ଏତକି ଭିଡ୍ କଲେ ସେ କରୋନା ବେମାର ନାଇଁ ହେବାର ଥିଲେ ଭିଲ୍ ହେବା
କରୋନା ଚେନ୍ ବ୍ରେକ୍ ଲାଗି ଲକଡାଉନ୍ ଘୁଷଣା କରାଗଲା ରାଜ୍ୟନେ । ହେଲେ ଇଠାନେ ବ୍ରେକ୍ ଭାଙ୍ଗବା କାଣା ଆହୁରି ବଢିଯିବା । ଲୋକ୍ ଲକଡାଉନ୍ ନାଁ ଶୁନଲାକେ ଯେନ୍ତା ଆର କିଛି ନାଇଁ ମିଲେନ ଲେଖେଁ ଜିନିଷ୍ ଘିନବାକେ ବାହାରିଛନ୍ । ସମ୍ବଲପୁରର ମେନ୍ ମେନ୍ ରାସ୍ତା, ବଜାର, ଛକ୍ ମାନକେ ଏନ୍ତା ଚିତ୍ର…