ନାଗାର୍ଜୁନ୍ ବେଶ୍‌ର ରହସ୍ୟମୟ କଥା

୨୫ ବର୍ଷ ଉତାରୁ ବୀର୍ ନାଗାର୍ଜୁନ୍ ବେଶେ ସଜେଇ ହେଇଛନ୍ କାଲିଆ, ବଲିଆ ଆର୍ ତାକଁର୍ ବହେନ୍ ସୁଭଦ୍ରା । ଦେବ୍ ଦୁର୍ଲଭ୍ ଇ ନାଗାର୍ଜୁନ୍ ବେଶ୍‌କେ ଦେଖବାର୍ ଲାଗି ଅଲଗା ବର୍ଷ ମାନକୁଁ ୪ଟା ରଥଯାତରାର ଲୋକ୍ ଭିଡ୍ ହେବାର୍ ଦେଖା ଯାଇଥିସି । ବାକି ଇଥର ଇ କରୋନା ଭିତରେ ଭକ୍ତମାନେ ମହାପୁରୁକୁଁ…

ଦୁନିଆଁ ମାନୁଛେ “ବିଶ୍ୱ ପାଇଖାନା ଦିବସ୍‌’

ଆଏଜ୍‌କା ସାରା ଦୁନିଆଁ ମାନୁଛେ "ବିଶ୍ୱ ପାଇଖାନା ଦିବସ୍‌' । "ମିଳିତ ଜାତିସଂଘ'ଆଡୁ ସାରା ଦୁନିଆଁର୍ ଲୋକମାନେ ପାଇଖାନା ବେଭାର୍ କରବାର୍‌ଟା କେତେ ଜରୁରୀ ଆଏ ଯେ ସେ ବାବଦରେ ସମକୁ ସଚେତନ୍ କରବାର୍ ଲାଗି ନଭେମ୍ବର୍ ୧୯ ଦିନକେ ସବୁଦେଶେ ଟଏଲେଟ୍ ଡେ ହିସାବେ ପାଲନ କରାଯାଉଛେ ।…

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍‌: କାଉଣ୍ଟ ଡାଉନ୍ ମୂଲ୍‌

ଭାରତ୍ ଆର୍ ଅଷ୍ଟ୍ରେଲିଆ ଭିତରେ ଯେତେବେଲେ ବି କ୍ରିକେଟ୍ ଖେଲ୍ ହେସି ସେଟାକେ ସାରା ଦୁନିଆଁର୍ ନଜର୍ । ଦୁହି ଦଲ୍ କିଏ କାହାକେ କମ୍ ନାଇଁସେ, ଯେନ୍‌ଟା କେ କୁହା ଯାଏସି "ତହୁଁ ବଢା' । ଇ ଦୁହି ଦଲ୍ ମୁହାଁ ମୁହିଁ ହେଲେ କ୍ରିକେଟ୍ ଖେଲ୍‌ର ସ୍ତର୍‌ଟା ବହୁ ଉଚ୍ଚା ରହେସି ଆଉ ପୁରା ଦୁନିଆଁ…

ସଲଖୁଛେ କରୋନା ଗଣିତ୍‌… କମୁଛେ କାଏଁ କରୋନା !

ଗଲା ଲଗାଏତ୍ କେତେ ହପ୍ତା ହେଲା ଭାରତ୍‌ନେ ନୂଆଁ ବାହାରୁଥିବାର୍ କରୋନ୍ ରୋଗିକଁର୍ ସଂଖ୍ୟା କମି ଚାଲିଛେ । ଆର୍ ଗଲା ଦୁଇଦିନ୍ ହେଲା ଇ ସଂଖ୍ୟା ୩୦,୦୦୦ନୁ କମ୍ ରହିଥ୍‌ିବାର୍ ଲାଗି ଦେଶର୍ ଦିନକିଆ ହାରାହାରି କରୋନା ସଂଖ୍ୟା ଭିଲ୍ କମ୍ ରହିଛେ । ଇହାଦେ ସବୁଠାନୁ ଭଲ୍ ଖବର୍‌ଟା ହଉଛେ ଯେ ଦେଶେ…

ଆଏଜ୍ ମୂଲ୍ ହେଇଥିଲା ‘ସଚିନ୍ ଯୁଗ୍‌’

ଆଏଜ୍‌ତକର୍ ଦୁନିଆଁଥି ଏନ୍ତା ବହୁତ୍ କମ୍ ଲୋକ୍ ବାହାରିଛନ୍ ଯେନ୍‌ମାନେ କି ନିଜର୍ କାମ୍‌କେ ଏତକି ଉଚ୍ଚା କେ ନେଇ ପାରସନ୍‌... ନିଜେ କରୁଥିବାର୍ କାମ୍ କେ ଏତକି ଭଲ୍ ହିସାବେ କରସନ୍ ଯେ ସେମାନଁର୍ ନାଁ ନେ ଯୁଗ୍ ଟେ ଯୁଡି ହେଇଯାଏସି । ସେନ୍ତା ଗୁଟେ ନାଁ ଟେ ହଉଛେ ‘ସଚିନ୍ ତେନ୍ଦୁଲକର୍’:…

ଯୁଆନ୍ ମାନକୁ କରୋନା ଡର !

ଶୀତ୍ ମାସ୍ ଆସୁନ୍ ଆସୁନ୍ ମାଡି ଆସୁଛେ କରୋନାର୍ ଦୁଇ ନମ୍ବର୍ ଲହର୍ । ୟୁରୋପ୍ ମହାଦେଶ୍‌ନେ ଇତାର୍ ପ୍ରକୋପ୍ ଦେଖବାର୍‌କେ ମିଲି ସାରଲାନ । ଆମର୍ ଭାରତ୍‌ର ଭିଲ୍ କେରଲ୍‌, ତାମିଲ୍‌ନାଡୁ ବାଗିର୍ ରାଜ୍ୟ ଆର୍ ଦିଲ୍ଲୀନୁବି ଡରଡରନିଆଁ ଖବର୍ ମାନେ ଫେର୍ ଘାଏ ଆସିବସଲାନ । ବାକି କରୋନାର୍ ଇ ଦୁଇ…

ବଲାଙ୍ଗିର୍ ଆଦର୍ଶ ବିଦ୍ୟାଳୟ: ସାରା ଦେଶେ ୫ ନମ୍ବର୍

ବାହାରିଛେ ୧୪ତମ୍ ଏଜୁକେଶନ୍‌ୱାର୍ଲ୍ଡ ଇଣ୍ଡିଆ ସ୍କୁଲ୍ ରେଙ୍କିଙ୍ଗ୍‌(ଇ-ଡବ୍ଲୁ-ଆଇ-ଏସ୍‌-ଆର୍‌) ଆରୁ ସେନେ ଦେଶର ସବୁନୁ ଭଲ୍ ସରକାରୀ ବୋଡିଂ ସ୍କୁଲ୍‌ର ତାଲିକାନେ ୫ ନମ୍ବର୍‌ଥି ଅଛେ ବଲାଙ୍ଗିର୍ ପଥରଚେପା ଠାନେ ଥିବାର୍ ଓଡିଶା ଆଦର୍ଶ ବିଦ୍ୟାଳୟ । ଭାରତର୍ ଜନାଶୁନା ଶିକ୍ଷା ମେଗାଜିନ୍…

ବାଲେଶ୍ୱର ଆର୍ ତିର୍ତୋଲ ଉପ-ନିର୍ବାଚନ୍‌, ଆଘେ ରହିଛେ ବିଜେଡି

ଓଡିଶାର୍ ଦୁଇଟା ବିଧାନସଭା ସିଟ୍ ବାଲେଶ୍ୱର ଆର୍ ତିର୍ତୋଲନେ ହେଇଥିବାର୍ ଉପ-ନିର୍ବାଚନର୍ ଆଏଜ୍‌କା ଭୋଟ୍‌ଗନତି ଚାଲିଛେ । ଇହାଦେତକର୍ ହେଇଥିବାର୍ ଗନତି ହିସାବେ ଦୁହି ସିଟ୍‌ନେ ବିଜୁ ଜନତା ଦଲ୍ ଆଘେ ରହିଛେ । ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ ଇହାଦେବି ଦୁଇ ଆର୍ ତିନ୍ ନମ୍ବର୍‌ନେ…

ବିହାର୍‌ନେ ଚାଲିଛେ ଭୋଟ୍ ଗନତି

ଆଏଜ୍‌କା ବିହାର୍‌ନେ ଚାଲିଛେ ଭୋଟଗନତି । ସେନର୍ ବିଧାନସଭାର୍ ୨୪୩ଟା ସିଟ୍ ଲାଗି ହେଇସାରିଥିବାର୍ ଭୋଟ୍‌ନେ କିଏ ଜିତବା ଆର୍ ସେନେ ଆଏବାର୍ ସମିଆଥି କିଏ ସରକାର ବନାବାଯେ ସେଟା ଆର୍ କେତେ ସମିଆ ପରେ ଜନା ପଡିଯିବା । ଇହାଦେ ସେନ ଭୋଟ୍ ଗନତି ଚାଲିଛେ ଆର୍ ଖବର୍ ମିଲବାର୍‌ତକ୍ ଏନ୍‌ଡିଏ ୧୨୪ଟା…

ଫେର୍ ମାଡ଼ି ଆସୁଛେ କରୋନା!

ଓଡିଶାନେ ଇହାଦେ କରୋନା ସଂକ୍ରମଣ୍‌ର୍ ହାର୍ ଟିକେବାଗିର୍ କମିଥିବାର୍ ଦେଖାଯାଇଛେ । ଗଲାମାସର୍ ହିସାବେ ଦେଖଲେ ଇ ମାସେ କୋରୋନାଥି କମ୍ ଲୋକ୍‌ବି ମରିଛନ୍ । ହେଥିର୍‌ଲାଗି ଲୁକେବି କରୋନାର୍ ନିୟମ୍ ସବୁକେ ନେଇକରି ଟିକେ ହେଲୁଆ ହେଇ ବସୁଥିବାର୍ ଦେଖ୍‌ବାର୍‌କେ ମିଲିଛେ । ଅଧା ଲୋକ୍‌ତ କରୋନା…