Browsing Category

ଦିହିପାହା

ସମ୍ବଲପୁର ରାଜ୍ୟନେ ୧ ଆରୁ ଦେଶନେ ୯ ନମ୍ବରଥି ପୁହୁଞ୍ଚିଲା

କରୋନା ସଂକ୍ରମଣ ଯେନ୍ ହିସାବେ ବଢୁଛେ ଯେ ବେମାରୀ ମାନକଁର ଲାଗି ବେଡ୍ ଭିଲ୍ ନାଇଁ ମିଲବାର । ଫିଦିନ୍ ଏତକି ଏତକି ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ୟା ଅଏତକା ରହିଥିବାର ବେଲକେ ସମ୍ବଲପୁର ଜିଲ୍ଲା ହଟସ୍ପଟ୍ ବନିଛେ । ଗୁଟେ ରିପୋର୍ଟ…

ସମ୍ବଲପୁରର ମାରୱାଡି ଯୁବାମଂଚ ବାଣ୍ଟୁଛନ୍ ଅକ୍ସିଜେନ୍

ଦେଶନେ ଇହାଦେ ଅମ୍ଳଜାନ୍ ଅଭାବନୁ ଲୋକମାନକଁର ଜୀବନ୍ ପଲଉଛେ । ଅକ୍ସିଜେନ୍ ଅଭାବ ସମସ୍ୟା ଦୂର୍ କରବାର ଲାଗି ସରକାର ଲାଗିଥିବାର ବେଲକେ ବହୁତ୍‌ଟେ ସ୍ୱେଚ୍ଛାସେବୀ ସଂଗଠନ୍ ଭିଲ୍ ସହଯୋଗ କରୁଛନ୍ । ସମ୍ବଲପୁର ଅଖିଲ ଭାରତୀୟ ମାରୱାଡି ଯୁବାମଂଚ ଆଡୁ ଭିଲ୍ ଏନ୍ତା ସହଯୋଗର ହାତ୍ ବଢଉଥିବାର ଦେଖବାର…

ଆହୁରି ବଡ୍‌ଟେ ବିପଦ୍ ଆସୁଛେ ଇହାଦେନୁ ସାବଧାନ୍ ରହ

ପହେଲା, ଦୁଇ ନମ୍ବର ଉତାରୁ ଇହାଦେ କରୋନାର ତିନ୍ ନମ୍ବର ସଂକ୍ରମଣର ଡର୍ ଦେଖାଦେଲାନ । ଗଲା କିଛି ଦିନ୍ ଲାଗ୍ ଲାଗ୍ ୩ ଲାଖ୍ ଉପରେ କରୋନା ପଜିଟିଭ ରହୁଥିବାର ବେଲକେ ଇହାଦେ ଇ ସଂକ୍ରମଣ ବଢିକରି ୪ ଲାଖ୍ ଉପରକେ ପୁହୁଁଞ୍ଚିଛେ । ଦୁଇ ନମ୍ବର ଲହର ଇହାଦେ ପିକ୍‌କେ ପୁହୁଁଞ୍ଚିଥିବାର ବେଲକେ ତିନ୍…

ତାଲାବନ୍ଦ୍ ଉତାରୁ ଘଡେ ଛନେ’କେ କେନ୍ତା ବଢୁଛେ ପରିବା ଦାମ୍

ତାଲାବନ୍ଦ୍ ଲାଗି ଇହାଦେ ସବୁଆଡେ ସବୁ ଦରବ୍ ର୍ ଦାମ୍ ହୁ ହୁ ହେଇକରି ବଢୁଛେ । ମେ ୫ ତାରିଖ୍‌ନୁ ରାଏଜ୍ ର୍ ସବୁଆଡେ ତାଲାବନ୍ଦ୍ କରାଯାଇଛେ ଆର୍ ସେ ନେଇକରି ଇହାଦେ ସବୁ ଦରବ୍ ଆକାଶ୍ ଛୁଆଁ ହେଇଛେ । ଯେନଥିର୍ ଲାଗି ସାଧାରଣ ଲୋକ୍ ମୁଡେ ହାତ୍ ଦେଉଛନ୍ । ଗୁଟେ ଆଡେ କରୋନା ରୋଗ୍ ଆର୍ ଗୁଟେ ଆଡେ…

ଲକଡାଉନ୍ ଥି ଘରେ ଥିଲେ ବି ଏନ୍ତା ବହୁତଟେ କାମ୍ କରିପାରବେ

କରୋନା କାଲନେ ନିଜର ଦେହେ ଧିଆନ୍ ରଖବାର ଟା ଜରୁରୀ , ତାର ସାଙ୍ଗେ ନିଜର ମନ୍ ଭଲ ରହେବାରଟା ଆହୁରି ଜରୁରୀ । କେନ୍ତା ସମିଆଁ ଆସିଛେ ମୁନୁଷ୍ ସବୁବେଲେ ଟିକେ ଫୁରଶତ୍ ଖୁଜସି, ହେଲେ ଫୁରଶତ୍ ସମିଆଁକେ ଯେନ୍ ହିସାବେ ଲୋକ୍ କାଟବାରକେ ଚାହେଁସନ୍ , ସେ ହିସାବେ ଇହାଦେ କାଟି ନାଇଁ ପାରନ୍ । ହେଲେ…

ବଲାଙ୍ଗିର୍ ପରିବା ବଜାର୍‌ନେ ବଲାଙ୍ଗିର୍ ଜିଲ୍ଲାପାଳ ତଦାରଖ୍ କରିଛନ୍

କରୋନା ମହାମାରୀ ଲାଗି ବଲାଙ୍ଗିର୍ ର୍ ଡେଲି ମାର୍କେଟ୍‌କେ ସେନେ ରହିଥିବାର୍ କଲା ମଣ୍ଡପ୍ ପଡିଆକେ ଉଠା ଯାଈଛେ । ପରିବା ଦୁକାନି ମାନେ ସାମାଜିକ୍ ଦୂରି ରଖିକରି ସେନ ପରିବା ବିକ୍ରି କରୁଥିବାର୍ ବେଲେ ସେନକେ ଆସୁଥିବାର୍ ଲୋକ୍ ମାନକୁଁ ସଚେତନ୍ କରଉଛନ୍ । ମାର୍କେଟ୍ ନେ କେନ୍ତା କାଣା ଲୁକେ…

ବସ୍ ଯିବାର ଆଏବାର ବନ୍ଦ୍ ହେଲା ଉତାରୁ କାଣା କହୁଛନ୍ ବସ୍ କର୍ମଚାରୀ

ଲକଡାଉନ୍ ଉତାରୁ ବସ୍‌ଥି ଯିବା ଆଏବାର ବନ୍ଦ୍ ହେଇଯାଇଛେ । ବସ୍ ଗାଡି ମଟର ବନ୍ଦ୍ ହେଇଯିବାରନୁ ଇହାଦେ ଇଥରେ କାମ୍ କରୁଥିବାର କର୍ମଚାରୀ ବନେ ହଏରାନ୍ ହେଉଛନ୍ । ଗାଡି ମଟର ଚାଲଲେ ହିଁ ଇମାନକଁର କୁଟୁମ୍ ଚଲୁଥିଲେ ହେଲେ ଇହାଦେ ରୁଜଗାର ବନ୍ଦ୍ ହେଇଯାଇଥିବାରନୁ ଚିନ୍ତାନେ ଅଛନ୍ ବସ୍ କର୍ମଚାରୀ…

ଗାଁ ଗାଁ ବୁଲି ବୁଲି ବାଣ୍ଟୁଛନ୍ ମାହାଲିଆ ଖାନା

କରୋନା ଲାଗି ଇହାଦେ ସ୍ଥିତି ଏତକି ଖରାପ୍ ହେଇଯାଇଛେ ଯେ ଶେଷେ ଇତାର ଚେନ୍ ବ୍ରେକ୍ କରବାର ଲାଗି ଲକଡାଉନ୍ ଜାରି ହେଇଛେ ରାଜ୍ୟନେ । ଲକ୍‌ଡାଉନ୍ ଲାଗି ଇହାଦେ ବହୁତ୍‌ଟେ ଗରିବ ଦୁଖିକଁର ଖାଏବାର ସମସ୍ୟା ଦେଖାଦେଇଛେ । ଇ ଅସହାୟ ମାନକୁଁ ମୁଠେ ଦାନା ଯୁଗାବାର ଲାଗି ଗୁଟେ ଯୁଆନ୍ ସଂଗଠନ୍ ଆଗକେ…

ବସ୍‌.. ମଟର୍‌.. ବନ୍ଦ, କେନ୍ତା କର୍‌ବେ ଡାଏଭର୍‌, ହେଲ୍‌ପର୍

କେନ୍ ହିସାବେ ମୁନୁଷ୍‌କେ ହେଲେ ନାଇଁ ଡରଉଛେ ଇ କରୋନା... ଏଡେ ଟେ ଭାଏରସ୍ ପୁରା ଦୁନିଆଁକେ ଇଆଡ୍ ସେଆଡ୍ କରି ଦେଉଛେ । ସେଥିର୍ ଲାଗି ଆଏଜ୍ ଠାନୁ ରାଏଜ୍ ସାରା ଲକ୍‌ଡାଉନ୍ । ଏନ୍ତା କଲେ ଏକା କରୋନା କାବୁ ହେବା ବଲି ସଭେ କହୁଛନ୍ । ବାକି ଲକ୍‌ଡାଉନ୍ ଲାଗି ଗାଡି ମଟର୍ ସବୁ ବନ୍ଦ । ବନେ…

ଏତକି ଅବସ୍ଥା ତ ହେଲନ ଟିକେ ଆମର୍ କଥା ହେଲେ ଶୁନଗୋ

ବଢି ବଢି ଚାଲିଛେ କରୋନା କାୟା । ପଜିଟିଭକଁର ସଂଖ୍ୟା ଇହାଦେ ପିକ୍‌ନେ ରହିଛେ । ଦେଶର ସ୍ଥିତି ଏତକି ଖରାପ୍ ହେଇଯାଇଛେ ଇଥରୁ ମୁକଲିବାର ଲାଗି ସମିଆଁ ଲାଗବା । ପୁରା ଦେଶନେ ଟିକାକରଣ ଚାଲିଥିଲେ ଭିଲ୍ କରୋନା ସଂକ୍ରମଣ ନାଇଁ କମବାର ଉଲଟା ବଢି ବଢି ଚାଲିଛେ । ସରକାର, ପ୍ରଶାସନ, ସେଲିବ୍ରିଟୀନୁ…