Browsing

Video

ଗାଁ ଗାଁ ବୁଲି ବୁଲି ବାଣ୍ଟୁଛନ୍ ମାହାଲିଆ ଖାନା

କରୋନା ଲାଗି ଇହାଦେ ସ୍ଥିତି ଏତକି ଖରାପ୍ ହେଇଯାଇଛେ ଯେ ଶେଷେ ଇତାର ଚେନ୍ ବ୍ରେକ୍ କରବାର ଲାଗି ଲକଡାଉନ୍ ଜାରି ହେଇଛେ ରାଜ୍ୟନେ । ଲକ୍‌ଡାଉନ୍ ଲାଗି ଇହାଦେ ବହୁତ୍‌ଟେ ଗରିବ ଦୁଖିକଁର ଖାଏବାର ସମସ୍ୟା ଦେଖାଦେଇଛେ । ଇ ଅସହାୟ ମାନକୁଁ ମୁଠେ ଦାନା ଯୁଗାବାର ଲାଗି ଗୁଟେ ଯୁଆନ୍ ସଂଗଠନ୍ ଆଗକେ…

ବସ୍‌.. ମଟର୍‌.. ବନ୍ଦ, କେନ୍ତା କର୍‌ବେ ଡାଏଭର୍‌, ହେଲ୍‌ପର୍

କେନ୍ ହିସାବେ ମୁନୁଷ୍‌କେ ହେଲେ ନାଇଁ ଡରଉଛେ ଇ କରୋନା... ଏଡେ ଟେ ଭାଏରସ୍ ପୁରା ଦୁନିଆଁକେ ଇଆଡ୍ ସେଆଡ୍ କରି ଦେଉଛେ । ସେଥିର୍ ଲାଗି ଆଏଜ୍ ଠାନୁ ରାଏଜ୍ ସାରା ଲକ୍‌ଡାଉନ୍ । ଏନ୍ତା କଲେ ଏକା କରୋନା କାବୁ ହେବା ବଲି ସଭେ କହୁଛନ୍ । ବାକି ଲକ୍‌ଡାଉନ୍ ଲାଗି ଗାଡି ମଟର୍ ସବୁ ବନ୍ଦ । ବନେ…

ଏତକି ଅବସ୍ଥା ତ ହେଲନ ଟିକେ ଆମର୍ କଥା ହେଲେ ଶୁନଗୋ

ବଢି ବଢି ଚାଲିଛେ କରୋନା କାୟା । ପଜିଟିଭକଁର ସଂଖ୍ୟା ଇହାଦେ ପିକ୍‌ନେ ରହିଛେ । ଦେଶର ସ୍ଥିତି ଏତକି ଖରାପ୍ ହେଇଯାଇଛେ ଇଥରୁ ମୁକଲିବାର ଲାଗି ସମିଆଁ ଲାଗବା । ପୁରା ଦେଶନେ ଟିକାକରଣ ଚାଲିଥିଲେ ଭିଲ୍ କରୋନା ସଂକ୍ରମଣ ନାଇଁ କମବାର ଉଲଟା ବଢି ବଢି ଚାଲିଛେ । ସରକାର, ପ୍ରଶାସନ, ସେଲିବ୍ରିଟୀନୁ…

କାଏଁଥିର ଲାଗି ବଢୁଛେ ବେମାର

କରୋନା ରୋଗୀକଁର ସଂଖ୍ୟା ଦିନୁ ଦିନ୍ ବଢି ବଢି ଚାଲିଛେ । ଫି ଦିନ୍ ଲାଖ୍ ଲାଖ୍ ସଂଖ୍ୟାନେ ବଢୁଥିବାର କରୋନା ପଜିଟିଭ୍ ଇହାଦେ ମୁଡଦୁଖା ବନିଛନ୍ । ସଂକ୍ରମଣନେ ରୋକ୍ ଲାଗବାର ବଦଲେ ବଢି ବଢି ଚାଲିଛେ । ଆରୁ ଇ ଚେନ୍‌କେ ବ୍ରେକ୍ ଲଗାବାର ଲାଗି ପ୍ରାୟ ରାଜ୍ୟର ରାଜ୍ୟ ସରକାର ମାନେ ଲକଡାଉନ୍…

ତାଲାବନ୍ଦ୍ ଲାଗି ଫେର୍ ବନ୍ଦ୍ କରାଯାଉଛେ ମା ସମଲେଇକଁର୍ ଦର୍ଶନ୍

ଗଲା ବଛର୍ କରୋନା ମହାମାରୀ ଲାଗି ତାଲବନ୍ଦ୍ ହେଇଥିବାର୍ ନୁ ସମ୍ବଲପୁର୍ ର୍ ମାଁ ସମଲେଇକଁର୍ ମନ୍ଦିର୍ ବି ବନ୍‌ଦ୍ ରହିଥିଲା । ଇହାଦେ ଫେର୍ ଥରେ ରାଏଜ୍‌ନେ କରୋନା ୨ନଂ ଲହର୍ ଫିରିଥିବାର୍‌ନୁ ରାଜ୍ୟ ସରକାର୍ ମେ ୫ ତାରିଖ୍ ନୁ ୧୯ ତାରିଖ୍ ତକ୍ ସାରା ରାଏଜ୍‌ନେ ତାଲାବନ୍ଦ୍ କରିଛନ୍ । ଯେନଥିର୍…

ଲକଡାଉନ୍ ଥିଲେ ବି ଯା-ଆସ୍ କରିପାରବେ ଇମାନେ, ଇ ସବୁ ରହେବା ଖୁଲା

୫ ରୁ ସାରା ରାଏଜେ ଲକଡାଉନ୍ ସିଧା ୧୯ ତାରିଖ୍ ତକ୍ । ଅତି ଜରୁରୀ ସେବାକେ ଛାଡି ଦେଲେ ସବୁ ବନ୍ଦ୍ ରହେବା । ଲକ୍ଷ୍ୟ ହେଉଛେ ଲୁକେ ଘରେ ରହେବେ ଆର୍ ଭିଡ୍ ଭାଡ୍ କମଲେ କରୋନାର ଚେନ୍ ଯେନ୍ତା ଭାଙ୍ଗବା । ବଏଲେ ଦିନକ ଯେନ୍ ଯେନ୍ ୧୦ହଜାର ପାଖ୍ ପାଖ୍ ପଜିଟିଭ୍ ବାହାରୁଛନ୍ , ସଂଖ୍ୟା ଯେନ୍ତା…

ରାଏଜ୍ ର୍ ତାଲାବନ୍ଦ୍‌ନେ କେନ୍ କେନ୍ ଉପ୍‌ରେ ଲଗାଯାଇଛେ କଟକଣା

ମେ ୫ ତାରିଖ୍ ନୁ ୧୯ ତାରିଖ୍ ତକ୍ ରାଏଜ୍ ନେ ଲକ୍ ଡାଉନ୍ ଘୋଷ୍‌ଣା କରିଛନ୍ ରାଜ୍ୟ ସରକାର୍ । କରୋନା ସଂକ୍ରମଣ ବଢୁଥିବାର୍ ରାଜ୍ୟ ସରକାର୍ ଇ ନିଷ୍ପତ୍ତି ନେଇଛନ୍ । କରୋନା ସଂକ୍ରମଣ ରାଏଜ୍‌ନେ ବଢୁଥିବାର୍ ନୁ ରାଜ୍ୟ ସରକାର୍ ସାରା ରାଏଜ୍‌ନେ ୧୪ ଦିନ୍ ଲାଗି ତାଲାବନ୍ଦ୍ ଘୋଷଣା କରିଛନ୍ । ତ…

କେନ୍ତା କରି ଗୁଟେ ଗୋଡନେ ଖେଲ୍ ଦେଖାଲେ ଦିଦି

ପଶ୍ଚିମ ବଙ୍ଗନେ ଫେର୍ ଥରେ ଦେଖବାରକେ ମିଲିଛେ ମମତା ବାନାର୍ଜୀକଁର୍ ମ୍ୟାଜିକ୍ । ମମତା ବାନାର୍ଜୀ ବହୁ ମତ୍ ହାସଲ୍ କରିଛନ୍ । ଇ ସବୁ ଦେଖଲେ ଲାଗୁଛେ ଇହାଦେ ବି ମମତାକଁର୍ ଉପରେ ଏକା ଭରସା କରୁଛନ୍ ପଶ୍ଚିମ ବଙ୍ଗର ଲୋକ୍ । ତାକଁର୍ ଜିତବାର୍ ନେଇ ଆଘୋନୁ ସଭେ ଅନୁମାନ୍ କରୁଥିଲେ ବି ଇଥର ଏତେ…

କରୋନା ସଂକ୍ରମଣ କମାବାର ଲାଗି କାଣା ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

କରୋନା ଲାଗି ଇହାଦେ ଦେଶର ସ୍ଥିତି ପୂରା ସାଂଘାତିକ୍ ରହିଛେ । ସଂକ୍ରମିତକଁର ସଂଖ୍ୟା ଦିନୁ ଦିନ୍ ବଢି ବଢି ଚାଲିଛେ । ଦୈନିକ୍ ସଂକ୍ରମଣ ୪ ଲାଖ୍ ପାଖକେ ପୁହୁଁଚିଛେ ଦେଶନେ । ତାର ସାଙ୍ଗେ ମୃତ୍ୟୁ ସଂଖ୍ୟା ଭିଲ୍ ବଢତେଲ ଯାଉଛେ । ଦେଶନେ କରୋନା ସ୍ଥିତି ଦେଖିକରି ବହୁତଟେ ରାଜ୍ୟର ରାଜ୍ୟ ସରକାର…

କରୋନାର ଇ ପିକ୍ କେତେ ଦୂର ଯିବା

ଶୁଇଥିବାର୍ କରୋନା ଉଠିତ ପଡିଛେ । ହେଲେ ଇ କରୋନା ଫେର୍ କେଭେ ଶୁଇବା କିଛି ଜନା ନାଇଁ । ଫିଦିନ୍ ଦେଶରେ ଲାଖ୍ ଲାଖ୍ ସଂଖ୍ୟାନେ କରୋନା ପଜିଟିଭ୍ ବାହାରୁଛନ୍ । ଆର୍ କେତେ ତକ୍ ଇଟା ବଢବା । କରୋନାର ଇ ପିକ୍ କେତେ ଦୂର ଯିବା । କେଭେ ସଂଖ୍ୟା ତଲକେ ଉତରିବା । ଇ ସବୁ ପ୍ରଶ୍ନ, ଯାହାର ଉତ୍ତର…