Browsing Category

ଓଡ଼ିଶା

ରାଏଜେ କମୁଛେ କରୋନା ମାମଲା

ରାଏଜେ କମୁଛେ ସଂକ୍ରମଣ ସଂଖ୍ୟା । ଗଲା କିଛି ଦିନ ହେଲା ଓଡ଼ିଶାନେ କରୋନା ପଜିଟିଭ୍ ସଂଖ୍ୟା କମିଥିବାର ଝନାପଡିଛେ । ଆକ୍ରାନ୍ତଙ୍କର ସଂଖ୍ୟା ଗଲା ୧୦ ଦିନ ଭିତରେ କମିଥିବାର ବେଲେ ିଟା ଆଗକେ ଆହୁରି କମିପାରେ ବଲି ଆଶା କରାଯାଉଛେ । ମିଲିଥିବାର ରିପୋର୍ଟ ହିସାବେ ଗଲା ୧୦ ଦିନ ଭିତରେ କରୋନା…

ପରଲୋକନେ ପହେଲାର ବାଚସ୍ପତି ଶରତ କର

ଓଡ଼ିଶା ବିଧାନସଭାର ପହେଲାର ବାଚସ୍ପତି ତଥା ପୁରଖା ବିଜେଡ ନେତା ଶରତ କୁମାର କରଙ୍କର ପରଲୋକ । ଆଝି ୮୧ ବଛର ବୟସନେ ଭୁବନେଶ୍ୱରର ଗୁଟେ ଘରୋଇ ମେଡିକାଲନେ ତାଙ୍କର ନିଧନ୍ ହେଇଛେ । ଗଲା କିଛି ଦିନ ହେଲା ତାକଁର ଦିହ ଖରାପ ଥିବାରନୁ ମେଡିକାଲନେ ଭର୍ତ୍ତି ହେଇକରି ଚିକିତ୍ସିତ ହେଇ ଆସୁଥିଲେ ।…

ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଅଫିସ୍ ସିଲ୍‌

ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଅଫିସ୍ ସିଲ କଲା ବିଏମସି । କୋଭିଡ ନିୟମ ଉଲଘଂନ ଅଭିଯୋଗ ଉତାରୁ ଅପରାଜିତାଙ୍କର ଭୁବନେଶ୍ୱର ପଳାସପଲ୍ଲୀନେ ଥିବାର ଅଫିସ୍‌କେ ସିଲ୍ କରାଯାଇଛେ । ଆଏବାର ୧୫ ଦିନ ତକ୍ ଅଫିସ୍ ସିଲ୍ କରାଯାଇଥିବାର ଝନାପଡିଛେ । ସୂଚନା ହିସାବେ ଅପରାଜିତାଙ୍କର ନାଁନେ କୋଭିଡ…

ମହନୀ ଲଗାସି ସମ୍ବଲପୁରୀଆ ଠାନୀ

ଗାଁଖୁଲିନ ବାଜଲାନ ଢୋଲ, ନିଷାନ୍ । ଛାତି ଦୁଲକୋଉଛେ ବଜାର ତାଲ । ଖଗଲା ବେଟଲା, ନାକେ ଝରା ଗୁନା ପିନ୍ଧି ସକ୍ଟାପରି ଧଡି ଲଗା କପଟାନେ କୁଆଁରି ଟୁକେଲମାନେ ବାହାରିଲେନ । ପଂଚବାଦ୍ୟ ଦୁଲଦୁଲିର ତାଲେ ତାଲେ ତାଲ ପକେଇକରି ଅଂଟା ମଲକେଇ କରି କେତେ ଭଙ୍ଗୀନେ ମନର ଭାବକେ ନାଚି ନାଚି କହୁଛନ୍ ।…

ଖୁଲବା କଲେଜ !

ପୂଜା ଛୁଟି ଉତାରୁ ଖୁଲିପାରେ କଲେଜ । ଦୁର୍ଗାପୂଜା ଉତାରୁ ରାଏଜେ କଲେଜ ଖୁଲାଯିବାର ନେଇକିନା ନିଷ୍ପତ୍ତି ନିଆଯାଇପାରେ । ଇ ନେଇକରି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ । କରୋନା ସଂକ୍ରମଣ ବଢବାର ଡର ରହିଥିବାରନୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛେ । ଅନଲାଇନନେ ଇହାଦେ…

ଖୁଲବା ମନ୍ଦିର !

ଖୋବଟେ ଦିନ ଧରି କରି ଧାର୍ମିକ ସ୍ଥଲମାନେ ବନ୍ଦ ରହିଥିବାର ବେଲେ ଇ ସବୁ ଖୁଲବାର ନେଇକିନା ସରକାରଙ୍କର ଆଡୁ ମିଲିଛେ ସଂକେତ । ମହାମାରୀ କରୋନା ଲାଗି ମାସ ମାସ ଧରିକିନା ମନ୍ଦିରକେ ଭକତଙ୍କୁ ବାରଣ କରାଯାଇଥିଲା । ଇହାଦେ କୋଭିଡ ଗାଇଡ ଲାଇନ୍ ହିସାବେ ରାଏଜର ମନ୍ଦିର ମାନକୁ ଖୁଲାଯିବାର ନେଇକରି…

‘ମୁସ୍କିଲ ୱକ୍ତ, କମାଣ୍ଡୋ ଶକ୍ତ’

ସଶସ୍ତ୍ର, ସଜାଗ, ଜାଗ୍ରତ ଭାରତୀୟ ସେନା । ବନ୍ଧୁ ପାଇଁ ଶାନ୍ତିପ୍ରିୟ ଭାରତ , କିନ୍ତୁ ଶତ୍ରୁ ପାଇଁ ବିନାଶକାରୀ । ଜଳ, ସ୍ଥଳ, ଆକାଶ ସବୁଠି ଏହାର କାୟା ବିସ୍ତାର । ଏହାର ସେନାର ସବୁଠି ରହିଛି ତୀକ୍ଷ୍ମ ନଜର । ଦେଶମାତୃକା ପାଇଁ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଅହରହ ଦେଉଛନ୍ତି କଡା…

ଆକାଶର ରାଜା ‘ରାଫେଲ’

ସେପ୍ଟେମ୍ବର ୧୦, ଭାରତୀୟ ବାୟୁ ସେନା ପାଇଁ ଖୁସି ତଥା ଗୌରବର ବିଷୟ । ଏହାର ସୈନ୍ୟବଳ ହୋଇଛି ଆହୁରି ସଶକ୍ତ ଆହୁରି ଶକ୍ତିଶାଳୀ । କାହିଁକି ନା ଭାରତୀୟ ବାୟୁ ସେନାରେ ଆଜି ଔପଚାରିକ ଭାବେ ସାମିଲ ହୋଇଛି ବାହୁବଳୀ ରାଫେଲ । ଅମ୍ବାଲା ଏୟାରବେସ୍‌ରେ ଏକ ଭବ୍ୟ କାର୍ଯ୍ୟକ୍ରମ ସହିତ ୫ଟି ରାଫେଲ…