Browsing Tag

Corona

ସମ୍ବଲପୁର୍ ନେ ଟିକା ନେଲେ ୬୧୨ ଜନ

ଶନିବାର୍ ଦିନ ସାରା ଦେଶ୍‌ନେ ଟିକାଦାନ୍ କରାଯାଇଥିବାର୍ ବେଲ୍‌କେ ସମ୍ବଲପୁର୍ ଜିଲ୍ଲା ନେ ଭିଲ୍ ଟିକାଦାନ୍ କରାଯାଇଛେ । ସମ୍ବଲପୁର ଜିଲ୍ଲା ର୍ ୭ଟା ଡାକ୍ତରଖାନା ସମ୍ବଲପୁର୍ ବଡ ଡାକ୍ତରଖାନା, ଭିମସାର୍ ବୁର୍ଲା ,କୁଚିଣ୍ଡା ଡାକ୍ତରଖାନା, ରେଢାଖୋଲ୍ ଡାକ୍ତର୍‌ଖାନା , ହୀରାକୁଦ୍ ଗୋଷ୍ଠୀ…

‘କୋଭିସିଲ୍ଡ‌’ ଟିକା ନେଲେ ‘ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ‘ର ସିଇଓ ଆଦର୍ ପୁନାୱାଲା

ଆଜି ସାରା ଦେଶ୍ ନେ ଟିକାଦାନ୍ ପ୍ରକ୍ରିୟା ଆରମ୍ଭ ହେଇଥିବାର୍ ବେଲ୍‌କେ ସବୁ ଆଡେ ଟିକା ଦାନ୍ କରାଯାଇଛେ । ଦେଶ୍ ନେ କୋଭିସିଲ୍ଡ ଆର୍ କୋଭେକ୍ସିନ୍ ଟିକା କେ କରୋନା ଟିକା ହିସାବେ ଟିକା ଦାନ୍ କରାଯାଇଛେ । ଟିକା ଦାନ୍ ନେ ସେରମ୍ ଇନଷ୍ଟିଚ୍ୟୁଟ୍ ର ସିଇଓ ଆଦର୍ ପୁନାୱାଲା ତାକଁର୍ କମ୍ପାନୀ…

ରାଏଜର୍ ଭିନ୍ ଭିନ୍ ଜିଲ୍ଲାନେ କରାଗଲା ଟିକା ଦାନ୍

ଆଏଜ୍ ଦେଶବ୍ୟାପି ଟିକାକରଣ୍ କରାଯିବା ସାଙ୍ଗେ ରାଏଜ୍ ର ସବୁ ଜିଲ୍ଲା ନେ ବି କରୋନା ଟିକାଦାନ୍ କରାଯାଇଛେ । ସେନ୍ତା ପଶ୍ଚିମଓଡିଶାର୍ ବଲାଙ୍ଗୀର୍ , ସମ୍ବଲପୁର୍ , ସୁନ୍ଦରଗଡ ଜିଲ୍ଲାର୍ ହସ୍ପିଟାଲ୍ ମାନକୁଁ ଟିକାଦାନ୍ କରାଯାଇଛେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ଭିଡିଓ କନଫରେନ୍ସ ଜରିଆ ଥି…

ଜାନୁଆରୀ ୧୩ ନୁ ଦେଶର୍ ସବୁଆଡେ ଦିଆଯିବା କରୋନା ଟିକା

ଆଏବାର୍ ୧୩ ଆର୍ ୧୪ ତାରୀଖ୍ ନୁ ଦେଶ ର ସବୁଆଡେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ କରାଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ଆଡୁ ସୂଚନା ଦିଆଯାଇଛେ । ୧୦ ଦିନ୍ ଭିତ୍‌ରେ ଦେଶ୍‌ର୍ ଅଧିକାଂଶ ଜାଗା ମାନକୁଁ କରୋନା ଟିକା ଦିଆଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଶ୍ ଭୂଷଣ…

ଆଏବାର୍ ୧୧ନୁ ଖୁଲ୍‌ବା ସବୁ ବିଶ୍ୱବିଦ୍ୟାଲୟ

କରୋନା ମହାମାରୀ ଲାଗି ପୁରା୯ ମାସ ଧରିକରି ସବୁ ସ୍କୁଲ , କଲେଜ ବନ୍ଦ ରହିଥିଲା । ହେଲେ ଇହାଦେ ପରିସ୍ଥିତି ସୁଧରିବାର୍ କେ ନେଇକରି ଜାନୁଆରୀ ୧୧ ନୁ ସବୁ ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟ୍ ଖୁଲବା ବଲିକରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଡୁ ସୂଚନା ମିଲିଛେ । କଲେଜ୍ ଖୁଲବାର୍ ଉତାରୁ…

ନୂଆ ବରଷ ଲାଗି  ମନ୍ଦିର୍ ବାହାରେ ଭକତକଁର୍ ଭିଡ୍

ନୂଆ ବରଷ ଲାଗି ସମ୍ବଲପୁରେ ମନ୍ଦିର୍ ମାନକଁର୍ ବାହାରେ ଭକତକଁର୍ ଭିଡ୍ ଦେଖିକେ ମିଲିଥିଲା । କରୋନା ଲାଗି ମନ୍ଦିର୍ ସବୁ ବନ୍ଦ ରହିଥିବାର୍ ବେଲେ ଭକତ୍ ମାନେ ମନ୍ଦିର୍ ବାହାରେ ଦୀପ୍ ଜାଲିକରି ଭଗବାନକୁଁ ପ୍ରାର୍ଥନା କରିଥିଲେ । ସେନ୍ତା ସମ୍ବଲପୁର୍ ର ସମଲେଇ ମନ୍ଦିର୍ ୩ ତାରିଖ୍ ନୁ…

କରୋନା ଟିକାକେ ଅନୁମତି ଦେଲା ଭାରତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଆର୍ ଆଷ୍ଟ୍ରାଜେନିକା ତିଆରି କରିଥିବାର୍ କରୋନା ଟିକା କୋଭିସିଲ୍ଡ୍ କେ ଭାରତନେ ଜରୁରୀ ବେବ୍‌ହାର୍ ଲାଗି ଅନୁମତି ଦେଲେ ଭାରତ ସର୍‌କାର୍ । ସରକାର୍କଁର୍ ଅନୁମତି ଉତାରୁ ଶୁକ୍ରୁବାର୍ ଦିନ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ…

ଭାରତନେ ବ୍ରିଟେନ୍ ନୂଆଁ ଷ୍ଟ୍ରେନ୍‌

ବ୍ରିଟେନନେ ଦେଖାଦେଇଥିବାର ନୂଆଁ ଭୂତାଣୁ ଇହାଦେ ଭାରତନେ ଭିଲ୍ ଦେଖାଦେଇଛେ । ଗଲା କିଛି ଦିନ୍ ତଲେ ଭାରତକେ ବ୍ରିଟେନ୍‌ନୁ ଫିରିଥିବାର କେତେ ଜନ୍‌କଁର ଭିତରେ ଇ ଭୂତାଣୁ ଦେଖବାକେ ମିଲିଛେ । କରୋନାର ନୂଆଁ ଷ୍ଟ୍ରେନ୍‌କେ ନେଇକରି ଇହାଦେ ଦୁଶରା ଦେଶ ମାନକେ ଭିଲ୍ ଚିନ୍ତା ବଢବାରନେ ଲାଗିଛେ ।…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକୁଁ ନେଇକରି ବଢିଛେ ଚିନ୍ତା

ବ୍ରିଟେନ୍‌ନେ ଦେଖାଦେଇଥିବାର କରୋନା ଭାଇରସର ନୂଆଁ ଷ୍ଟ୍ରେନ୍ ଲାଗି ଇହାଦେ ଫେର୍ ଚିନ୍ତା ବଢିଛେ । ବାକି ଦେଶ ମାନକେ ଭିଲ୍ ଇତାର ନୂଆଁ ଷ୍ଟ୍ରେନ୍ ଥିବାର ନେଇକରି ସନ୍ଦେହ କରାଯାଉଛେ । ସେଆଡେ ଗଲା କିଛି ଦିନ୍ ଭିତରେ ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀକଁର ଭିତରେ କରୋନା ପଜିଟିଭ୍ ଥିବାର…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀ ବଢାଲେ ଚିନ୍ତା

କରୋନା ଲାଗି ଇହାଦେ ତକ୍ କେନସି ଭ୍ୟାକ୍ସିନ୍ ନାଇଁ ବାହାରି ଥିବାର ବେଲକେ ଇହାଦେ ଇତାର ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ଚିନ୍ତା ବଢିଛେ । ଇ ନୂଆଁ ଷ୍ଟ୍ରେନ୍ ରାଜ୍ୟନେ ଭିଲ୍ ମୁଡଦୁଖାର କାରଣ ବନିଛେ । ଧୀରେ ଧୀରେ କରୋନା ପ୍ରଭାବ ରାଜ୍ୟନେ କମି ଆସୁଥିବାର ବେଲକେ ଇହାଦେ ଚିନ୍ତା ବଢେଇଛେ…