Browsing Tag

covid

କାଁକରି ବଲାଙ୍ଗିରନେ ଏତେ ଫାଇନ୍ ଭରୁଛନ୍ ଲୋକ୍

କରୋନାକେ ସଂକ୍ରମଣକେ କମାବାର୍ ଲାଗି ଇହାଦେ ଲକଡାଉନ୍ ଚାଲିଛେ । ଜାଗା ଜାଗାନେ କଡାକଡି ଭାବେ ଚେକିଂ ଚାଲିଛେ । ଯେନ୍ ମାନେ ଅଯଥା ବାହାରୁଛନ୍ ଫାଇନ୍ ବି ପଡୁଛେ । କି ଯେନ୍ ମାନେ କୋଭିଡ ନିୟମ୍ ନାଇଁ ମାନବାର୍ ସେମାନେ ବି ଫାଇନ୍ ଦଉଛନ୍ । ହେଲେ ବି ଲୋକ୍ ମାନୁଛନ୍ କାଏଁ । ବଲାଙ୍ଗିର…

ଜାତି ଧରମ୍ ନାଇ ଦେଖିକରି ରାମ ନାମ୍ ନେଇକରି କର୍‌ଲେ ଶବ ଦାହ୍

କରୋନା ମହାମାରୀ ଲାଗି ଇହାଦେ ସବୁଆଡେ ଲୋକ ମାନକଁର୍ ଦେହାନ୍ତ ହେଉଥିବାର୍ ବେଲ୍‌କେ ତାକଁର୍ ମର୍ ଶରୀର୍ କେ ପୁଡାବାର୍ ଲାଗି ନିଜର୍ ବନ୍ଧୁ ବାନ୍ଧବ୍ ଆର୍ ପରିବାର୍ ଲୁକେ କରୋନା କେ ଡରିକରି ନାଇ ଆସୁଥିବାର୍ ଟା ଦେଖ୍‌ବାର୍ କେ ମିଲୁଛେ । ହେଲେ ଇହାଦେ ବି ଏନ୍ତା କେତେ ଜଣ ଲୋକ୍ ଅଛନ୍ ଯେନ୍…

ମ୍ୟୁକରମାଇକୋସିସ୍ କାଣା ଆଏ

କରୋନା ସଂକ୍ରମଣର ୨ ନମ୍ବର ଲହରନେ କୋଭିଡ୍ ପଜିଟିଭ୍ ହେଇକରି ଠିକ୍ ହେବାର୍ ଉତାରୁ ଇହାଦେ ନୂଆ ସମସ୍ୟାନେ ପଡୁଛନ୍ ରୋଗୀ ମାନେ । ଆର୍ ଇ ସମସ୍ୟାର ନାଁ ହେଉଛେ ମ୍ୟୁକରମାଇକୋସିସ୍ । ଯେନଥି ରୋଗୀକଁର୍ ଆଏଁଖ୍ ଖରାଫ୍ ହେଇଯାଏସି । ଆଏଁଖ୍ ବାହାର କରବାରକେ ପଡସି । ଜୀବନ୍ ଯିବାର୍ ବି ଡର ଥିସି ।…

ଇମାନେ ନାଇଁ ନେଉନ୍ ଟିକା

କରୋନା ଟିକା ଇହାଦେ ସବୁନେ ଦିଆଯାଉଛେ । ହେଲେ ସମସ୍ତେ ଟିକା ନେଇପାରବେ କି ନାଇଁ, କାଣା ଅସବିଧା ଥିଲେ ନାଇଁ ନେବାର କଥା ଟିକା ଇସବୁକେ ନେଇକରି ସମକଁର ଭିତରେ ପ୍ରଶ୍ନ ରହିଛେ । ବହୁତ୍ ଲୋକ୍ ଇ ଡରଥି ଟିକା ନେବାର ଥିଲେ ଭିଏ୍ ନାଇଁ ଯିବାର ଟିକା ନେବାର ଲାଗି । କିଛିଟା ଗୁଜବ୍ ଭିଲ୍ ପ୍ରଚାର…

ସମ୍ବଲପୁର୍ ଟାଉନ୍‌କେ କେନ୍ତା ହିସାବେ କରାଗଲା ସାନିଟାଇଜ୍

ସମ୍ବଲପୁର୍ ଜିଲ୍ଲାନେ ଫି ଦିନ୍ କରୋନା ସଂକ୍ରମଣ ବଢୁଥିବାର୍ ନୁ ସମ୍ବଲପୁର୍ ଟାଉନ୍ କେ ଜିଲ୍ଲା ପ୍ରଶାସନ୍ ଆଡୁ ସେନିଟାଇଜ୍ କରାଯାଇଛେ । ସମ୍ବଲପୁର୍ ଜିଲ୍ଲାର୍ ସବୁ ଯାଗା ଗଲି ମାନକୁଁ ସବୁଆଡେ ସେନିଟାଇଜ୍ କରାଯାଇଛେ । ଯେନଥିର୍ ଲାଗି କରୋନା ସଂକ୍ରମଣ ଟିକେ କମ୍ ହେଇପାର୍‌ବା । ସେଥିର୍…

ସମ୍ବଲପୁର ରାଜ୍ୟନେ ୧ ଆରୁ ଦେଶନେ ୯ ନମ୍ବରଥି ପୁହୁଞ୍ଚିଲା

କରୋନା ସଂକ୍ରମଣ ଯେନ୍ ହିସାବେ ବଢୁଛେ ଯେ ବେମାରୀ ମାନକଁର ଲାଗି ବେଡ୍ ଭିଲ୍ ନାଇଁ ମିଲବାର । ଫିଦିନ୍ ଏତକି ଏତକି ସଂଖ୍ୟାନେ ବାହାରୁଛନ୍ ପଜିଟିଭ୍ । ପଶ୍ଚିମ ଓଡ଼ିଶାର ପ୍ରାୟ ଜିଲ୍ଲାନେ କରୋନା ରୋଗୀକଁର ସଂଖ୍ୟା ଅଏତକା ରହିଥିବାର ବେଲକେ ସମ୍ବଲପୁର ଜିଲ୍ଲା ହଟସ୍ପଟ୍ ବନିଛେ । ଗୁଟେ ରିପୋର୍ଟ…

ସମ୍ବଲପୁରର ମାରୱାଡି ଯୁବାମଂଚ ବାଣ୍ଟୁଛନ୍ ଅକ୍ସିଜେନ୍

ଦେଶନେ ଇହାଦେ ଅମ୍ଳଜାନ୍ ଅଭାବନୁ ଲୋକମାନକଁର ଜୀବନ୍ ପଲଉଛେ । ଅକ୍ସିଜେନ୍ ଅଭାବ ସମସ୍ୟା ଦୂର୍ କରବାର ଲାଗି ସରକାର ଲାଗିଥିବାର ବେଲକେ ବହୁତ୍‌ଟେ ସ୍ୱେଚ୍ଛାସେବୀ ସଂଗଠନ୍ ଭିଲ୍ ସହଯୋଗ କରୁଛନ୍ । ସମ୍ବଲପୁର ଅଖିଲ ଭାରତୀୟ ମାରୱାଡି ଯୁବାମଂଚ ଆଡୁ ଭିଲ୍ ଏନ୍ତା ସହଯୋଗର ହାତ୍ ବଢଉଥିବାର ଦେଖବାର…

କରୋନା ବେମାର୍ କେ କାଏଁ’ଯେ କହୁଛନ୍ ଟଡେଁହି ଆର୍ ପେତେନ୍‌

ସବୁବେଲେ ଇହାଦେ କରୋନା ଲାଗି ବହୁତ୍‌ଟେ ଭିଡିଓ ଭାଇରଲ୍ ହେଉଥିବାର୍‌ଟା ଆମେ ଦେଖ୍‌ବାର୍‌କେ ପାଉଛୁଁ । କେତେବେଲେ ଛୁଆମାନେ କରୋନା ସଚେତନା ଦେଉଥିବାର୍ ଆର୍ କେତେବେଲେ ବବା ଆର୍ ବଡ୍ ମାଁ କରୋନା ଉପ୍‌ରେ କହୁଥିବାର୍ ଭିଡିଓ । ଆର୍ ଏନ୍ତା ସମିଆଁ ନେ ବି ଯେତେବେଲେ ଆମେ ସେନ୍ତା ଭିଡିଓ ମାନେ…

ଆହୁରି ବଡ୍‌ଟେ ବିପଦ୍ ଆସୁଛେ ଇହାଦେନୁ ସାବଧାନ୍ ରହ

ପହେଲା, ଦୁଇ ନମ୍ବର ଉତାରୁ ଇହାଦେ କରୋନାର ତିନ୍ ନମ୍ବର ସଂକ୍ରମଣର ଡର୍ ଦେଖାଦେଲାନ । ଗଲା କିଛି ଦିନ୍ ଲାଗ୍ ଲାଗ୍ ୩ ଲାଖ୍ ଉପରେ କରୋନା ପଜିଟିଭ ରହୁଥିବାର ବେଲକେ ଇହାଦେ ଇ ସଂକ୍ରମଣ ବଢିକରି ୪ ଲାଖ୍ ଉପରକେ ପୁହୁଁଞ୍ଚିଛେ । ଦୁଇ ନମ୍ବର ଲହର ଇହାଦେ ପିକ୍‌କେ ପୁହୁଁଞ୍ଚିଥିବାର ବେଲକେ ତିନ୍…

ତାଲାବନ୍ଦ୍ ଉତାରୁ ଘଡେ ଛନେ’କେ କେନ୍ତା ବଢୁଛେ ପରିବା ଦାମ୍

ତାଲାବନ୍ଦ୍ ଲାଗି ଇହାଦେ ସବୁଆଡେ ସବୁ ଦରବ୍ ର୍ ଦାମ୍ ହୁ ହୁ ହେଇକରି ବଢୁଛେ । ମେ ୫ ତାରିଖ୍‌ନୁ ରାଏଜ୍ ର୍ ସବୁଆଡେ ତାଲାବନ୍ଦ୍ କରାଯାଇଛେ ଆର୍ ସେ ନେଇକରି ଇହାଦେ ସବୁ ଦରବ୍ ଆକାଶ୍ ଛୁଆଁ ହେଇଛେ । ଯେନଥିର୍ ଲାଗି ସାଧାରଣ ଲୋକ୍ ମୁଡେ ହାତ୍ ଦେଉଛନ୍ । ଗୁଟେ ଆଡେ କରୋନା ରୋଗ୍ ଆର୍ ଗୁଟେ ଆଡେ…