Browsing Category

ଶିକ୍ଷା

ପ୍ରଥମନୁ ଅଷ୍ଟମ ଶ୍ରେଣୀ ଛୁଆକଁର କ୍ଲାସ୍ ପ୍ରମୋସନ୍‌

ପ୍ରଥମନୁ ଅଷ୍ଟମ୍ ଶ୍ରେଣୀ ଛାତ୍ରଛାତ୍ରୀକୁଁ ଇ ବଛର ଦେବାର ଲାଗି ନାଇଁପଡେ ବାର୍ଷିକ୍ ପରୀକ୍ଷା । ବିନା ପରୀକ୍ଷାନେ ସବୁ ଛୁଆକୁଁ କ୍ଲାସ୍ ପ୍ରମୋସନ୍ ଦିଆଯିବା ବଲୀ କହିଛନ୍ ବିଦ୍ୟାଳୟ ଆରୁ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ । ଇହାଦେ ଛୁଆକଁର କ୍ଲାସ୍ ନାଇଁ କରାଯାଏ । ଇହାଦେ ଫେର୍ କରୋନାର…

ରାତି ସାରା ର‌୍ୟାଗିଂ

ସିନିଅର ଛାତ୍ର ଡାକିଥିବାର ମିଟିଂକେ ନାଇଁ ଗଲେ ବଲି ର‌୍ୟାଗିଂର ଶିକାର ହେଲେ ଜୁନିଅର ଛାତ୍ର । ସମ୍ବଲପୁର ବୁର୍ଲା ଭିମସାର ମେଡିକାଲ କଲେଜନୁ ଆସିଛେ ଏନ୍ତା ଅଭିଯୋଗ । କଲେଜର ଚତୁର୍ଥ ବଛରର ଛାତ୍ରକଁର ବିରୋଧନେ ଅଭିଯୋଗ କରିଛନ୍ କଲେଜର ଦୁଇ ନମ୍ବର ବଛରର ଏମବିବିଏସ୍ ଛାତ୍ର । ସୂଚନା ହିସାବେ…

ଶିକ୍ଷାନୁଷ୍ଠାନ୍ ମାନକୁଁ କଡା କଡି ହେବା କରୋନା ନିୟମ୍

ଦେଶ୍‌ନେ ଇହାଦେ ଫିର୍‌ଘାଏ କରୋନା ସଂକ୍ରମଣ ବଢୁଥିବାର୍ ନେଇକରି ଭିନ୍ ଭିନ୍ ରାଏଜ୍‌ନେ ଲକ୍‌ଡାଉନ୍ ହେବା ବଲି ସୂଚନା ମିଲିଛେ । ସେନ୍ତା ଓଡିଶାନେ ବି କରୋନା ନିୟମ୍ ସବୁ କଡା କଡି ହିସାବେ ପାଲନ୍ କର୍‌ବାର୍ ଲାଗି ସରକାର୍ ନିର୍ଦ୍ଦେଶ୍ ଦେଇଛନ୍ । କରୋନ ସଂକ୍ରମଣ ବଢୁଥିବାର୍ ନେଇକରି…

ଆଏଜ୍‌ନୁ ମୂଲ ହେଲା ‘ନଅ’ ଆର୍ ‘ଏଗାର’ କ୍ଲାସ ପାଠ୍‌ପଢା

ରାଏଜ୍ ନେ ଇହାଦେ ୧୦କ୍ଲାସ୍ ଆର୍ ୧୨ କ୍ଲାସ୍ ର ପାଠପଢା ଆରମ୍ଭ ହେଇଯାଇଥିବାର୍ ବେଲେ ଆଜିନୁ ସବୁ ସ୍କୁଲ୍ କଲେଜ୍ ନେ ନଅ କ୍ଲାସ୍ ଆର୍ ଏଗାର କ୍ଲାସ୍ ର ପାଠପଢା ଆଏଜନୁ ମୂଲ୍ ହେଉଛେ । ଯେନଟା କି ଏପ୍ରିଲ୍ ୩୦ ତାରିଖ୍ ତକ୍ ଚାଲବା । କୋଭିଡ କଟକଣା ଭିତ୍‌ରେ ସବୁ ସ୍କୁଲ୍ ନେ ପାଠ୍‌ପଢା ହେବା ।…

ମେ ୩ନୁ ହେବା ମେଟ୍ରିକ୍ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିସଦ୍ (ବୋର୍ଡ) ଆଡୁ କରାଯାଉଥିବା ମେଟ୍ରିକ୍ ପରୀକ୍ଷା ଇ ବରଷ୍ ମେ ୩ ତାରିଖ୍ ନୁ ମୂଲ୍ ହେଇକରି ମେ ୧୫ ତାରିଖ୍ ଶେଷ୍ ହେବା । ରାଏଜର୍ ମୁକ୍ତ ବିଦ୍ୟଲୟର୍ ସାର୍ଟିଫିକେଟ୍ ପରୀକ୍ଷା (ମେଟ୍ରିକ୍ ) ବି ମେ ୩ ନୁ ଆରମ୍ଭ ହେଇକରି ମେ ୧୨ ନେ ଶେଷ୍ ହେବା । କରୋନା ଲାଗି ଇ…

ଗରିବ ମେଧାବୀକୁଁ ‘ସୁଦକ୍ଷ’ କରାବା ରୋଜଗାରକ୍ଷମ୍

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଚେଷ୍ଟା । ଗରିବ ମେଧାବୀ ଛାତ୍ରଛାତ୍ରୀକଁର ଶିକ୍ଷା ଲାଗି ଗୁଟେ ପ୍ରୟାସ ମୁଲ କରିଛନ୍ । ମାହାଲିଆଥି ଇମାନକୁଁ ନିଯୁକ୍ତି ଭିତ୍ତିକ୍ ଶିକ୍ଷା ଯୁଗେଇ ଦିଆଯିବା । ‘ସୁଦକ୍ଷ’ କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ୍ । ଇଥରେ ଯୁକ୍ତ ୨…

ଖୁଲବା ପ୍ରାଥମିକ୍ ସ୍କୁଲ୍‌

ସରସ୍ୱତୀ ପୂଜା ଉତାରୁ ଖୁଲବା ରାଜ୍ୟର ସବୁ ପ୍ରାଥମିକ ସ୍କୁଲ । ଇଟାନେଇକରି ସ୍କୁଲ ଆରୁ ଗଣଶିକ୍ଷା ବିଭାଗ ଆଡୁ ସବୁ ପ୍ରକ୍ରିୟା ଆରମ୍ଭ ହେଇଛେ । ସ୍କୁଲ ଛୁଆ ଆସବାର ଆଘୋନୁ ସ୍କୁଲର ସବୁ ଶ୍ରେଣୀ କୁଠରୀ ସାଙ୍ଗେ ସ୍କୁଲ କ୍ୟାମ୍ପସ ମାନକୁଁ ସାନିଟାଇଜଡ୍ କରବାକେ ନିର୍ଦ୍ଦେଶ ଦିଆଯାଇଛେ । ହେଲେ…

ଫେବୃଆରୀ ୬ନୁ +୨ ଫର୍ମ ଫିଲପ୍‌

ମେ ୧୫ ତାରିଖନୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକେ ଯାଉଛେ । ଆଗକେ ପରୀକ୍ଷା ଥିବାର ବେଲକେ ଆଏବାର ୬ ତାରିଖନୁ ଫର୍ମ ଫିଲପ୍ ପ୍ରକ୍ରିୟା ଆରମ୍ଭ କରାଯିବାର ନେଇକରି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଡୁ ବିଜ୍ଞପ୍ତି ଜାରି କରାଯାଇଛେ । ଫେବୃଆରୀ ୬ ତାରିଖନୁ ୧୨ ତାରିଖ ତକ୍…

ମେ’୪ ନୁ ସିବିଏସ୍‌ଇ ପରୀକ୍ଷା 

ଇ ବରଷ୍ ସିବିଏସ୍‌ଇ ର ମେଟ୍ରିକ୍ ଆର୍ ପ୍ଲସ୍ ୨ ପରୀକ୍ଷା ଆଏବାର୍ ମେ' ୪ ତାରୀଖ୍ ନୁ ହେବା ବଲିକରି ସିବିଏସ୍‌ଇ ବୋର୍ଡ ଆଡୁ ଘୋଷଣା କରାଯାଇଛେ । ଆଗ୍‌ରୁ ଇ ନେଇକରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶଙ୍କ' ଇ ବିଷୟ୍ ନେ ଆଗରୁ ସୁଚନା ଦେଇଥିଲେ । ମେ ୪ ତାରିଖ୍ ନୁ ହେଉଥିବାର୍ ସିବିଏସ୍‌ଇ…

‘ମୋ କଲେଜ’ ସାଙ୍ଗେ ମିଶବେ ବିଶ୍ୱବିଦ୍ୟାଳୟ

‘ମୋ ସ୍କୁଲ’ ଉତାରୁ ରାଜ୍ୟ ସରକାର ଆରମ୍ଭ କଲେ ‘ମୋ କଲେଜ’ ଯୋଜନା । ‘ମୋ କଲେଜ’ ଯୋଜନାନେ ସାମିଲ ହେବେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ । ସବୁ ସରକାରୀ ଆରୁ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଆରୁ ବିଶ୍ୱବିଦ୍ୟାଳୟନେ ଇ ଯୋଜନା କାର୍ଯ୍ୟକ୍ଷମ ହେବା । ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ଭିନ୍…