Browsing Tag

all india farmer association

ଫେର୍ ଗୁଟେ ଟ୍ରାକ୍ଟର ରାଲି

ନୂଆଁ କୃଷି ଆଇନକେ ନେଇକରି ଚାଷୀ ସଂଗଠନର ବିରୋଧ୍ ଇହାଦେ ଭିଲ୍ ଜାରି ରହିଛେ । ବାରମ୍ବାର ସରକାରକଁର ସାଙ୍ଗେ ଆଲୋଚନା ହେଇଥିଲେ ଭିଲ୍ ଇନେଇକରି କେନସି ସମାଧାନ୍ ହେଇନାଇଁପାରି । ସାଧାରଣତନ୍ତ୍ର ଦିବସନେ ଦିଲ୍ଲୀନେ ଟ୍ରାକ୍ଟର ରାଲି କରବା ଚାଷୀ ସଂଗଠନ୍ । ଟ୍ରାକ୍ଟର ରାଲି ଉପରେ ଯାହା…

ଫେର୍ ବୈଠକ୍ ଲାଗି କେନ୍ଦ୍ର ସରକାରକଁର ଚିଠି

ଇହାଦେ ଭିଲ୍ ଚାଲିଛେ କୃଷି ଆନ୍ଦୋଳନ୍ । କୃଷି ଆଇନକେ ବିରୁଧ କରିକିନା ଗଲା ୨୭ ଦିନ୍ ହେଲାନ ଚାଷୀ ଆନ୍ଦୋଲନ୍ କରିକିନା ଧାରନାନେ ବସିଛନ୍ । ସରକାର ଆରୁ ଚାଷୀ ସଙ୍ଗଠନ ଭିତରେ କେତନି ଥର ବୈଠକ ହେଇସାରିଥିଲେ ଭିଲ୍ କେନସି ସମାଧାନ୍ ନାଇଁ ହେଇପାରି । ଚାଷୀ ନିଜର କଥାନେ ରହିଥିବାର ବେଲକେ ସରକାର…

କୁଚିଣ୍ଡା ଧାନମଣ୍ଡି ନେ ପଡିଛେ ସାଢେ ୩ ଲାଖ୍‌ ଧାନ ବସ୍ତା

ସବୁଆଡେ ଇହାଦେ ଚାଷୀ ମାନକଁର୍‌ ଆନ୍ଦୋଲନ ଜୋର୍‌ ଧରିଥିବାର୍‌ ବେଲେ କୁଚିଣ୍ଡା ର ଚାଷୀ ମାନକଁର୍‌ ଦୁଃଖ୍‌ କହେଲେ ନି ସରେ । କୁଚିଣ୍ଡା ଅଂଚଲ ର ୩ ହଜାର୍‌ ଚାଷୀ ମାନକଁର୍‌ ଇହାଦେ ନିଦ୍‌ ହଜି ଯାଇଛେ । ଇଆଡେ ନା ମିଲର୍‌ ଆସୁଛନ୍‌ ନା ପ୍ରଶାସନ ଶୁନୁଛନ୍‌ । ଖୁଲା ନେ ପଡିଛେ ବସ୍ତା ବସ୍ତା…

ବଢୁଛେ ଚାଷୀ ଅସନ୍ତୋଷ, ହେଇନାଇଁ ପାରବାର ସମାଧାନ୍‌

କେନ୍ଦ୍ରର ନୂଆଁ କୃଷି ଆଇନକେ ବିରୋଧ କରିକିନା ଇହାଦେ ଭିଲ୍ ଦେଶସାରା ଚାଲିଛେ ଚାଷୀ ଆନ୍ଦୋଲନ୍ । କୃଷ୍କ ସଙ୍ଗଠନ୍ ଆଡୁ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥନେ ଚକା ଜାମ୍ କରବାର ଚେତାବନୀ ଦିଆଯାଇଛେ । ଯାର ବାଦ୍ ପୁଲିସ ଆଡୁ ସୁରକ୍ଷାକେ ବଢେଇ ଦିଆଯାଇଛେ । ସେଆଡେ ହରିୟାଣାର ଚାଷୀମାନେ ଗୁଟେ ଟୋଲ୍…