Browsing Tag

sambalpur police

ପୂର୍ବ ଉତାରୁ ପଶ୍ଚିମ ଓଡ଼ିଶାନେ ନକଲି କାରବାର

ପୂର୍ବ ଓଡ଼ିଶା ଉତାରୁ ଇହାଦେ ଫେର୍ ପଶ୍ଚିମ୍ ଓଡ଼ିଶାନେ ଭିଲ୍ ନକଲି ସମାନ୍ କାରବାର ଚାଲିଥିବାର ଜନାପଡିଛେ । ସମ୍ବଲପୁରନୁ ନକଲି ସର୍ଫ ଜବତ ହେଲା ଉତାରୁ ଇହାଦେ ଖାଦ୍ୟ ସୁରକ୍ଷା ବିଭାଗ ଆର ପୁଲିସ୍ ଆଡୁ ଭିନ୍ ଭିନ୍ ଜାଗାନେ ଚଢାଉ କରାଯାଉଛେ । ଗଲା ଶନିବାର ସମ୍ବଲପୁରର ଦୁଇଟା ଭିନ୍ ଭିନ୍…

ସମ୍ବଲପୁରନେ ଜେଲ୍ ଭରୋ ଆନ୍ଦୋଲନ୍‌

ସମ୍ବଲପୁରନେ ବିଜେପି କର୍ମୀ ଆର ପୁଲିସ ସାମ୍ନାସାମ୍ନି । ଜିଲ୍ଲାପାଳକଁର ଅଫିସ ଆଗାଡେ ବିଜେପି କୃଷକ ମୋର୍ଚ୍ଚା ଆଡୁ ଜେଲ୍ ଭରୋ ଆନ୍ଦୋଲନ୍ । ଚାଷୀ ମାନକଁର ଭିନ୍ ଭିନ୍ ଦାବି ନେଇକରି ଆନ୍ଦୋଲନ୍ କରୁଥିବାର ବିଜେପି କର୍ମୀ ଜିଲ୍ଲାପାଲକଁର ଅଫିସ୍ ଭିତରକେ ଜବରଦସ୍ତି ପଶିଥିଲେ । ଇ ଘଟନାନେ…

ଫ୍ୟାକ୍ଟ୍ରି ମାଲିକ୍‌ର ଜୁଲୁମ୍‌, ନାବାଲକକୁଁ ମାରଲେ ନିସ୍ତୁକ୍ ମାଡ୍‌

ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତିର କଥା କହୁଥିବାର ସମ୍ବଲପୁର ସହରନେ ଦିନୁ ଦିନ୍ ଅପରାଧ୍ ବଢି ବଢି ଚାଲିଛେ । ଗଲା ଦୁଇ ମାସ୍ ଭିତରେ ଇଠାନେ ହତ୍ୟାନୁ ନେଇକରି ନିଶା କାରବାର ଲେଖେଁ ଘଟନା ମାନେ ସାମ୍ନାକେ ଆସିଛେ । ଇହାଦେ ଫେର୍ ଶିଶୁ ଶ୍ରମିକ୍‌କୁଁ ମାଡ୍ ମାରବାର ଘଟନା ଦେଖବାକେ ମିଲିଛେ ।…

ନାବାଲକ୍ ଅପରାଧୀ ଗଲା ସୁଧାର ଗୃହ

ଅପରାଧ ଆରୁ ଅପରାଧୀକଁର ଅଡ୍ଡା ବନିଥିବାର ସମ୍ବଲପୁର ସହର ଗଲା କିଛି ଦିନ୍ ହେଲା ଉଠୁଛେ ପଡୁଛେ । ହତ୍ୟା, ନିଶା କାରବାର ଲେଖେଁ ଘଟନା ଫି ଦିନ୍ ଦେଖବାକେ ମିଲୁଛେ । କୁନି ହତ୍ୟା ମାମଲାନେ ଅଭିଯୁକ୍ତକେ ଗିରଫ୍ ଦାବିନେ ଜଲୁଥିଲା ସମ୍ବଲପୁର ସହର । ଘଟନାନେ ଶନିବାର ଦିନ ଜନେ ନାବାଲକ୍ ସାଙ୍ଗେ ୬…

ଜଲୁଛେ ସମ୍ବଲପୁର୍ ‌!

ଜଲୁଛେ ସମ୍ବଲପୁର ସହର । ସହରନେ ଧୀରେ ଧୀରେ ବଢବାରନେ ଲାଗିଛେ ଅପରାଧୀକ୍ କାମ୍ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ମାଡ୍‌ପିଟ୍ ଚାଲିଛେ ଆରୁ କାହାର ନା କାହାର ହତ୍ୟା ହେଉଥିବାର ଘଟନା ସାମ୍ନାକେ ଆସୁଛେ । ସେଆଡେ ସହରନେ ଏତେ ସବୁ ଘଟନା ବାଦ୍ ଭିଲ୍ ନିଦେ ଶୁଇଛେ ପୁଲିସ ଆରୁ ପ୍ରଶାସନ୍ । ପୁଲିସ…

ଅପରାଧୀକଁର ଘର ସମ୍ବଲପୁର, ୧୦ ଦିନ୍‌ନେ ୪ ହତ୍ୟା

ସମ୍ବଲପୁରନେ ବଢି ବଢି ଚାଲିଛେ ଅପରାଧ୍ ଆରୁ ଅପରାଧୀକଁର ଦାଦାଗିରି । ଇହାଦେ ଅପରାଧୀକଁର ଘର ବନିଛେ ସମ୍ବଲପୁର ସହର ଆରୁ ଫି ଦିନ୍ କେନସି ନା କେନସି ଘଟନାକେ ନେଇକରି ହତ୍ୟା, ମାଡପିଟ୍ ଲେଖେଁ କଥା ଦେଖବାକେ ମିଲୁଛେ । ଗ୍ୟାଙ୍ଗ୍ ଗ୍ୟାଙ୍ଗ୍ ଭିତରେ ବେଶି ହତ୍ୟା ଘଟୁଥିବାର ବେଲକେ ପୁଲିସ ଆରୁ…

କଟନିଛଟନିକେ ବିରୋଧ୍ କରବାରନୁ ଚାଷୀକୁଁ ମାଡ୍‌

ରାଜ୍ୟନେ ଧାନ୍ ମଣ୍ଡି ମାନକେ ଧାନ୍ ଘିନା ମୁଲ୍ ହେଇଥିବାର ବେଲକେ ଇହାଦେ କଟନୀ ଛଟନୀକେ ନେଇକରି ଚାଷୀକଁର ଭିତରେ ଅସନ୍ତୋଷ ଦେଖବାକେ ମିଲିଛେ । ସମ୍ବଲପୁର ଜିଲ୍ଲା ବୈଜାମୁଣ୍ଡା ସମଲେଶ୍ୱରୀ ଗ୍ରାମ୍ୟୋଦ୍ୟୋଗ ରାଇସମିଲ୍‌ନେ କଟନିଛଟନିକେ ନେଇକରି ଜନେ ଚାଷୀକୁଁ ମାଡ୍ ମରାଯାଇଥିବାର ଅଭିଯୋଗ…

ନକଲି ନୋଟ୍‌ କାରବାର କରୁଥିବାର ଗେଙ୍ଗ୍‌ ଗିରଫ୍‌

ଝାରସୁଗୁଡ଼ାନେ ନକଲି ନୋଟ୍‌ କାରବାରନେ ଥିବାର ଗୁଟେ ଗେଙ୍ଗ୍‌କେ ଧରିଛେ ପୁଲିସ୍‌ । ଝାରସୁଗୁଡ଼ା ବନହରପାଲି ପୁଲିସ ଇ ଗେଙ୍ଗ୍‌କେ ଧରବାରନେ ସଫଲ ହେଇଛେ । ବନ୍ଧବାହାଲଠାନେ କିଛି ଜନ୍‌ ନକଲି ନୋଟ୍‌ ବେଭହାରକାରୀକଁର ଖବର ପାଏଲା ବାଦ୍‌ ଇ ଘଟନାନେ ୩ ଜନ୍‌କୁଁ ଗିରଫ୍‌ କରାଯାଇଛେ । ଗିରଫ୍‌…