Browsing Tag

farmer protest

ଜିଦ୍‌ନେ ଚାଷୀ

ଇହାଦେ ଭିଲ୍ ନୂଆଁ କୃଷି ଆଇନ୍ ବିରୋଧନେ ଜାରି ରହିଛେ ଚାଷୀ ଆନ୍ଦୋଲନ୍ । ପ୍ରଶାସନ୍ , ପୁଲିସର ଅଟକାବାର ଉତାରୁ ଭିଲ୍ ଚାଷୀ ନିଜର ଜିଦ୍‌ନେ ରହିଛନ୍ । ସିଂଘୁ ଆରୁ ଗାଜିପୁର ସୀମା ଧାରନାଥି ଚାଷୀକଁର ସଂଖ୍ୟା ବଢବାରନେ ଲାଗିଛେ । ହରିୟାଣା ଆରୁ ପଞ୍ଜାବରୁ ଶହ ଶହ ଚାଷୀ ଆନ୍ଦୋଳନନେ ସାମିଲ୍…

ଗାଜିପୁର୍ ସୀମାନେ ଲାଗ୍‌ଲା ୧୪୪ ଧାରା

ନୂଆଦିଲ୍ଲୀ ନେ ଚାଷୀ ଆନ୍ଦୋଲନ୍ ଜୋର୍ ଧରିଥିବାର୍ ବେଲେ ଗଣତନ୍ତ୍ର ଦିବସ୍ ଦିନ ଚାଷୀ ସଂଗଠନ୍ ଆଡୁ ହେଇଥିବାର୍ ହିଂସାକାଣ୍ଡ କେ ନେଇକରି ପ୍ରଶାସନ୍ ଆଡୁ କଡା କାର୍ଯ୍ୟନୁଷ୍ଠାନ ନିଆଯାଇଛେ । ଦିଲ୍ଳୀ ର ସବୁ ସୀମା ଆଡୁ ଆନ୍ଦୋଲନକାରୀ ମାନକୁଁ ହଟାବାର୍ ଲାଗି ତ୍ତଉତ୍ତରପ୍ରଦେଶ୍ ସରକାର୍ ଜିଲ୍ଲା…

ରାଜରାସ୍ତାନେ ୫ ଘଣ୍ଟା ଫସି ରହେଲେ କଲାକାର

ସାଧାରଣତନ୍ତ୍ର ଦିବସ ଦିନ୍ ଦିଲ୍ଲୀ ଲାଲକିଲ୍ଲାନେ ହେଇଥିବାର ଝମେଲା ସ୍ଥିତି ଲାଗି ବହୁତ୍ ଲୋକ୍ ହଏରାନ୍ ହେଇଛନ୍ । ଟ୍ରାକ୍ଟର ରାଲି କରବାର ଲାଗି ଦିଆଯାଇଥିବାର ରୁଟ୍‌ନେ ନାଇଁ ଯାଇକରି ବେରିକେଡ ଭାଙ୍ଗିକରି ଦିଲ୍ଲୀ ଭିତରକେ ଢୁକିଥିଲେ ଚାଷୀ । ଆରୁ ଇ ସବୁ ଭିତରେ ୫ ଘଣ୍ଟାକାଲ୍ ରାସ୍ତାନେ…

ଡିସେମ୍ବର ୩୦ନେ ଚାଷୀ ସଂଗଠନ ସାଙ୍ଗେ କେନ୍ଦ୍ରର ବୈଠକ

କେନ୍ଦ୍ରର ନୂଆଁ କୃଷି ଆଇନ୍‌କେ ବିରୋଧ୍ କରିକିନା ଇହାଦେ ଭିଲ୍ ସିଂଘୁ ସୀମାନେ ଧାରନାନେ ବସିଛନ୍ ହଜାର ହଜାର ଚାଷୀ । ବାରମ୍ବାର ସରକାର ଆରୁ ଚାଷୀକଁର ଭିତରେ ବୈଠକ ଆରୁ ଆଲେଚନା ହେଇଥିଲେ ଭିଲ୍ କେନସି ସମାଧାନ୍ ଇହାଦେ ତକ୍ ବାହାରି ନାଇଁପାରି । ସେଆଡେ କେନ୍ଦ୍ର ସରକାର ଆରଘାଏ ଚାଷୀ ସଂଗଠନ୍…

କେଭେ ହେବା ସମାଧାନ୍ ?

କେନ୍ଦ୍ର ସରକାରକଁର ନୂଆଁ କୃଷି ଆଇନ୍‌କେ ବିରୁଧ କରିକିନା ଦେଶଭରନେ ଚାଲିଛେ ଚାଷୀ ଆନ୍ଦୋଲନ୍ । ୨୧ ଦିନ୍ ଉପରେ ପୁହୁଞ୍ଚିଛେ ଇ ଆନ୍ଦୋଲନ୍ । ନିଜର ଜିଦ୍‌ନେ ରହିଥିବାର ଚାଷୀ ଦାବି ନାଇଁ ପୁରା ହେବାର ତକ୍ ଆନ୍ଦୋଳନ୍ ଜାରି ରହେବା ବଲି ଚେତାବନୀ ଦେଇଛନ୍ । ସେଆଡେ କେନ୍ଦ୍ର ସରକାର ଭିଲ୍ କେତନି…

କାଏଁ ହେଲାଯେ ତାତିଛେ ଚାଷୀ ? (୩)

ଗଲା ଦୁଇ ଦିନ୍ ଧରିକରି ଆପଣ ମାନେ ଇନେ ପଢୁଛନ୍ ଯେ କାଏଁ ହେଲାଯେ ଗଲା ଦୁଇ ହପ୍ତା ହେଲା ଚାଷୀ ମାନେ ଆନ୍ଦୋଲନ୍ କରୁଛନ୍ ଆର୍ ଆଏଜ୍‌କା ଭାରତ ବନ୍ଦ୍ କରିଛନ । ‘କାଏଁ ହେଲାଯେ ତାତିଛେ ଚାଷୀ’ ସିରିଜ୍‌ର୍ ୧ ଆର୍ ୨ ନମ୍ବର୍ ଲେଖାନେ ଏମ୍‌-ଏସ୍‌-ପିର୍ ଗଣିତ୍ ଆର୍ ଆର୍ ଇ କୃଷି ନିୟମ୍ ସବୁକେ…

କାଏଁ ହେଲାଯେ ତାତିଛେ ଚାଷୀ ? (୧)

ସକାଲ୍ ପହ ପହନୁ ବେଲବୁଡାତକ୍ ତାର୍ ଫୁରସତ୍ ନାଇଁ । ନି ହେଲା କାମ୍ କି ଅଯଥା କଥାଲାଗି ତାର୍ ଠାନେ ସମିଆ ନାଇଁ । ଲାଭ୍ ମିଲୁ କି ନାଇଁ, ପେଟ୍ ପୁରୁ କି ନାଇଁ, ଦିହେ ଜର୍ ବେମାର୍ ଥାଉ କି ଘରକେ କୁନୂଆଁ ବୁତା ଆସିଥାଉନ ବାକି ତାହାକେ ବେଲ୍ ଉଦାନୁ କ୍ଷେତ୍‌କେ ନାଇଁ ପହଁଚିଲେ ନାଇଁ ଚଲେ ।…