ଭବିଷ୍ୟତ୍ କେ ଦେଖେଇ ଦେଉଛେ ‘କାଲିର ଅତୀତ’

ଏନ୍ତା ବି ଗୁଟେ ସିନେମା ହେଇପାରବା ଯେନେ ସମୁଦ୍ର ବି ଗୁଟେ ଚରିତ୍ର ଆଏ । ପୁରା ସିନେମାନେ ସମୁଦ୍ର ସାଙ୍ଗେ ଆର ଗୁଟେ ମୁଖ୍ୟ ଚରିତ୍ର ହେଉଛେ ଗୁନୁ । ଇ ଦୁହି ଚରିତ୍ରକେ ନେଇକରି ସିନେମାର କଥାନୀକେ ଜୀବନ୍ତ କରିଦେଇଛନ୍ ଆନ୍ତର୍ଜାତିକ୍ ନାଁକରା ସିନେମା ନିର୍ମାତା ନିର୍ଦ୍ଦେଶକ୍ ଶ୍ରୀ ନୀଳ…

ପଶ୍ଚିମ ଓଡ଼ିଶାର ‘ବଡ଼ମାଁ’ ପାର୍ବତୀ ଗିରି

ଗୁଟେ ୧୪ ବର୍ଷୀୟା ଟୁକେଲ । ନାଁ ତାର ପାର୍ବତୀ , ସଭାନେ ଲୁକକୁଁ ବୁଝଉଛେଯେ ‘ଭାଏ ବୁହେନ ମାନେ ଆମକୁଁ ସମକୁଁ ଏକ୍ ହେବାରକେ ପଡବା ଆର୍ ଏକ୍ ହେଇକରି ଫିରଙ୍ଗି ସରକାରକେ ଖେଦବାରକେ ପଡବା, ପିଟାମରା କରି କରି ନାଇଁ , ମହାତ୍ମା ଗାନ୍ଧିକଁର୍ ରାସ୍ତାନେ ଚାଲିକରି ଅହିଂସା ଆନ୍ଦୋଲନ୍ କରବାରକେ…

ସୋର୍ ପଡୁଛନ୍ ମାଧୋ ସିଂ

ବରଗଡ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ଆର୍ ବିଳ୍ପବୀ ମାନକଁର୍ ବୀରଗାଥାର ମୁକସାକ୍ଷୀ ପାଲଟିଛେ । ପାଣି ମୋରାର ସ୍ୱାଧିନତା ଆନ୍ଦୋଲନର ଗୁଟେ କେନ୍ଦ୍ର ଥିବାର୍ ବେଲକେ ଇ ଗାଁନୁ ୨୦ନୁ ଅଧିକା ସ୍ୱାଧିନତା ସଂଗ୍ରାମୀ ମହାତ୍ମା ଗାନ୍ଧୀକଁର୍ ଡାକରାନେ ସ୍ୱାଧିନତା ସଂଗ୍ରାମନେ ଝାସ୍ ଦେଇଥିଲେ । ହେଲେ…

ଯେବେ ଡାକ୍ତର ପାଲଟିଲେ ଭଗବାନ୍ !

କରୋନା କାଲ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସବୁ ବନ୍ଦ୍ ଥିଲା । ଖାଲି ଖୁଲା ଥିଲା ହସପିଟାଲ । ଆର୍ ହସପିଟାଲନେ ଡାକ୍ତର, ନର୍ସ ଅଲଗା ସ୍ୱାସ୍ଥ୍ୟକର୍ମୀ ଭଗବାନ୍ ପାଲଟିଥିଲେ । କରୋନାକେ ହରାବାର ଲାଗି ଦିନ ରାତି ପରିଶ୍ରମ୍ କଲେ । ନିଜର ଜୀବନ୍ କେ ନାଇଁ ଦେଖିକରି ସେମାନେ ଲଢିଥିଲେ କରୋନା ଯୁଦ୍ଧ…

କରୋନା ବିଗଡାଲା ଖେଲ୍‌

ଆଜି ଯେନମାନେ ଅଛନ୍ ସେମାନେ କମସେ କମ୍ ବଞ୍ଚିଥିବାର୍ ତକ୍ ୨୦୨୦କେ କିହେ ନାଇଁ ପାସରନ୍ । ଯେତକି ନୁକସାନ୍ ହେଇଛେ, ତାର ହିସାବ କରବାର୍ ବି ମୁସ୍କିଲ୍ । ଜୀବନ୍ ଯାଇଛେ, ଅର୍ଥନୀତିର ଭୁଷଡିପଡିଛେ, ଏନ୍ତା କେହେନସି କ୍ଷେତ୍ର ନାଇଁନ ଯେନଟା କରୋନା ଲାଗି ପ୍ରଭାବିତ୍ ନାଇଁ ହେଇ । ଆର୍ ୨୦୨୦ନେ…

୪ ମାସର ରାସନ୍ ଧରି ଆସିଛନ୍ ଚାଷୀ

ଖରା ବର୍ଷା ଶୀତ ସହି ନିଜର କ୍ଷେତେ ସୁନାର ଫସଲ ଫଲଉ ଥିବାର୍ ଚାଷୀ ମାନକେ କାଁ ହେଇଛେ । ନିଜର କ୍ଷେତ୍ ଛାଡି କରି ପହଞ୍ଚିଛନ୍ ରାଜଧାନୀକେ । ଡର ଘାରିଛେ ତାକୁଁ ବଛରଟାକର ମେହେନତ୍ ର ଦାମ୍ ନୂଆଁ ଆଇନ୍ ଲାଗି ତାକୁଁ ନାଇଁ ମିଲେକେ । ହେଥିରଲାଗି ଦେଶକେ ଚଲଉଥିବାର୍ ଲୋକ୍ ମାନକଁର ଆଗାଡେ ନିଜର…

ସମ୍ବଲପୁରର ଦୁଃଖ୍

ପଶ୍ଚିମ ଓଡ଼ିଶାର ଗୁଟେ ବଡ ଜିଲ୍ଲା । ହେଲେ ସହରେ ଅତି ଢିଲା ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜୁନରୁ ଉତ୍ତରାଞ୍ଚଲ ଡିଆଇଜି ନାଇଁନ, ନଭେମ୍ବର ଅଧାରୁ ଏସପି ନାଇଁନ । ଘରର ବଡ କିହେ ନାଇଁ ଥଲେ ସେ ଘରର ଅବସ୍ଥା ଯାହା ହେବାର୍ କଥା ଇହାଦେ ସମ୍ବଲପୁରର ଅବସ୍ଥା ବିଲକୁଲ ସେନ୍ତା । ଗଲା ଦୁଇ ମାସ ଭିତରେ…

କିଏ କିଏ ଖେଲବେ ଡେ/ନାଇଟ୍ ଟେଷ୍ଟ

ଡେ/ନାଇଟ୍ ଟେଷ୍ଟ ହେଉଥିବାର୍ ବେଲକେ ଆଡିଲେଡନେ ଖେଲାଯିବା ଇ ପିଙ୍କ ବଲ ଟେଷ୍ଟ । ସବୁନୁ ବଡ କଥା ହେଉଛେ ପହେଲା କରି ବିଦେଶ ମାଟିନେ ଭାରତ ଡେ/ନାଇଟ ଟେଷ୍ଟ ଖେଲବାର୍‌କେ ଯାଉଛେ । ହେଲେ ଟିମ୍ ଇଣ୍ଡିଆର ୧୧ ଭିତରେ କେନ୍ ମାନେ ରହେବେ ତାକେ ନେଇ ଚିନ୍ତା ବଢିଛେ । ଗଲା ଅଭ୍ୟାସ ମ୍ୟାଚକେ ଦେଖଲେ…

ହୀରାକୁଦ ଇକୋ ରିଟ୍ରିଟ୍ : କେନ୍ତା କରି ଯିବେ, କାଣା ରହିଛେ ସୁବିଧା

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ୍ ର ଇତିହାସରେ ଯୁଡି ହେଲା ଗୁଟେ ନୂଆ ଫରଦ୍ । ହୀରାକୁଦନେ ଇହାଦେ ଚାଲିଛେ ଇକୋ ରିଟ୍ରିଟ୍ । କରୋନା ବେଲକେ ସବୁ ବନ୍ଦ୍ ଥିଲା । ସମକଁର୍ ରୋଜଗାର୍ ଉପରେ ଗୁଟେ କିସମେ କରୋନା ମାଡ ପଡିଥିଲା । ହେଲେ ଇହାଦେ ଧୀରେ ଧୀରେ ସବୁ ଯେନ୍ତା ଆଘୋନୁ ଚାଲିଥିଲା , ଫେର୍ ହେନ୍ତା…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା ଇଥର ବନ୍ଦ୍‌

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ…