କେ ଇ ବଛର୍ ସାଧାରଣତନ୍ତ୍ର ଦିବସ୍‌ନେ ଭାଗ୍ ନେବାର୍ ଲାଗି ବଛା ଯାଇଛେ । କଲାହାଣ୍ଡି ର୍ ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍ ଆମର୍ ପଶ୍ଚିମ ଓଡିଶାର୍ କଲା ସଂସ୍କୃତି ଆର୍ ନାଚ୍ ଗୀତ୍ କେ ପୁରା ଦେଶ୍ ର ସାମ୍ନାନେ ଦେଖାବାର୍ ଲାଗି ପ୍ରସ୍ତୁତି ଇହାଦେ…

ଭିଏସ୍‌ଏସ୍ ବିମାନ୍ ବନ୍ଦର୍‌ନେ ଲାଗୁ ହେଲା କଟକନା

କରୋନା ଲାଗି ଇହାଦେ ସବୁ ବିମାନ୍ ବନ୍ଦର୍ ମାନକୁଁ ନିୟମ୍ କଡାକଡି କରାଯାଇଥିବାର୍ ବେଲେ ଝାରସୁଗୁଡା ଜିଲ୍ଲାର୍ ଭିଏସ୍‌ଏସ୍ ବିମାନ ବନ୍ଦର୍ ନେ ଭିଲ୍ କଟ୍‌କନା ବଢେଇ ଦିଆଯାଇଛେ । ଲଣ୍ଡନ୍ ଆର୍ ଦକ୍ଷୀଣ୍ ଆଫ୍ରିକାନେ ଇହାଦେ ନୂଆ କରୋନା ଭାଇରସ୍ ଦେଖାଯାଇଥିବାର୍‌ନୁ ସେଥିର୍ ଲାଗି ଆମର୍ ଦେଶ୍…

୩ ତାରିଖ୍‌ ଖୁଲବା ସବୁ ଧର୍ମାନୁଷ୍ଠାନ୍

ଏତ୍‌କି ଦିନର୍‌ ଅପେକ୍ଷା ଉତାରୁ ତାକଁର୍‌ ଭକତ ମାନକୁଁ ଦର୍ଶନ ଦେବେ ମାଁ ,ପୂରୀ ମନ୍ଦିର୍‌ ଆର୍‌ ଲିଙ୍ଗରାଜ୍‌ ମନ୍ଦିର୍‌ ଖୁଲୁଥିବାର୍‌ ବେଲେ ସମ୍ବଲପୁର୍‌ର ସମଲେଇ ମନ୍ଦିର୍‌ ଖୁଲବାର୍‌ କେ ନେଇକରି ଆର୍‌ ତାର ସାଙ୍ଗେ ସବୁ ଧର୍ମାନୁଷ୍ଠାନ୍‌ ଖୁଲବାର୍‌ କେ ନେଇକରି ବୈଠକ୍‌ ବସିଥିଲା ।…

ମଗ୍‌ଶୀର୍ ଗୁରୁବାର୍ ଆର୍ ସମାଜ୍ ସଂସ୍କାର୍ 

ଧନ୍‌..ସମ୍ପତ୍ତି..ସଂବୃଦ୍ଧି.. ଆର୍ ବିକାଶ୍‌ର ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀକୁଁ ଧନୀନୁ ଗରୀବ୍‌, ଛୁଆନୁ ବୁଢ଼ା, ରଜାନୁ ପରଜା ସନ୍ତୁଷ୍ଟ୍ କରବାର୍‌ଲାଗି କିଏ ନାଇଁ ଚାହିଁ ! ସବୁଦିନେ ସବୁଆଡେ ମାଁ ଲକ୍ଷ୍ମୀକଁର୍ ଆଦର୍ । ବରଷ୍ ସାରା ଏନ୍ତା ଗୁଟେ ଦିନ୍ ନାଇଁ ଯେନ୍‌ଦିନେ ତାଁକର୍ ପୂଜା…

ଖୁଲିପାରେ ଧର୍ମାନୁଷ୍ଠାନ୍‌

କରୋନା ଲାଗି ସବୁ ଧର୍ମାନୁଷ୍ଠାନ ବନ୍ଦ୍‌ ରହିଥିବାର୍‌ ବେଲେ ବହୁତ୍‌ ଜଲ୍‌ଦି ସବୁ ଧାର୍ମିକ୍‌ ସ୍ଥଲୀ ମାନେ ଖୁଲାଯିବା ବଲିକରି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଟ୍ୱିଟ୍‌ କରିଛନ୍‌ । କୋଭିଡ ସମିୟା ନେ ଧର୍ମାନୁଷ୍ଠାନ୍‌ ମାନେ ଖୁଲବାର୍‌ କେ ନେଇକରି ସବୁ ଜିଲ୍ଲା ର ଜିଲ୍ଲାପାଲ ମନକୁଁ…