Browsing Tag

india

ସଂସଦ୍ ଭବନ ର ତିଆରି ଲାଗି ସୁପ୍ରିମକୋର୍ଟ ର ମଞ୍ଜୁରୀ

ନୂଆଦିଲ୍ଲୀ ନେ ରାଷ୍ଟ୍ରପତି ଭବନନୁ ଇଣ୍ଡିଆ ଗେଟ୍ ତକ୍ ନୁଆ ସଂସଦ୍ ଭବନ୍ (ସେଣ୍ଟ୍ରାଲ୍ ଭିଷ୍ଟା) ବନାବାର୍ ଲାଗି ମଙ୍ଗଲବାର୍ ଦିନ ଅନୁମତି ଦେଲା ସୁପ୍ରିମକୋର୍ଟ । ଇତାର୍ ଆଗ୍‌ରୁ ଡିସେମ୍ବର୍ ୭ ତାରଖ୍ ଦିନ ନୂଆ ସଂସଦ ଭବନ୍ ଲାଗି ଭୂମିପୂଜନ ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଥିବାର୍ ବେଲେ…

ଜାନୁଆରୀ ୧୩ ନୁ ଦେଶର୍ ସବୁଆଡେ ଦିଆଯିବା କରୋନା ଟିକା

ଆଏବାର୍ ୧୩ ଆର୍ ୧୪ ତାରୀଖ୍ ନୁ ଦେଶ ର ସବୁଆଡେ କରୋନା ଟିକା ଦାନ ପ୍ରକ୍ରିୟା ଆରମ୍ଭ କରାଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଲୟ ଆଡୁ ସୂଚନା ଦିଆଯାଇଛେ । ୧୦ ଦିନ୍ ଭିତ୍‌ରେ ଦେଶ୍‌ର୍ ଅଧିକାଂଶ ଜାଗା ମାନକୁଁ କରୋନା ଟିକା ଦିଆଯିବା ବଲିକରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ୍ ରାଜେଶ୍ ଭୂଷଣ…

ଦେଶର ଗର୍ବ ଆମର ବୈଜ୍ଞାନିକ୍‌

କରୋନା ଟିକାକରଣ ନେଇକରି ପ୍ରତିକ୍ରିୟା ରଖଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ୱହୁତ୍ ଜଲଦି ଭାରତନେ ଟିକାକରଣ ଅଭିଯାନ୍ ମୁଲ୍ ହେବାକେ ଯାଉଥିବାର ନେଇକରି କହେଲେ ମୋଦି । ‘ନ୍ୟାସନାଲ୍ ମେଟ୍ରୋଲୋଜି କନକ୍ଲେଭ’୍ ନେ ଯୋଗ ଦେଇକରି କରୋନା ଟିକାକରଣ କଥା କହିଛନ୍ । ଇ ଅବସରନେ ପ୍ରଧାନମନ୍ତ୍ରୀ…

ସାବିତ୍ରୀବାଇ ଫୁଲେ କିଏ ?

ଭାରତ୍ ର ଟୁକେଲ ପାୱାର ଆଏଜ୍ ଜଗତ ଜିତା । ଏନ୍ତା କେନସି କାମ ନାଇନ ଯେନଟା ଟୁକେଲ ଟେ କରି ନାଇପାରେ । ବାକି ଆଘର୍ ସମିଆ ଏନ୍ତା ନାଇଥାଇ । ଆଘର୍ ସାମାଜ୍ ନେ ମହିଲା ମାନେ ଘର୍ ଭିତ୍‌ରେ ରହେବାର୍ ଆର୍ ସବୁକାମ୍ କରବାର୍‌କେ ବାଧ୍ୟ ହେଉଥିଲେ । ବହୁତ୍ ପ୍ରଥା , ପରମ୍ପରା ଥିଲା ଯେନଟା ମହିଲା…

ଭାରତନେ ବ୍ରିଟେନ୍ ନୂଆଁ ଷ୍ଟ୍ରେନ୍‌

ବ୍ରିଟେନନେ ଦେଖାଦେଇଥିବାର ନୂଆଁ ଭୂତାଣୁ ଇହାଦେ ଭାରତନେ ଭିଲ୍ ଦେଖାଦେଇଛେ । ଗଲା କିଛି ଦିନ୍ ତଲେ ଭାରତକେ ବ୍ରିଟେନ୍‌ନୁ ଫିରିଥିବାର କେତେ ଜନ୍‌କଁର ଭିତରେ ଇ ଭୂତାଣୁ ଦେଖବାକେ ମିଲିଛେ । କରୋନାର ନୂଆଁ ଷ୍ଟ୍ରେନ୍‌କେ ନେଇକରି ଇହାଦେ ଦୁଶରା ଦେଶ ମାନକେ ଭିଲ୍ ଚିନ୍ତା ବଢବାରନେ ଲାଗିଛେ ।…

ବଢଲା ଗାଡି କାଗଜ ପତର ବୈଧତା ସମିଆଁ

ଗାଡି କାଗଜ ପତର ଆରୁ ଡ୍ରାଇଭିଂ ଲାଇସେନ୍ସ କରାବାର ଲାଗି ବଢଲା ସମିଆଁ । କେନ୍ଦ୍ର ସରକାର ଆରୁ ୩ ମାସ୍ ସମିଆଁ ଦେଇଛନ୍ । ମାର୍ଚ୍ଚ ୩୧ ତାରିଖ ତକ୍ ଇ ସମିଆଁ ବଢାଯାଇଥିବାର ନେଇକରି କେନ୍ଦ୍ର ସଡକ ପରିବହନ ଆର ରାଜପଥ ମନ୍ତ୍ରଳାୟ ଆଡୁ ସୂଚନା ଦିଆଯାଇଛେ । ଦେଶର ସବୁ ରାଜ୍ୟ ଆର କେନ୍ଦ୍ର ଶାସିତ…

ଦେଶନେ ବିନା ଡ୍ରାଇଭରନେ ଚାଲଲା ଟ୍ରେନ୍‌

ବିନା ଡ୍ରାଇଭରନେ ଚାଲବା ଟ୍ରେନ୍ । ଦେଶର ପହେଲା ଡ୍ରାଇଭର ନାଇଁଥାଇକରି ଚାଲୁଥିବାର ଟ୍ରେନ୍‌ର ଆରମ୍ଭ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ୍ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ନେ ଦେଶର ପହେଲା ବିନା ଡ୍ରାଇଭର ରେଲ୍ ସେବାର ଶୁଭାରମ୍ଭ କରିଛନ୍ । ଇ ଅବସରନେ…

ମହିଲା ବସ୍ ଡ୍ରାଇଭରକୁଁ ନେଇ ଚର୍ଚ୍ଚା

ଆଜିର ମହିଲାର କେନସି କାମ୍‌ନେ କାହାରିନୁ କମ୍ ନୁହେଁ । ଘରର କାମ୍ ସାଙ୍ଗେ ବାହାରେ ଭିଲ୍ ସବୁ କାମ୍‌ଥି ନିଜର ଦକ୍ଷତା ପ୍ରମାଣିତ୍ କରିପାରିଛନ୍ ମହିଲାମାନେ । ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାର ପୂଜା ଦେବୀ, ଇ ମହିଲା ଜନକ୍ ଇହାଦେ ଚର୍ଚ୍ଚାନେ ଅଛନ୍ । ମହିଲା ବସ୍ ଡ୍ରାଇଭର ନାଁନେ ସେ ଇ…

ବ୍ରିଟେନ୍‌ନୁ ଫିରିଥିବାର ଯାତ୍ରୀ ବଢାଲେ ଚିନ୍ତା

କରୋନା ଲାଗି ଇହାଦେ ତକ୍ କେନସି ଭ୍ୟାକ୍ସିନ୍ ନାଇଁ ବାହାରି ଥିବାର ବେଲକେ ଇହାଦେ ଇତାର ନୂଆଁ ଷ୍ଟ୍ରେନ୍ ନେଇକରି ଫେର୍ ଚିନ୍ତା ବଢିଛେ । ଇ ନୂଆଁ ଷ୍ଟ୍ରେନ୍ ରାଜ୍ୟନେ ଭିଲ୍ ମୁଡଦୁଖାର କାରଣ ବନିଛେ । ଧୀରେ ଧୀରେ କରୋନା ପ୍ରଭାବ ରାଜ୍ୟନେ କମି ଆସୁଥିବାର ବେଲକେ ଇହାଦେ ଚିନ୍ତା ବଢେଇଛେ…

ଅନଲାଇନ୍‌ଥି ପାଲନ୍ କରାଯିବା ବଡଦିନ୍

ଇ ବଛର୍ କରୋନା ମହାମାରୀ ଲାଗି ସବୁ ପରବ୍ ବନ୍ଦ ହେଇଥିବାର୍ ବେଲ୍‌କେ ବଡଦିନ୍ ଭିଲ୍ ଫିକା ପଡିଛେ । ସବୁ ବରଷ ଖ୍ରୀଷ୍ଟମାସ୍ କେ ବହୁତ୍ ଭଲ୍ ହିସାବେ ଚର୍ଚ୍ଚନେ ଲୋକ ମାନେ ଠୋଲ୍ ହେଇକରି ପାଲନ କରିଥିସନ୍ । ହେଲେ ଇ ବଛର୍ କରୋନା ଲାଗି ଅନଲାଇନ୍‌ଥି ଖ୍ରୀଷ୍ଟମାସ୍ କେ ପାଲନ୍ କର୍‌ବେ ଲୁକେ ।…